କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ବଲିଉଡର ନବ ବିବାହିତ ଦମ୍ପତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଏହି ଗିଫ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକି ଓ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।
ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।
ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି ବିଶ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ ।
ସାରା ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ କରୀନା କପୁର୍ ଓ ଅମ୍ରିତା ଅରୋରା କରୋନା ପଜିଟିଭ ଥିବାର ଶୁଣିବାକୁ ମିଳୁଛି ।
ହରନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଜିତିଲା ପରେ ଉତ୍ସବମୁଖର ହୋଇଉଠିଛି ସୋସିଆଲ୍ ମିଡିଆ। ଅଭିନନ୍ଦନରେ ପୋତିହୋଇ ପଡୁଛନ୍ତି ହର୍ନାଜ୍। ଆସନ୍ତୁ ଜାଣିବା କ’ଣ କୁହନ୍ତି ଲାରା ଦତ୍ତା ଓ ପ୍ରିୟଙ୍କା ଚୋପ୍ରା।
ଆପଣ ଅଷ୍ଟମ କିମ୍ବା ଦଶମ ପାସ୍ କରିଛନ୍ତି କି ? NCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।
ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ ଦିଗରେ କୋଉଁ କଠୋରୀ ରହିବା ଦରକାର । କଣ ଶୁଭ ଓ କୁଣ ଅଶୁଭ ।
ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ସେୟାର କରି ଲୋକଙ୍କୁ ପାଗଳ କରନ୍ତି ତ ପୁଣି କେତେବେଳେ ନିଜ ଭିଡିଓର ଯାଦୁରେ ମାୟା ରଚନ୍ତି। ଏବେ ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ପସନ୍ଦ ପାଲଟିଛି।
ଆଜି ସେହି ସହିଦଙ୍କୁ ଝୁରୁଛି ଦେଶ । ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି । ଆଉ ଏଥିରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ
ଭାରତର ହରନାଜ୍ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ଟାଇଟଲ୍ ନିଜ ନାଁରେ କରିନେଇଛନ୍ତି। କିନ୍ତୁ ଦିନେ ତାଙ୍କ ଶରୀର ଏତେ ପତଳା ଥିଲା ଯେ ଏନେଇ ସେ ଲଜ୍ଜିତ ହେଉଥିଲେ। ତେବେ ଏହି ଜାଗାରେ ପହଞ୍ଚିବା ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ବାସୁଦେବପୁର ମିରାକଲ ପବ୍ଲିକ ସ୍କୁଲର ୟୁକେଜିରେ ପଢ଼ନ୍ତି ଅନ୍ୱେଷା । ଛୋଟ ବେଳୁ ପ୍ରଖର ସ୍ମରଣ ଶକ୍ତି । ଯେଉଁ ବୟସର ପିଲାମାନେ ଅକ୍ଷର ଚିହ୍ନିବା ଆଉ ଲେଖିବା ଶିଖନ୍ତି ସେହି ବୟସରେ ଅନ୍ୱେଷା ରେକର୍ଡ କରି ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି ।
ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋଇଥିବା ଭିଡିଓ ରେକର୍ଡିଂକୁ ଯାଞ୍ଚ କରାଯିବ। ଗତ ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବିଶାଳ ସମାରୋହରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବେ ।
ନିର୍ବାଚନ ପୂର୍ବରୁ ତେରଛା ବାଣ ମାରିଲେ ସିଦ୍ଧୁ । ଲୋକଙ୍କ ସେବା କରିବି କହି ଟାର୍ଗେଟ କଲେ । ନିର୍ବାଚନରେ ବିଜୟ ହାସଲ ପାଇଁ କଦାପି “ଶୋ ପିସ୍’ ହୋଇ ପାରିବି ନାହିଁ ଏବଂ କ୍ଷମତାକୁ ଆସିବା ପାଇଁ ରାଜ୍ୟବାସୀଙ୍କୁ ମିଛ କହିପାରିବି ନାହିଁ ବୋଲି ସେ କହିଛନ୍ତି ।
ଏବେ ଚାଲିଛି ବିବାହର ଋତୁ । ଏବେ ସୁନା କିଣିବା ପାଇଁ ହେଉଛି ପ୍ରକୃଷ୍ଟ ସମୟ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୨୦ ଟଙ୍କା ରହିଥିବା ଜଣାଯାଇଛି ।
ଓମିକ୍ରନ୍କୁ ନେଇ ଷ୍ଟଡ଼ି କରିଥିବା ବୈଜ୍ଞାନିକମାନେ ନୂଆ ଖୁଲାସା କରିଛନ୍ତି । ନୂଆ ଭାରିଏଣ୍ଟ୍ର ଭୟାବହତା ସମ୍ପର୍କରେ ସତର୍କ କରିଛନ୍ତି
ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା ବାରମ୍ବାର ଗରମ ପାଣି ପିଇଲେ କଣ ହୁଏ ।
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୩ତାରିଖ, ସୋମବାର, ବିଛା୨୮ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ,ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।
ସୋସିଆଲ୍ ମିଡିଆରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରେମଜନିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଲାମାନଙ୍କ ସାମ୍ନାରେ ଶିକ୍ଷକ ଜଣକ ମହିଳା ଶିକ୍ଷକଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିବା ଭିଡିଓରେ ନଜର ଆସିଛି।
ପିଲାମାନେ ମା’ମାନଙ୍କ ଜୀବନ ହୋଇଥାନ୍ତି। ନିଜ ପିଲା ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। କିନ୍ତୁ ଏଠି ଏମିତି ଜଣେ ମା’ର କଥା କୁହାଯାଉଛି ଯିଏ ନିଜ ପୁଅକୁ କରୁଛି ଘୃଣା। କାରଣ ଜାଣିବାକୁ ପଢନ୍ତୁ।
ଆପଣ ଅନେକ ଜୀବଜନ୍ତୁ ପ୍ରେମୀ ଦେଖିଥିବେ। କିନ୍ତୁ ଏହି ବ୍ୟକ୍ତି ଏମିତି ଜଣେ ଜନ୍ତୁପ୍ରେମୀ ଯାହାଙ୍କୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟକ୍ତି ଜଣକ ନିଜ ଘରେ ୧ ହଜାର ମାଙ୍କଡସା ରଖିଛନ୍ତି।
ଶୀତ ଦିନେ ଜ୍ୟାକେଟ୍ ଏକ ଅତି ଦରକାରୀ ପୋଷାକ ହୋଇଯାଏ। ସମସ୍ତେ ଦେଖିଥିବେ ଯେ ଜ୍ୟାକେଟ୍ର ଦୁଇ କାନ୍ଧରେ ପଟି ଲାଗିଥାଏ। କିନ୍ତୁ ପ୍ରାୟ ଏହାର ଉଦ୍ଦେଶ୍ୟ ଜାଣି ନଥିବେ। ଜାଣିବା ପାଇଁ ପଢନ୍ତୁ।
ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନ୍ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।