• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Television actress gets popularity from mythological characters
ପୌରାଣିକ କାହାଣୀରୁ ନାମ କମେଇଛନ୍ତି ଏହି ୫ ଅଭିନେତ୍ରୀ; ଘରେ ଘରେ ଏବେ ଦେବୀ

ଆଜିକାଲି ଟିଭି ଦୁନିଆ ମଧ୍ୟ କମ୍‌ରେ ନାହିଁ। ଏ ଦୁନିଆରେ ବି କାମ କରି ଅନେକ ବ୍ୟକ୍ତି ନାମ କମେଇ ପାରିଛନ୍ତି। ସେମାନେ ମଧ୍ୟ ଟିଭି କଳାକାରମାନଙ୍କୁ ଟକ୍କର ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ବିଷୟରେ।

UP Election 2022
ପଞ୍ଜାବ ପରେ କେଜ୍ରିୱାଲଙ୍କ ମିଶନ ୟୁପି ! ଯୋଗୀଙ୍କ ଗଡ଼ ଗୋରଖପୁର ଯାଇ କରିବେ ପ୍ରଚାର

ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ ।

Job patanjali jobs 2022 application invited for thousands of vacancies across country for graduates
ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଶୀଘ୍ର ହିଁ ଆବେଦନ କରନ୍ତୁ...

ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସିଖବର । ଏଣିକି ପତଞ୍ଜଳିରେ ମିଳିବ ଚାକିରି ସୁଯୋଗ। ଶୀଘ୍ର ହିଁ ଆବେଦନ କରନ୍ତୁ...

girl-wearing-a-sari-showed
ଶାଢ଼ୀ ପିନ୍ଧି ବଡି ଦେଖାଇଲେ ମହିଳା, ସୁପ୍ରିତିଙ୍କ ସାମ୍ନାରେ ପିଲାମାନେ ବି ଫିକା

ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି

Minister Mekapati Goutham Reddy Dies
ପରଲୋକରେ ଆନ୍ଧ୍ରର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ

ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍‌ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।

assam
ରେଜା ଟଙ୍କା ନେଇ ସୋରୁମ୍‌ ପହଞ୍ଚିଲେ ଯୁବକ : ଗାଡ଼ି ବିକିବେ କ’ଣ, ଗଣି ଗଣି ଥକିଗଲେ କର୍ମଚାରୀ

ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍‌କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ

Hijab row
‘ବୁର୍ଖା କିମ୍ବା ହିଜାବ ପିନ୍ଧନି ’! ମା’, ଝିଅକୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

blood slave
ଚାକିରି ବାହାନାରେ ଡାକି କିଡନାପ୍ : ବନ୍ଧକ ରଖି ପ୍ରତିମାସ ଯୁବକଙ୍କ ଠାରୁ ରକ୍ତ ନେଉଥିଲେ ମାନବଚାଲାଣକାରୀ ଗ୍ୟାଙ୍ଗ୍

ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ 'ଲି' । ଲିଙ୍କୁ କିଡନାପ୍ କରିବା ପରେ ତାଙ୍କ ଦେହରୁ ରକ୍ତ ଟାଣି ଅନଲାଇନରେ କିଛି ବ୍ୟକ୍ତିଗତ ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

Five-year jail term for criticising Army, judiciary
ଏଣିକି ସେନା ବିରୁଦ୍ଧରେ ମୁହଁ ଖୋଲିଲେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ !

ପାରିତ ହେଲା ନୂଆ ବିଲ୍‌ । ସେନା ବିରୁଦ୍ଧରେ କିଛି କହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଦିଆଯାବ ।

Woman Constable Dead Body Found
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ, ବିବାହିତା ଥାଇ ମଧ୍ୟ ଅନ୍ୟ ଜଣଙ୍କ ସହ ରିଲେସନଶିପ୍‌ରେ ଥିଲେ...

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

144-in-shivamogga
ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ଉତ୍ତେଜନା : ୧୪୪ ଧାରା ଲାଗୁ, ସ୍କୁଲ ଓ କଲେଜ ବନ୍ଦ

ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି

modi
କର୍ମୀଙ୍କ ପାଦ ଛୁଇଁଲେ ମୋଦି : ଭାଇରାଲ୍ ହେଲା ଭିଡିଓ

ମୋଦି ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।

Ukraine Crisis
ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Daily Horoscope 21 Feb 2022
Daily Horoscope 21 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

8 Tips to increse concentration
ଏହି ୮ଟି ଉପାୟ ଆପଣଙ୍କ ଏକାଗ୍ରତା ବଢ଼ାଇବ

ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।

Experiments on dead bodies to make them alive
ମାନବ ପାଇଁ ଖୁସି ଖବର; ମୃତ ବ୍ୟକ୍ତି ଜୀବିତ ହେବ

ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।

First digital beggar story goes viral on social media
ମାର୍କେଟକୁ ଆସିଲେ ଡିଜିଟାଲ ଭିକାରୀ

ମାର୍କେଟ୍‌ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।

Saptahik horoscope 21 to 27 february 2022
ଜାଣନ୍ତୁ ଆପଣଙ୍କ ଭାଗ୍ୟ ୨୧ରୁ ୨୭

ସାପ୍ତାହିକ ରାଶିଫଳରେ ଫେବୃଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଆପଣଙ୍କ ଜୀବନର ବିଭିନ୍ନ ଦିଗ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କ’ଣ ଅଛି।

Suryakumar Yadav punches
ଟି-ଟ୍ୱେଣ୍ଟିରେ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।

 smuggling gold
ଚୁଟି ଭିତରେ ଥିଲା ୪୫ ଲକ୍ଷ ଟଙ୍କାର ସୁନା

ଘଟଣାରେ ୮୮୪ ଗ୍ରାମ୍‌ରୁ ଅଧିକ ଓଜନର ସୁନା ଜବତ ହୋଇଛି।

India V/s West Indies
ସୂର୍ଯ୍ୟ କୁମାରଙ୍କ ଧୁଆଁଧାର ବ୍ୟାଟିଂ, ଭଲ ସ୍ଥିତିରେ ଭାରତ

କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।

Russia vs Ukraine
ଋଷ-ୟୁକ୍ରେନ୍‌ ବିବାଦ ତେଜୁଛି, ସୁନା ଦର ବଢ଼ୁଛି ! ଆଗକୁ ତେଲ ଦର ବି ବଢ଼ିବ..

ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ ।

Russia-Ukraine conflict
ଶୀଘ୍ର ୟୁକ୍ରେନ ଛାଡିବାକୁ ଭାରତୀୟ ଛାତ୍ରଙ୍କୁ ପରାମର୍ଶ, ଜାରି ହେଲା ଆଡଭାଇଜରି

ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।

Deepika Padukone made a big disclosure about gehraiyan
‘ଗହରାଇୟାଁ’ରେ ତାଙ୍କ ଚରିତ୍ରକୁ ନେଇ ସହମତ ନୁହନ୍ତି ଦୀପିକା

ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଫିଲ୍ମକୁ ନେଇ ହୋଇଥିବା ସମସ୍ତ ସମୀକ୍ଷା ବହୁତ ସକାରାତ୍ମକ ହୋଇଛି। କିନ୍ତୁ ଦୀପିକା ତାଙ୍କ ଚରିତ୍ରର କିଛି ବିଚାରକୁ ନେଇ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି।

 BECIL Recruitment 2022: Fresh Vacancies AnnouncedClass 12 Pass Out Can Apply
ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏହି ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି,ମାସକୁ ଦରମା ୨୫ ହଜାର

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ ଫର୍ମ ଦାଖଲ କରିପାରିବେ ।