ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।
ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି
ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍ ଡାଉନ୍ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।
ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।
ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।
୨୦୨୨ ମସିହା, ଫେବୃୟାରୀ ମାସ ୨୪ ତାରିଖ, ଗୁରୁବାର, କୁମ୍ଭ୧୨ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....
ଫିଲ୍ମ ରିଲିଜ୍ର ଦିନକ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ।
ସାଟେଲାଇଟ୍ ଇମେଜ୍ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା ।
କର୍ତ୍ତୃପକ୍ଷ ପରୀକ୍ଷା ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତୁ ବୋଲି କହିବା ସହ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଏଥିସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ଯେ, ଏଭଳି ଜନସ୍ୱାର୍ଥ ମାମଲା କରାଯିବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି ।
ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି । ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି, ଆବଶ୍ୟକ ହେଲେ ଆଉ ୩୦ ଦିନ ପାଇଁ ଏହା ବୃଦ୍ଧି ହୋଇପାରେ ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।
କେନ୍ଦ୍ର ମନ୍ତ୍ରଣାଳୟରେ ଚାକିରି ସୁଯୋଗ । SSC ଦ୍ୱାରା ଆୟୋଜିତ ହେବାକୁ ଥିବା Combined Higher Secondary (10 + 2) ସ୍ତରୀୟ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଟିୟର୍ -୧ ପରୀକ୍ଷା ହେବ ।
ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍ରେ ତାଲା ପଡ଼ିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍ରେ ତ ଭୋଟ ବାକ୍ସ ରହିଲା ।
ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।
ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।
ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ରୁଷ ପୂର୍ବାପେକ୍ଷା ସୀମାରେ ଆହୁରି ଅଧିକ ଯୁଦ୍ଧାସ୍ତ୍ର, ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରିବା ଆରମ୍ଭ କରିଛି ।
ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି ।
ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।
ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍ ସ୍କିମ୍। ୧୫ ହଜାରରୁ ଅଧିକ ଦରମା ପାଉଥିବା ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ...
ହିଜାବ ଝଡ଼ ପରେ ଏବେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାକୁ ନେଇ କର୍ଣ୍ଣାଟକରେ ବଢ଼ୁଛି ଟେନସନ୍ । ଶିବମୋଗାରେ ଉତ୍ତେଜନା ପରେ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା । ଶୂନଶାନ୍ ରାସ୍ତାଘାଟ ।