ଗୀତା ଛୁଇଁ ଆମେରିକାର FBI ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ଜାଣନ୍ତୁ କିଏ ସେ ଏବଂ ଭାରତ ସହ ତାଙ୍କ ସମ୍ପର୍କ କ’ଣ...
ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।
ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଦୁର୍ବଳ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଇଂଲଣ୍ଡ ଟିମ୍ର ‘ବାଜ୍ବଲ୍’ ଦୃଷ୍ଟିକୋଣର ଅନ୍ତ ଘଟାଇବ? ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ‘ବାଜ୍ବଲ୍’ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । କ୍ରିକେଟ୍ ଜଗତରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନ ରହିବା, ଗାଁ ସହ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ ।
ପ୍ରତିବର୍ଷ ୨୨ ଫେବୃଆରୀରେ ସମସ୍ତ ଗର୍ଲ ସ୍କାଉଟ୍, ଗାର୍ଲ ଗାଇଡ୍ ଏବଂ ବିଶ୍ୱର ଅନ୍ୟ ବାଳିକା ଗୋଷ୍ଠୀ ଦ୍ୱାରା ‘ବିଶ୍ୱ ଚିନ୍ତନ ଦିବସ’ ପାଳନ କରାଯାଏ। ଆସନ୍ତୁ ଜାଣିବା ଏହାର ଇତିହାସ ଓ ଉଦ୍ଦେଶ୍ୟ କ’ଣ।
ଘରେ ବାତ୍ସ୍ତୁଦୋଷ ରହିଲେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡେ। ବାସ୍ତୁଦୋଷର ଲକ୍ଷଣ କ’ଣ ଏବଂ ଏହି ଦୋଷରୁ ରକ୍ଷା ପାଇବା ପାଇଁ କ’ଣ ପଦକ୍ଷେପ ନିଆଯିବା ଉଚିତ ତାହା କିପରି ଜାଣିବା। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି ।
୧୦୨୫ ଖ୍ରୀଷ୍ଟାବ୍ଦରେ ଗଜନୀର ମହମ୍ମଦ ଘୋରି ମନ୍ଦିରକୁ ଧ୍ୱଂସ କରି ଶିବଲିଙ୍ଗକୁ ଭଙ୍ଗ କରିଦେଇଥିଲେ। ଅଗ୍ନିହୋତ୍ରୀ ବ୍ରାହ୍ମଣମାନେ, ଏହି ପବିତ୍ର ପରମ୍ପରାର ରକ୍ଷକମାନେ, ମୌଳିକ ସୋମନାଥ ଲିଂଗର ଅବଶେଷଗୁଡ଼ିକୁ ରକ୍ଷା କରି, ଏହାକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଆସନ୍ତୁ ଜାଣିବା ଏହାର ପୂରା କାହାଣୀ।
ଅଭିଳାଷା କୋଟଓ୍ବାଲ ଓ ବିନାଲ ୱିଲିୟମଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଥିବା ଏକତାର ବାର୍ତ୍ତା ପାଇଁ ଏହାକୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ 'ଭାରତ ଯୋଡ ଯାତ୍ରା' ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବିବାହକୁ ଏମିତି ନାମକରଣ କରିଛନ୍ତି ।
ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।
ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…
ତେଲଙ୍ଗାନାରେ ଏକ ଅଜଣା ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ଘଟୁଛି। ଏହି ଅଜଣା ରୋଗର ଆତଙ୍କ ଖେଳି ଯାଇଥିବା ବେଳେ ମାତ୍ର ୩ ଦିନରେ ଅଢେଇ ହଜାର କୁକୁଡା ଛୁଆଙ୍କ ମୃତ୍ୟୁ ହୋଇଛି।
ସଲମାନ ଖାନ ଖୁବ ଶୀଘ୍ର ହଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିକାଲି ସେ ସାଉଦି ଆରବରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ଏହାରି ଭିତରେ ହଲିଉଡ୍ ଫିଲ୍ମର ସେଟ୍ରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ସୋସିଆଲ୍ ମିଡିଆରେ ମୋନାଲିସାଙ୍କ ଅଭିନୟ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ଭିଡିଓରେ ସେ ଦମଦାର୍ ଡାଏଲଗ୍ କହୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କ କରାମତି।
ସେଲଫି ବଦଳରେ ଦୋକାନୀକୁ ମାଗଣା ଦୋସା ମାଗିଲେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ । ଦୋକାନୀ କହିଲା- ମୋତେ ପଇସା ଦରକାର ।
ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ କୌଶଳକୁ ବିଶ୍ଳେଷଣ କରାଯିବ । ଆପଣଙ୍କୁ ମଲ୍ଟି-ଟାସ୍କିଂ କାମ ଦିଆଗଲେ ଆପଣ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଦେଖାଯିବ । ଏହାକୁ ବିଶ୍ଳେଷଣ କରିବା ପରେ ତୁମର ମୂଲ୍ୟାଙ୍କନ କରାଯିବ ।
ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।
ଆଜିଠୁ ତେର ବର୍ଷ ପରେ ଘଟିବାକୁ ଥିବା କୋଉ ଅଘଟଣ ବିଷୟରେ ଚେତେଇଦେଲେ ବ୍ୟାସଦେବ? ଇନ୍ଦ୍ରପ୍ରସ୍ଥରେ କାହିଁକି ଅପଦସ୍ଥ ହେଲେ ଦୁର୍ଯ୍ୟୋଧନ? କ'ଣ ପାଇଁ କୌରବ ଭାଇମାନଙ୍କୁ ବିଧବାର ପୁଅ କହିଲେ ଭୀମସେନ? ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ଏମିତି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୦ ହଜାର ୭ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ।
ଦିଲ୍ଲୀରେ ବିଜେପି ପାଇଁ ରେଖା ରଚିଲେ ନୂଆ ଇତିହାସ । ୨୭ ବର୍ଷ ପରେ କମଳ ଖେଳିଲା, ବିଜେପି ହାତକୁ ଶାସନ ଫେରିଲା । ଐତିହାସିକ ରାମଲୀଳା ମୈଦାନ... ବିକଶିତ ଦିଲ୍ଲୀ ଶପଥ ସମାରୋହ ନାଁରେ ଭବ୍ୟ ଉତ୍ସବ
ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ।
ଭିଡିଓ ଗୁଡିକ ବିଭିନ୍ନ ସୋସିଆଲ ମିଡିଆ ଓ ଟେଲିଗ୍ରାମ ଭଳି ଚ୍ୟାନେଲରେ ବିକ୍ରି ହେଉଛି। ମୁଖ୍ୟତଃ ଭିଡିଓର ଟିଜର ବା ଏକ ଛୋଟ କ୍ଲିପକୁ ଶେୟାର କରାଯାଉଛି। ଏହା ସହିତ ପୁରା ଭିଡିଓ ପାଇଁ ପଇସା ମଗାଯାଉଛି। ଭିଡିଓ ପାଇଁ ୧୯୦୦ରୁ ୩୦୦୦ ଟଙ୍କା ଦାବି କରାଯାଉଛି।
ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ୍ ଅର୍ଥଶାସ୍ତ୍ରୀ। ଏଥିସହ ସେ ଥିଲେ ଜଣେ ରାଜନୀତିଜ୍ଞ ଓ କୁଶଳ ରଣନୀତିକାର। ଶିକ୍ଷା ଓ ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ରଚନା କରିଥିଲେ ’ଚାଣକ୍ୟ ନୀତି’।