• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Crime
ଭୟଙ୍କର ପ୍ରେମିକ ! ଜେଲ୍‌ରୁ ବାହାରି ପ୍ରଥମେ ହାଣିଲା ପ୍ରେମିକାର ବାପା-ଭାଇଙ୍କୁ

ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Water Scarcity
ପାଣି ପାଇଁ ଡହଳ ବିକଳ ବେଙ୍ଗାଲୁରୁ, ୫ ଦିନରେ ଥରେ ଗାଧୋଉଛନ୍ତି ଲୋକେ

ପିଇବା ପାଣିରେ ଘୋର ଅଭାବ । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ ।

Panchang Today
Panchang Today 16th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

7 behaviours of father make girls confident and successful
Parenting Tips: ନିଜ ଝିଅକୁ ସାହସୀ ଓ ସଫଳ କରାଇବା ପାଇଁ ଜଣେ ବାପାର ୭ଟି ଭୂମିକା

ପ୍ରାୟତଃ ଝିଅମାନଙ୍କର ଲାଳନପାଳନର ଦାୟିତ୍ୱ ମା’ଙ୍କ ଉପରେ ପଡିଥାଏ। ଆଜିକାଲି କିନ୍ତୁ ସମୟ ବଦଳିଯାଇଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଖାଲି ମା’ ନୁହେଁ, ବାପା ଯଦି ଝିଅର ଯତ୍ନ ନେବାରେ ସକରାତ୍ମକ ଭାବେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।

Juice of this 10 feet long grass is very miraculous give strength
Health Tips: ଘାସ ପରି ଦେଖାଯାଉଥିବା ଏହି କାଣ୍ଡର ରସ ଶରୀରକୁ ଦିଏ ତୁରନ୍ତ ଶକ୍ତି

ଆଖୁ ରସ ଲୋକମାନଙ୍କୁ ଏକ ସତେଜ ଅନୁଭବ ଦେଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଖୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏନେଇ ଆଖୁକୁ ସ୍ୱାସ୍ଥ୍ୟ ପାଇଁ ଏକ ରାମବାଣ ବୋଲି କୁହାଯାଏ।

double ma and phd qualified woman selling tea on road
Viral Video: ଡବଲ୍ MA ସହିତ PhD କରି ଫୁଟ୍‌ପାଥ୍‌ରେ ବିକୁଛନ୍ତି ଚା’; ଗରିବଙ୍କ ସାଜିଛନ୍ତି ସାହା ଭରସା

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ଜଣେ ମହିଳା। ସେ ଡବଲ୍ MA ସହିତ PhD କରିଛନ୍ତି। ପୁଟ୍‌ପାଥ୍‌ରେ ବିକୁଛନ୍ତି ଚା’। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି।

Stop Clock Rule
କଠୋର ହେଲା ICC, ଆଣିଲା ନୂଆ ନିୟମ ‘ଷ୍ଟପ୍‌ କ୍ଲକ୍‌’

ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।

Amit Shah
ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ଼ ବୟାନ... କହିଲେ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ନାହାନ୍ତି ନିଷ୍ପତ୍ତି

ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ କାର୍ଯ୍ୟ କରୁଛୁ। ତା’ସହ ଶାହା କହିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ଭଲ ବଢ଼ିବ।

ECI
କାଲି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।

RSS Changes Of  Training
ବାର୍ଷିକ ‘ଶିକ୍ଷା ବର୍ଗ’ର ନାମ ଓ ଫର୍ମାଟ୍ ବଦଳାଇଲା RSS; ଜାଣନ୍ତୁ ପୂରା...

ଆଜି ନାଗପୁରରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ ଅଖିଳ ଭାରତୀୟ ପ୍ରତିନିଥି ସଭାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ବାର୍ଷିକ ‘ଶିକ୍ଷା ବର୍ଗ’ରେ ନାମ ଓ ଫର୍ମାଟ୍ ବଦଳାଇଲା RSS...

Get apprentice job in Indian railway without exam
Railway Recruitment 2024: ଭାରତୀୟ ରେଳବାଇରେ ଚାକିରି; ଦଶମ ପାଶ୍‌ କରିଥିବା ୧୫ ବର୍ଷ ପିଲା ବି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି ଖବର ଦେଖନ୍ତୁ।

Aamir khan talks about working with salman khan shah rukh khan
ଚାଲିଛି ଚର୍ଚ୍ଚା; ଏହି ଫିଲ୍ମରେ ଏକାଠି ନଜର ଆସିବେ ଆମିର୍-ସଲ୍‌ମାନ୍-ଶାହରୁଖ୍

ଆମୀର କହିଛନ୍ତି, “ଆମେ ଏକ ଭଲ ବିଷୟ ଖୋଜୁଛୁ। ଯଦି ଆମ କିଛି ନୂଆ କରିବାର ସୁଯୋଗ ମିଳିବ, ତେବେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ମୁଁ ଭାବୁଛି ଏକାଠି କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସଲମାନ ଏବଂ ଶାହରୁଖ ମଧ୍ୟ ବହୁତ ଆଗ୍ରହୀ। ନିକଟ ଭବିଷ୍ୟତରେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ।”

Murder of PoliceMan Wife
ୱେବସିରିଜ ଦେଖି ମର୍ଡର ପ୍ଲାନ; ବାହା ହେବାକୁ ଜିଦ୍ କରିବାରୁ କଇଁଚି ଭୁସି ହତ୍ୟା କଲା ପ୍ରେମିକ

ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।

ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...
ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର୍‌ ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...

ପୁଣି ଥରେ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ । ପୁଣି ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ କରାଯାଉଛି ।

Amitabh bachchan angioplasty in Mumbai kokilaben hospital
ଅମିତାଭଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସମସ୍ୟା; ହୋଇଛି ଏଞ୍ଜିଓପ୍ଲାଷ୍ଟି

ଅମିତାଭ ବଚ୍ଚନଙ୍କର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଶୁକ୍ରବାର ସକାଳେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଗ୍ ବି ୮୧ ବର୍ଷରେ ପହଞ୍ଚିଥିବା ବେଳେ ହାର୍ଟର ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ସାଧାରଣତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଏ।

‘Lottery King’ Santiago Martin
ଇଲେକ୍ଟ୍ରୋରାଲ୍ ବଣ୍ଡର ରାଜା, ଯାହାଙ୍କ କମ୍ପାନୀ ଦେଇଛି ୧୩୬୮କୋଟିର ଚାନ୍ଦା

ସର୍ଭେ ପ୍ୟାନେଲ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ମେଘା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ୯୬୬କୋଟି ଟଙ୍କା ଦାନ କରିଛି। ହାଇଦ୍ରାବାଦର ଏହି କମ୍ପାନୀ ବର୍ତ୍ତମାନ ଅନେକ ଭିତ୍ତିଭୂମି ପ୍ରକଳ୍ପରେ କାର୍ଯ୍ୟ କରୁଛି।

Murder accused livestream
‘ସ୍ୱର୍ଗର ମଜା ନେଉଛି, ଖୁବଶୀଘ୍ର ବାହାରିବି’; ଜେଲ ଭିତରୁ ଅଭିଯୁକ୍ତର ଲାଇଭ୍ ଭିଡିଓ ଭାଇରାଲ୍

୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା।

SBI
ପୁଣି SBIକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନୋଟିସ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।

Election Date 2024
Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

କାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି।

Putin
ପୁଣି ଧମକ ଦେଲେ ପୁଟିନ, ଆମେରିକା ମୁଣ୍ଡ ପୁରାଇଲେ ପରମାଣୁ ଆଟାକ୍ କରିବ ଋଷ

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

Women need more sleep than men
୭ କି ୮ଘଣ୍ଟା ନୁହେଁ, ପୁରୁଷଙ୍କ ତୁଳନାରେ ଅଧିକ ନିଦ ଆବଶ୍ୟକ କରନ୍ତି ମହିଳା...ଜାଣନ୍ତୁ କାହିଁକି

ଯଦି ଆପଣ ଜଣେ ମହିଳା ଏବଂ ଆଠ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣ ସକାଳେ ଥକି ଯାଉଛନ୍ତି, ତେବେ ଆପଣଙ୍କୁ ଆଉ ଅଧିକ ସମୟ ଶୋଇବା ଆବଶ୍ୟକ । ପୁରୁଷମାନେ ୭ରୁ ୮ ଘଣ୍ଟା ଶୋଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ମାତ୍ର, ମହିଳାମାନେ ଏହାଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ କରନ୍ତି।

World Consumer Day 2024 bank costumers rights
World Consumer Day 2024: ବ୍ୟାଙ୍କ ସହ ଜଡ଼ିତ ପାଞ୍ଚ ଗ୍ରାହକ ଅଧିକାର; ଅବହେଳା ହେଲେ କରିପାରିବେ ଅଭିଯୋଗ

ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା। ଆଜିର ଯୁଗରେ ଯେତେବେଳେ କଳାବଜାରୀ ଏବଂ ନକଲି କାରବାର ବୃଦ୍ଧି ପାଉଛି, ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଗ୍ରାହକ ଅଧିକାର ବିଷୟରେ ଜାଣିବା ଜରୁରୀ। ଏହି ଅବସରରେ ଆସନ୍ତୁ ବ୍ୟାଙ୍କ ସହିତ ଜଡିତ କିଛି ଗ୍ରାହକ ଅଧିକାର ବିଷୟରେ ଜାଣିନେବା।

Electoral Bond
କେଉଁ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ?

ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI । 

Mamata Banerjee
ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

new election commissioners
୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ

ନିଯୁକ୍ତ ହେଲେ ୨ ନିର୍ବାଚନ କମିଶନର  । ୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ। ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ନୂଆ ନିର୍ବାଚନ କମିଶନର ।