ବେଳେବେଳେ ପଶୁମାନେ ବି ଏମିତି କାମ କରନ୍ତି ଯାହା ମଣିଷଠାରୁ ବି ଆଶା କରାଯାଏ ନାହିଁ। ଏମାନେ ଅନେକ ସମୟରେ ମୂଲ୍ୟବାନ ଜୀବନକୁ ବି ବଞ୍ଚେଇ ଦିଅନ୍ତି। ସେମାନଙ୍କ ଏଭଳି କାମ ତାଙ୍କୁ ପଶୁଠାରୁ ଉର୍ଦ୍ଧ୍ୱକୁ ନେଇଯାଏ।
ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ କନ୍ୟାଟି ବର ଆଗରେ ଅଶ୍ଳୀଳ ଭାବେ ନାଚୁଥିବାର ନଜର ଆସୁଛି। କନ୍ୟା ଯେତେବେଳେ ବର ସାମ୍ନାରେ ନାଚୁଥିଲେ ସେତେବେଳେ ଅତିଥିମାନେ ମଧ୍ୟ ଏହାକୁ ଦେଖୁଥିଲେ। କିନ୍ତୁ ସୋସିଆଲ୍ ମିଡିଆରେ କନ୍ୟାକୁ ନିନ୍ଦା କରାଯାଇଛି।
୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।
ମିସ୍ ୟୁନିଭର୍ସ ଟାଇଟଲ ହାତେଇବାରେ ୩ୟ ଭାରତୀୟ ଭାବେ ହରନାଜ୍ ସାନ୍ଧୁ ଏବେ ଖୁବ୍ ଚର୍ଚ୍ଚାରେ। ଆଜିଯାଏ ଆନ୍ତର୍ଜାତୀୟ ସୁନ୍ଦରୀ କ୍ଷେତ୍ରରେ ୧୦ଜଣ ଭାରତୀୟ ଭାରତର ନାମକୁ ଚମକେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ ।
୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି।
ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।
ନକଲି ଭୋଟରଙ୍କୁ ଧରିବା ପାଇଁ ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ । କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୬ ତାରିଖ, ଗୁରୁବାର, ଧନୁ୧ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ….
ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।
ସମୁଦ୍ରରୁ ମାଛ ଧରୁଥିଲେ, ତାକୁ ବଜାରରେ ବିକ୍ରି କରି ଚଳୁଥିଲେ ମହିଳା। ଦିନେ ହଠାତ ତାଙ୍କ ହାତରେ ଏମିତି ଜିନିଷ ପଡିଲା, ଯାହା ତାଙ୍କୁ କରିଦେଲା କୋଟିପତି।
ଯିଏ ଯାହାକୁ ଖାଏ, ସିଏ କ’ଣ କେବେ ତାଙ୍କୁ ପ୍ରେମ କରିପାରେ! କିନ୍ତୁ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏଠି ଦେଖିବାକୁ ମିଳୁଛି ଯେ ଏକ ବିଲେଇ ଗୋଟିଏ ପାରାକୁ ପ୍ରେମ କରୁଛି ଆଉ ତାକୁ ଚୁମ୍ବନ ଦେଉଛି।
ଈଶ୍ୱର ଦେଇ ନାହାନ୍ତି ଆଖି, କିନ୍ତୁ ଦେଇଛନ୍ତି ମନବଳ। ଦୁନିଆ ସିନା ଦେଖି ପାରୁ ନାହାନ୍ତି ନିଜ ଆଖିରେ କିନ୍ତୁ ଦୁନିଆକୁ କ୍ୟାମେରାରେ ରଖିବାରେ ସେ ମାଷ୍ଟର। ତାଙ୍କର ଏହି ଇଛାଶକ୍ତି ତାଙ୍କୁ ଆଜି କରିଛି ପ୍ରଥମ ଦୃଷ୍ଟିହୀନ ମହିଳା ଫଟୋଗ୍ରାଫର୍।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ସମସ୍ତଙ୍କ ମନ କିଣୁଛି। ଏହି ଭିଡିଓରେ ରେଣ୍ଟୁରାଣ୍ଟ ଭିତରେ ସଫେଇ କରୁଥିବା ବେଳେ ଜଣେ ମହିଳା କର୍ମଚାରୀ ନାଚୁଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।
କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ବିଭିନ୍ନ କାର୍ଯ୍ୟ କରିବା ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ ବାସ୍ତୁ ନିୟମ ...
ଆରଟିସି ଏବଂ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ବସ୍ କଣ୍ଡକ୍ଟରଙ୍କ ସହ ଅନ୍ୟ କିଛି ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆଘାତ ପାଇଛନ୍ତି । ଏହି ବସ୍ରେ ୪୫ ଜଣ ଯାତ୍ରୀ ଏବଂ ଦୁଇଜଣ ବସ୍ କର୍ମଚାରୀ ଥିଲେ ।
ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୨୧୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ସେହିପରି ରୁପା ମୂଲ୍ୟ ଆଜି ବି କମିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୧, ୫୦୦ ଟଙ୍କା ହୋଇଛି ।
ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ ।