• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Railway Waltair Division
Waltair Railway Division: ବଜାୟ ରହିବ ରେଲୱେର ୱାଲ୍‌ଟିୟର ଡିଭିଜନର ଗୋଟିଏ ଅଂଶ

ବଜାୟ ରହିବ ରେଲୱେର ୱାଲ୍‌ଟିୟର ଡିଭିଜନର ଗୋଟିଏ ଅଂଶ । ଏହାର ଅନ୍ୟ ଏକ ଅଂଶ ବିଶାଖାପାଟଣା ଡିଭିଜନ ନାଁରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୧୯ରେ ଏ ସମ୍ପର୍କୀତ କ୍ୟାବିନେଟ୍ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି ।

Repo Rate Cut
RBI Cuts Repo Rate: ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ବସ୍ତି, କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ

୫ ବର୍ଷ ପରେ ଖସିଲା ରେପୋ ରେଟ୍ । ଋଣଗ୍ରହୀତାଙ୍କୁ ମିଳିବ ରିହାତି । କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ । ନୂଆ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ମହଙ୍ଗା ପଡ଼ିଲା ଦାଦାଗିରି ।
Etawah MP Gunners Case: ରାଜନେତାଙ୍କ ନାଁ ନେଇ ବନ୍ଧୁକ ଦେଖାଇ ଟୋଲ ପ୍ଲାଜାରେ ଦାଦାଗିରି, ରୁଜୁ ହେଲା ମାମଲା

ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍‌ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ ।

Delhi Election Results 2025
Delhi Elections Results: ରାତି ପାହିଲେ ହେବ ହିସାବ ନିକାସ, କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ?

ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ ? ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି ।

Siddharth chopra neelam upadhyaya pre wedding priyanka chopra dance in sangeet ceremony
Priyanka Chopra: ଭାଇର ପ୍ରି-ୱେଡିଂରେ ଭାଉଜ ସହ ଜମେଇକି ନାଚିଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ନୀଲମ ଉପାଧ୍ୟାୟଙ୍କ ପ୍ରି-ୱେଡିଂ ସମାରୋହ ଚାଲିଛି। ଏହି ସମାରୋହରେରେ ଭାଉଜଙ୍କ ସହିତ ଜମେଇକି ନାଚୁଛନ୍ତି ଦେଶୀ ଗାର୍ଲ। ତାଙ୍କର ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହୋଇପଡିବେ।

ESIC Recruitment 2025 apply for 200 post
ESIC Recruitment 2025: ଲକ୍ଷାଧିକ ଦରମା ବାଲା ଚାକିରି ଖୋଜୁଛନ୍ତି କି... ଫଟାଫଟ କରନ୍ତୁ ଆବେଦନ

ESICରେ ଚାକିରି ସୁଯୋଗ। ଏନେଇ ESIC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Brave Woman Of Kerala
Brave Woman Rescues Husband: ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ କଳିଯୁଗର ସାବିତ୍ରୀ

କୂଅରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ବିପଦରେ ପକାଇଲେ ପତ୍ନୀ । ନିଜ ଜୀବନ କଥା ଚିନ୍ତା ନକରି କୂଅ ଭିତରେ ପଡ଼ିଯାଇଥିବା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଡେଇଁଲେ ପତ୍ନୀ ।

Hair
Lifestyle: ଚୁଟି ଉପୁଡ଼ିଛି କି? ନିଅନ୍ତୁ ନାହିଁ ଟେନସନ୍‌

ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।

man stabs colleagues
Man Stabs Colleagues: ମିଳିଲାନି ଛୁଟି, ୪ ଜଣଙ୍କୁ ଛୁରୀ ଭୁସିଦେଲେ କର୍ମଚାରୀ

ଛୁଟି ଦେବାକୁ ମନା କରିବାରୁ ଅଫିସରେ ୪ ଜଣଙ୍କୁ ଛୁରୀ ଭୁସିଦେଲେ ସରକାରୀ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

Naxal
Maoists Attack: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।

Badass ravi kumar tribute to people whom bollywood forgot
Himesh Reshammiya: ରିଲିଜ୍ ହୋଇଛି ରେଶମିଆଙ୍କ ଫିଲ୍ମ 'ବ୍ୟାଡେସ୍ ରବି କୁମାର'; ଦେଖିବା ପୂର୍ବରୁ ପଢନ୍ତୁ

ସଂଗୀତ ଦୁନିଆରୁ ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି ହିମେଶ ରେଶମିଆ। ଆଜି ତାଙ୍କର ଫିଲ୍ମ 'ବ୍ୟାଡେସ୍ ରବି କୁମାର' ରିଲିଜ୍ ହୋଇଛି। ଜାଣନ୍ତୁ କେମିତି ହୋଇଛି ଫିଲ୍ମ।

Monalisa
Monalisa Dance: ମିନି ସ୍କର୍ଟରେ ନାଚିଲେ ମୋନାଲିସା, ବିଶ୍ବାସ କରି ପାରିଲେନି ଫ୍ୟାନ

ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ।

pregnant woman assaulted
Pregnant Molested: ଟ୍ରେନରେ ଗର୍ଭବତୀଙ୍କୁ ଯୌନ ଶୋଷଣ, ଚିତ୍କାର କରିବାରୁ ଠେଲିଦେଲେ

ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ । ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ ।

sheikh ansar
Success Story: ଅଟୋ ଚାଳକର ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ

ସଫଳତାର ପ୍ରତିଶତ କମ ରହୁଥିବା ବେଳେ ଜଣେ ଅଟୋ ଚାଳକଙ୍କ ପୁଅ ଦେଶର ସର୍ବକନିଷ୍ଠ ଆଇଏଏସ ହେବାର ଗୌରବ ହାସଲ କରିଛନ୍ତି। ମହାରାଷ୍ଟ୍ରର ଅନସାର ଶେଖ ମାତ୍ର ୨୧ ବର୍ଷ ବୟସରେ ଇତିହାସ ରଚିବାରେ ସକ୍ଷମ ହୋଇଛନ୍ତି।

hanging body
Man Killed Wife: ଭିଡିଓ କଲ୍‌ରେ ଝୁଲୁଥିଲା ଶବ, ୪ ବର୍ଷର ଝିଅ କହିଲା- 'ମାଆକୁ ଟାଙ୍ଗିଦେଲେ ବାପା...'

୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।

Repo Rate
Repo Rate: କ’ଣ ଏହି ରେପୋ ରେଟ୍... ରେପୋ ହାର ହ୍ରାସ ହେଲେ କି ଲାଭ ପାଇବେ ମଧ୍ୟବିତ୍ତ ?

ପୂର୍ବରୁ, ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆୟକର ରିହାତି ଦେଇ ଖୁସି କରିଥିଲେ। ସରକାର ବଜେଟରେ ଘୋଷଣା କରିଥିଲେ ଯେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବ ନାହିଁ। ଆଉ ଏବେ ରେପୋ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

Fire
Maha kumbh Fire: ପ୍ରୟାଗରାଜ ମହାକୁମ୍ଭରେ ଭୟଙ୍କର ନିଆଁ; ଜଳିଗଲା ଟେଣ୍ଟ

ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।

ମହାଭାରତ କଥା
Mahabharat Story: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

କ'ଣ ପାଇଁ ମହାଦେବ ଶିବଙ୍କ ସହ ଅର୍ଜୁନଙ୍କ ଯୁଦ୍ଧ ହେଲା?  ଯୁଦ୍ଧ ପରେ ମହାଦେବ, ଅର୍ଜୁନଙ୍କୁ କୋଉ ବର ଦେଲେ?  କୃଷ୍ଣଙ୍କ ଆଗରେ ଅର୍ଜୁନ କାହିଁକି ଅସ୍ତ୍ର ଧରି ଠିଆ ହେଲେ? କେମିତି ପୁଣି ଅଟକିଲା କୃଷ୍ଣ ଅର୍ଜୁନଙ୍କ ଯୁଦ୍ଧ? ଏମିତି ମହାଭାରତର ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Repo Rate
Repo Rate: କମିଲା ରେପୋ ରେଟ୍; ଋଣ ଉପରେ କମିବ ସୁଧ ହାର

ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

Sonu sood
Sonu sood Warrant: ସୋନୁ ସୁଦଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ

ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।

‍ଭୟଙ୍କର ହତ୍ୟା
Suicide Note Before Killing: କଳାଯାଦୁର କଳାକାରନାମା… ମାରିବା ପୂର୍ବରୁ ଲେଖାଉଥିଲା ସୁଇସାଇଡ୍ ନୋଟ୍

ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

india
India Win: ଗିଲ, ଆୟର, ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସହଜ ବିଜୟ

ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା।

bill gates
Bill gates Dating: ଏହି ମହିଳାଙ୍କୁ ଡେଟ କରୁଛନ୍ତି ବିଲ ଗେଟ୍ସ, ଇଣ୍ଟରଭ୍ୟୁରେ ଦେଲେ ସୂଚନା

ବିଲିୟନାରୀ ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ମାଲିକ ବିଲ ଗେଟ୍ସ ନିଜର ପ୍ରେମିକା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ସର୍ବଦା ନିଜ ସମ୍ପର୍କକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିବା ବିଲ ଗେଟ୍ସ ପ୍ରଥମ ଥର ସମସ୍ତଙ୍କ ସହିତ ଏହି ଖବର ଶେୟାର କରିଛନ୍ତି।

US Deports Indians
US Deports Indians: ମାନବିକତା ଭୁଲିଗଲା ଟ୍ରମ୍ପ୍ ପ୍ରଶାସନ, ସଂସଦରେ ଘେରିଲେ ବିରୋଧି

ବିନା ପ୍ରମାଣପତ୍ରରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇବା ବେଳେ ଟ୍ରମ୍ପ୍ ପ୍ରଶାସନ ଭୁଲିଗଲା ମାନବିକତା ।

ପୁଣି ବିମାନ ଦୁର୍ଘଟଣା ।
Fighter Jet Crashes: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ

ପୁଣି ଥରେ ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି ।