ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍ ବାହାରିବ ବୋଲି ଜଣାପଡ଼ିଛି।
Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ରୈନା ନିଜ ଦୁଃଖ ବଖାଣିଛନ୍ତି ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
ପେଟ୍ରୋଲ୍-ଡିଜେଲ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ଏଥି ପାଇଁ ଆପଣ ଇ-ଗାଡ଼ି କିଣିବାକୁ ଚାହୁଁଥିଲେ ଆଜି ହିଁ ମାତ୍ର ୧୦ ହଜାର ଦେଇ ବୁକିଂ କରନ୍ତୁ ଏହି ଇ-କାର୍। ଦୁନିଆରେ ଏହାଠାରୁ ଶସ୍ତା ଇ-କାର୍ ଆଉ କେଉଁଠି ମିଳିବ ନାହିଁ...
ଆୟସିଙ୍କ ହାତରେ ଏୟାର ଇଣ୍ଡିଆ । ଏପ୍ରିଲ ୧ରୁ ଦାୟିତ୍ଵ ସମ୍ଭାଳିବେ ଏହି ବ୍ୟକ୍ତି। କିଏ ସେହି ଆୟସି। କେଉଁଠି ସେ କଣ କରୁଥିଲେ। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣନ୍ତୁ ପୂରା ଘଟଣା।
ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥିଲେ
ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।
ହ୍ୱାଟ୍ଆପ୍ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍ଆପ୍ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍ଆପ୍ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ପକ୍ଷରୁ ଭୁବନେଶ୍ୱର ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ପ୍ରୋଜେକ୍ଟ ଟେକ୍ନିସିଆନ ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି ।
କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି?
ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…
କୁହାଯାଏ ଯିଏ ଅନ୍ୟର ମଙ୍ଗଳ କରେ ତା’ ମଙ୍ଗଳ ଭଗବାନ କରନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି। ଏହି ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚେଇବା ନେଇ ନିଜ କିଡ୍ନୀ ଦାନ କରିଦେଲେ। କିନ୍ତୁ ପ୍ରତି ବଦଳରେ ଡାକ୍ତରଖାନା ତରଫରୁ ତାଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କାର ବିଲ୍।
ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା ଶର୍ମା। ୫ ଥର UPSC ପରୀକ୍ଷାରେ ଫେଲ୍ ହୋଇ ମଧ୍ୟ ଭାଙ୍ଗିଦେଇ ନଥିଲେ ନିଜର ସ୍ୱପ୍ନ। ନିଜର ଏହି ଇଛାଶକ୍ତି ତାଙ୍କୁ ଶେଷରେ ଦେଲା ସଫଳତା। ବନିଗଲେ IAS ଅଧିକାରୀ।
ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୭ ତାରିଖ, ଗୁରୁବାର, କୁମ୍ଭ ୫ ଦିନ, କୃଷ୍ଣ ପକ୍ଷ ପ୍ରତିପଦ ତିଥି, ମଘା ନକ୍ଷତ୍ର,ଜାଣନ୍ତୁ ଆଜିର ରାଶିଫଳ...
କରୋନା ଭାଇରସ କବଳରୁ ରକ୍ଷା ପାଇବା ନେଇ ଚାଲିଛି ଅନେକ ଗବେଷଣା। ଏହାରି ଭିତରେ ଏମିତି ଏକ ତଥ୍ୟ ଆସିଛି ଯାଗା ସମସ୍ତଙ୍କୁ ଚକିତ କରିବା ଭଳି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରେଡ୍ ୱାଇନ୍ ଦୂର କରିବ କୋଭିଡ୍ ଆଶଙ୍କା।
ବଲିଉଡ୍ର କିମ୍ବଦନ୍ତୀ ସଂଗୀତକାର ବପ୍ପି ଲାହିରି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ନେଇ ଆଜି ଶୋକରେ ବାସିଯାଇଛି ବଲିଉଡ୍ ଦୁନିଆ। ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ତାଙ୍କ ମୃତ୍ୟୁର କାରଣ ହୋଇଥିବା କୁହାଯାଉଥିବା ବେଳେ କ’ଣ ଏହି ସମସ୍ୟା ଆସନ୍ତୁ ଜାଣିବା?
ବ୍ରାଜିଲରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।
ରିଲିଜ୍ ହେବାକୁ ଯାଉଛି KGF2। ଏବେ ଭୟରେ ସବୁ ନିର୍ମାତା। ସାଉଥ୍ ଠାରୁ ଆରମ୍ଭ କରି ହିନ୍ଦି ଯାଏଁ କୌଣସି ବି ଷ୍ଟାର୍ କିମ୍ବା ପ୍ରଯୋଜନା ସଂସ୍ଥା ନିଜ ସିନେମାକୁ ୧୪ ଏପ୍ରିଲରେ ରିଲିଜ୍ କରାଇବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି। କାହିଁକି ଏତେ ଭୟ!
ସ୍ୱଦେହରୁ ଆମ ଗହଣରୁ ବିଦାୟ ନେଇଛନ୍ତି ସଂଗୀତର ବାଦଶାହା ବାପି ଲାହିରି। କିନ୍ତୁ ବଲିଉଡ୍କୁ ସେ ଯେଉଁ ଉପହାର ଦେଇଯାଇଛନ୍ତି ତାକୁ କେହି ବି ଭୁଲିପାରିବେ ନାହିଁ। ତାଙ୍କ ଅବଦାନ ନେଇ ସେ ଚିରସ୍ମରଣୀୟ ହୋଇ ରହିବେ। ତେବେ ଆସନ୍ତୁ ନଜର ପକେଇବା ତାଙ୍କ ଜୀବନୀ ଉପରେ।
ଆଶ୍ଚର୍ଯ୍ୟ କରୁଛି ବୁଢିମା’ଙ୍କ ଇଂରାଜୀ। ୮୦ ବର୍ଷରେ ପହଞ୍ଚି ଥିଲେ ବି ତାଙ୍କର ସ୍ପଷ୍ଟ ଇଂରାଜୀ ଅନେକ ଯୁବକଙ୍କୁ ବି ପଛରେ ପକେଇଦେବ। ସୋସିଆଲ୍ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।
ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି କିଶୋରାବସ୍ଥା। ଯଦି ଆପଣଙ୍କର ପିଲାମାନେ କିଶୋରାବସ୍ଥା ଦେଇ ଗତି କରୁଛନ୍ତି ତେବେ ସେମାନଙ୍କ ଖାଦ୍ୟାଭ୍ୟାସକୁ ଆପଣ କିପରି ଶୃଙ୍ଖଳିତ ଓ ସୁସ୍ଥ କରିପାରିବେ ତାହା ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ କେତେକ ଟିପ୍ସ ଉପରେ ନଜର ପକେଇବା।