/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639393939.jpg)
NCL Recruitment
ନଦର୍ଣ୍ଣ କୋଲଫିଲ୍ଡ ଲିମିଟେଡ ବା (NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ୍ nclcil.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।
Advertisment
NCL ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ଖାଲିପଡିଥିବା ପଦବୀରେ ୮ମ ଏବଂ ୧୦ମ ପାସ୍ କରିଥିବା ପ୍ରାର୍ଥୀ ଏହି ଚାକିରି ପାଇଁ ଆବେଦନ କରିପାରିବେ।
ମୋଟ୍ ପଦବୀ ବିବରଣୀ: ୧୨୯୫ ,ୱେଲ୍ଡର ପାଇଁ ୮୮ଟି ପଦବୀ,ଇଲେକ୍ଟ୍ରିସିଆନ ପାଇଁ ୪୩୦ଟି ପଦବୀ ମୋଟର ମେକାନିକ ପଦବୀ ପାଇଁ ୯୨ଟି ପଦବୀ,ଫିଟର ପାଇଁ ୬୮୫ଟି ପଦବୀ ରହିଛି। ଏହାଛଡ଼ା ସାଧାରଣ ବର୍ଗ ପାଇଁ ୬୩୮ ସିଟ୍, ଓବିସି ପାଇଁ ୧୯୯, ଅନୁସୂଚିତ ଜାତି ପାଇଁ ୧୮୧, ଅନୁସୂଚିତ ଜନଜାତି ପାଇଁ ୨୭୭ ସିଟ୍ ରହିଛି।
Advertisment
NCL RecruitmentAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)