ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି।
୨୦୨୨ ମସିହା, ଫେବୃୟାରୀ ମାସ ୨୭ ତାରିଖ, ରବିବାର, କୁମ୍ଭ୧୫ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ଏକାଦଶୀତିଥି, ପୂର୍ବାଷାଢା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ୟୁକ୍ରେନ୍ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ। ହାତରେ ଅଛି ଏକ ବ୍ୟାଗ। ତେବେ ତାଙ୍କ ବ୍ୟାଗ୍ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।
ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ କମ୍ପ ଆସିବା ପରି ସାମାନ୍ୟ ସମସ୍ୟା ସବୁ ଦେଖାଯିବା ଛଡା ଅନେକ ଜଟିଳ, ସା°ଘାତିକ ଓ ପ୍ରାଣଘାତୀ ସମସ୍ୟା ବି ଦେଖାଯାଏ।
ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ ।
କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ ।
ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।
ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି ।
ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।
ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।
ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା
ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।
ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।
ସଚିନ ତେନ୍ଦୁଲକରଙ୍କ ଫଟୋକୁ ଦୁରୁପୋଯୋଗ କରାଯାଉଥିବା ସେ କହିଛନ୍ତି। ସେ କେତେ ମଦ, ତମାଖୁ କିମ୍ବା ଜୁଆକୁ ସମର୍ଥନ କରିନାହାନ୍ତି ବୋଲି କହିବା ସହ ଯିଏ ତାଙ୍କ ଫଟୋକୁ ବିଜ୍ଞାପନରେ ବ୍ୟବହାର କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଖାଲି ପଡିଛି ୯୫୦ ପଦବୀ । ଏଥିପାଇଁ ଆରବିଆଇ ପକ୍ଷରୁ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।
ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି।
ଋଷ୍-ୟୁକ୍ରେନ୍ ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ପରମାଣୁ ବୋମା ମଧ୍ୟ ବ୍ୟବହାର କରିବେ। ଯଦି କୌଣସି ଦେଶରେ ପରମାଣୁ ଆକ୍ରମଣ ହୋଇଯାଏ, ତେବେ କିପରି ନିଜକୁ ରକ୍ଷା କରିପାରିବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।
କାଚ୍ଚା ବାଦାମ ହେଉ କି ଭାଜା ବାଦାମ। ଆଉ ବାଦାମ ବିକିବେନି ଭୁବନ ବାଦ୍ୟକର। ସବୁଦିନ ପାଇଁ ବାଦାମ ବିକିବା ବନ୍ଦ କରି ଦେଇଛନ୍ତି ଭୁବନ। ମାତ୍ର ଗୋଟିଏ ଭୟ ପାଇଁ ଏମିତି କଠୋର ନିଷ୍ପତ୍ତି ନେବାକୁ ଭୁବନ ବାଧ୍ୟ ହୋଇଛନ୍ତି । କଣ ସେହି ଭୟ। କାହା ପାଇଁ ଏମିତି ପଦକ୍ଷେପ। ସେହି ଅଜଣା ଭୟ ବିଷୟରେ ଜାଣନ୍ତୁ ।
ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।
ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
୨୦୨୨ ମସିହା, ଫେବୃୟାରୀ ମାସ ୨୬ ତାରିଖ, ଶନିବାର, କୁମ୍ଭ୧୪ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଦଶମୀତିଥି, ମୂଳାନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଋଷ୍ ଓ ୟୁକ୍ରେନ ଯୁଦ୍ଧ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭାବପ୍ରବଣ ଅଟେ। ଭିଡିଓରେ, ୟୁକ୍ରେନ୍ ସୈନିକମାନେ ଯୁଦ୍ଧକୁ ଯିବା ପୂର୍ବରୁ ନିଜ ନିଜ ପତ୍ନୀଙ୍କୁ ପ୍ରେମ ବାଣ୍ଟୁଥିବାର ନଜର ଆସିଛନ୍ତି।
ଋଷ୍ ୟୁକ୍ରେନ୍ ଅଞ୍ଚଳରେ ପ୍ରବେଶ କରି ସାମରିକ ଆକ୍ରମଣ କରିଛି। ଏହି ପରିସ୍ଥିତିରେ ଯଦି ଋଷ ଓ ୟୁକ୍ରେନର ସାମରିକ ଶକ୍ତିକୁ ତୁଳନା କରାଯାଏ ତେବେ ଋଷ୍ର ସେନା ଆଗରେ ୟୁକ୍ରେନ୍ର ଶକ୍ତି କିଛି ନୁହେଁ। ତେବେ ଋଷ୍ କିପରି ଏଭଳି ଏକେ ଶକ୍ତିଶାଳୀ ସେନା ଗଢିବାରେ ସଫଳ ହେଲା ଆସନ୍ତୁ ଜାଣିବା।