• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଲେମ୍ବୁରସ ଚର୍ମରେ ଚମକ ଆଣିଥାଏ 

ଲେମ୍ବୁରସ ଆମର ଇମ୍ୟୁନିଟି ବଢାଇବା ସହିତ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ଶରୀରର PH ଲେବୁଲ କୁ ମଧ୍ୟ ଠିକ ରଖେ । ଲେମ୍ବୁରେ ସାଇଟରିକ ଏସିଡ ରହିଥିବା କାରଣରୁ ଭିଟାମିନ ସି ରେ ଭରପୁର ରହିଥାଏ । ପ୍ରତିଦିନ ଲେମ୍ବୁରସ ଖାଇବା ଓ ଶୋଇବା ପୂର୍ବରୁ ଅଧଚାମଚ ପିଇବା ଦ୍ୱାରା ଶ୍ୱାସ ରୋଗରୁ ଆରାମ ମିଳିଥାଏ । ଯଦି ଆପଣ କୌଣସି ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି ତେବେ ପ୍ରତିଦିନ ଲେମ୍ବୁରସ ସେବନ କରନ୍ତୁ । ଲେମ୍ବୁ ରେ ଇମ୍ୟୁନିଟି ବଢାଇବାର ଗୁଣ ରହିଛି । ଆମେ ଯଦି ପ୍ରତିଦିନ ଦୁଇ ପାଖୁଡା ରସୁଣ ସହିତ ଲେମ୍ବୁରସ ଦିନକୁ ୪ ରୁ ୫ ଥର ସେବନ କରିବା ତେବେ କାଶ, କଫ ଓ ଥଣ୍ଡା ଜନିତ ସମସ୍ୟା ଦୂର ହେବ ।

  • ଲେମ୍ବୁରସ ଚର୍ମରେ ଚମକ ଆଣିଥାଏ । ବ୍ରଣ , କଳାଦାଗ ରେ ଲେମ୍ବୁରସ ଲଗାଇବା ଦ୍ୱାରା ତ୍ୱଚା ଜନିତ ବିଭିନ ସମସ୍ୟା ଦୂର ହୋଇଥାଏ । ତା ସହିତ ଲେମ୍ବୁରସ ତ୍ୱଚାକୁ ଡିଟକ୍ସ କରି ସତେଜ ରଖିଥାଏ ।
  • ରକ୍ତ ସଫା କରିଥାଏ ଲେମ୍ବୁ । ସେଥିପାଇଁ ଲେମ୍ବୁକୁ ରକ୍ତ ବିଶୋଧାନା କାରି ମଧ୍ୟ କୁହାଯାଇଥାଏ । ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଗୋଟିଏ କପ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ରକ୍ତ ମଧ୍ୟ ସଂକ୍ରମଣରୁ ରକ୍ଷା ପାଇଥାଏ ।
  • ଲେମ୍ବୁରସରେ ପୋଟାସିୟମ ରହିଥିବା କାରଣରୁ କିଡ୍ନୀ ରେ ଷ୍ଟୋନ ହେବାକୁ ଦେଇ ନଥାଏ । ତେଣୁ ନିୟମିତ ଲେମ୍ବୁ ଖାଇବା ଦ୍ୱାରା କିଡନୀ ସୁରକ୍ଷିତ ରହିଥାଏ । ଗଲ ବ୍ଲାଡର ସମସ୍ୟା ମଧ୍ୟ ଲେମ୍ବୁ ରସରେ ଦୂର ହୁଏ ।
  • ଲେମ୍ବୁ ରସରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଥିବା କାରଣରୁ ଏହା ଆମକୁ ହୃଦୟ ରୋଗରୁ ରକ୍ଷା କରିଥାଏ । ଯଦି ରକ୍ତଚାପ ଉଚ ରହୁଛି ତେବେ ଲେମ୍ବୁ ରସ ମଧ୍ୟ ଏଥିରୁ ରକ୍ଷା କରିବ ।
  • ଲେମ୍ବୁ ରସ ଶରୀର ପାଇଁ ଖୁବ ଉପଯୋଗୀ ଅଟେ । ଗବେଷଣା ଅନୁସାରେ ଜଣା ପଡିଛି ଯେ ଲେମ୍ବୁରସରେ ଏପରି କିଛି ଗୁଣ ଯାହା ଆମକୁ ବିଭିନ ସଂକ୍ରମଣରୁ ରକ୍ଷା କରିବା ସହିତ ବିଶେଷ କରି ବର୍ଷା ଋତୁରେ ବିଭିନ ସଂକ୍ରମଣରୁ ରକ୍ଷା କରିଥାଏ । ଆମର ଇମ୍ୟୁନିଟି ବଢାଇବା ସହିତ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ଶରୀରର PH ଲେବୁଲକୁ ମଧ୍ୟ ଠିକ ରଖେ । ଲେମ୍ବୁରେ ସାଇଟରିକ ଏସିଡ ରହିଥିବା କାରଣରୁ ଭିଟାମିନ-ସିରେ ଭରପୁର ରହିଥାଏ ।
  • ପ୍ରତିଦିନ ଲେମ୍ବୁରସ ଖାଇବା ଓ ଶୋଇବା ପୂର୍ବରୁ ଅଧଚାମଚ ପିଇବା ଦ୍ୱାରା ଶ୍ୱାସ ରୋଗରୁ ଆରାମ ମିଳିଥାଏ । ଯଦି ଆପଣ କୌଣସି ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି ତେବେ ପ୍ରତିଦିନ ଲେମ୍ବୁରସ ସେବନ କରନ୍ତୁ । ଲେମ୍ବୁରେ ଇମ୍ୟୁନିଟି ବଢାଇବାର ଗୁଣ ରହିଛି । ଆମେ ଯଦି ପ୍ରତିଦିନ ଦୁଇ ପାଖୁଡା ରସୁଣ ସହିତ ଲେମ୍ବୁରସ ଦିନକୁ ୪ ରୁ ୫ ଥର ସେବନ କରିବା ତେବେ କାଶ,କଫ ଓ ଥଣ୍ଡା ଜନିତ ସମସ୍ୟା ଦୂର ହେବ ।
  • ଲେମ୍ବୁରସ ଚର୍ମରେ ଚମକ ଆଣିଥାଏ । ବ୍ରଣ ,କଳାଦାଗରେ ଲେମ୍ବୁରସ ଲଗାଇବା ଦ୍ୱାରା ତ୍ୱଚା ଜନିତ ବିଭିନ ସମସ୍ୟା ଦୂର ହୋଇଥାଏ । ତା ସହିତ ଲେମ୍ବୁରସ ତ୍ୱଚାକୁ ଡିଟକ୍ସ କରି ସତେଜ ରଖିଥାଏ ।
  • ରକ୍ତ ସଫା କରିଥାଏ ଲେମ୍ବୁ । ସେଥିପାଇଁ ଲେମ୍ବୁକୁ ରକ୍ତ ବିଶୋଧାନା କାରି ମଧ୍ୟ କୁହାଯାଇଥାଏ । ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଗୋଟିଏ କପ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ରକ୍ତ ମଧ୍ୟ ସଂକ୍ରମଣରୁ ରକ୍ଷା ପାଇଥାଏ ।
  • ଲେମ୍ବୁରସରେ ପୋଟାସିୟମ ରହିଥିବା କାରଣରୁ କିଡନୀରେ ଷ୍ଟୋନ ହେବାକୁ ଦେଇ ନଥାଏ l ତେଣୁ ନିୟମିତ ଲେମ୍ବୁ ଖାଇବା ଦ୍ୱାରା କିଡ୍ନୀ ସୁରକ୍ଷିତ ରହିଥାଏ । ଗଲ ବ୍ଲାଡର ସମସ୍ୟା ମଧ୍ୟ ଲେମ୍ବୁ ରସରେ ଦୂର ହୁଏ ।
  • ଲେମ୍ବୁ ରସରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଥିବା କାରଣରୁ ଏହା ଆମକୁ ହୃଦୟ ରୋଗରୁ ରକ୍ଷା କରିଥାଏ  । ଯଦି ରକ୍ତଚାପ ଉଚ୍ଚ ରହୁଛି ତେବେ ଲେମ୍ବୁ ରସ ମଧ୍ୟ ଏଥିରୁ ରକ୍ଷା କରିବ ।