ସମୟ ଅନୁଯାୟୀ ଭିନ୍ନ ଗନ୍ଧର ପରଫ୍ୟୁମ୍ ବ୍ୟବହାର ହୋଇଥାଏ । ତେବେ ଏହାର ଦାମ୍ ମଧ୍ୟ ସେମିତି ଭିନ୍ନ ରହିଥାଏ ।
ହତ୍ୟାକାରୀ ଆଖିବୁଜା ଗୁଳିଚଳାଉଥିଲା, ଆଉ ନିରୀହ ପିଲାମାନଙ୍କୁ ହତ୍ୟା କରୁଥିଲା । ସେତେବେଳେ ଜଣେ ୧୧ ବର୍ଷିୟ ଝିଅ ହତ୍ୟାକରୀ ଆଗରେ ମରିବାର ନାଟକ କରିଥିଲା ।
ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।
ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…
ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶରେ ପ୍ରଥମ । ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲସିନ୍ ମଧ୍ୟ ଅଛନ୍ତି ।
ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।
ଆଉ ୨ରୁ ୩ ଦିନ ବିଳମ୍ବରେ କେରଳ ଛୁଇଁବ ମୌସୁମୀ ଏନେଇ ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଷ୍ଟେସନ୍ରେ ‘ଗରବା’ ଡ୍ୟାନ୍ସ କଲେ ଯାତ୍ରୀ, ହେଲେ କାହିଁକି...
ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି।
ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିଛି। NCB ଏହି କ୍ଲିନ୍ଚିଟ୍ ଦେଇଛି।
ସାମ୍ନାକୁ ଆସିଲା ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା ଖବର। ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଲା। ଅଧିକ ଖବର ନେଇ ପୋଲିସ ତଦନ୍ତ ଚାଲିଛି।
୬ ବର୍ଷର ଶିଶୁ ଖେଳୁଥିବା ବେଳେ ଝାମ୍ପିନେଲେ ପଞ୍ଝାଏ କୁକୁର, ଆଉ ତା ପରେ...
ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।
ଏନ୍କାଉଣ୍ଟରରେ କାଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ଦୁଇ ହତ୍ୟାକାରୀ ନିହତ ହୋଇଛନ୍ତି। ସ୍କର ଇ ତାଇବା ସଂଗଠନର ଏହି ୨ ଆତଙ୍କବାଦୀ ଅମରିନ ଭଟ୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ଆଜି ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ । ସାମ୍ନାସାମ୍ନି ହେବେ ରାଜସ୍ଥାନ ଓ ବାଙ୍ଗାଲୋର । ବିଜୟୀ ଟିମ୍ ଗୁଜରାଟ ବିପକ୍ଷରେ ଖେଳିବ ଫାଇନାଲ ।
ଏଣିକି ପଶ୍ଚିମବଙ୍ଗରେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ।
ଦିଲ୍ଲୀର ତ୍ୟାଗରାଜ ଷ୍ଟାଡ଼ିୟମ(Thyagraj Stadium)ରେ କୁକୁର ବୁଲାଇଥିବା IAS ପତି-ପତ୍ନୀଙ୍କୁ ଗତକାଲି ବଦଳି କରି ଦିଆଯାଇଛି। ଏହି ମାମଲାରେ ଗତକାଲି ମୁଖ୍ୟ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଥିଲେ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ତିଥି – ୧୨ଶୀ ଦିବା ୧୧/୪୮/୧୫ ଗତେ ୧୩ଶୀ, ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର , ଘାତ ବାର- ବିଛା ,ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୧୧/୪୮/ ୧୫ ପର୍ଯ୍ୟନ୍ତ ।
ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।
ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।
ନ୍ୟାସନାଲ ଆସେମ୍ଲି ଭଙ୍ଗ କରି ଆସନ୍ତା ଜୁନ୍ରେ ନିର୍ବାଚନ ନକରାଇଲେ, ସାରା ଦେଶରୁ ୨୦ ଲକ୍ଷ ସମର୍ଥକଙ୍କୁ ଧରି ପୁଣି ଇସ୍ଲାମାବାଦ ଫେରିବାକୁ ସଫାସଫା ଶୁଣାଇ ଦେଇଛନ୍ତି ।
ରାଣୀ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ ଉପଲକ୍ଷେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ ଗୋଲ୍ଡ କଏନ୍
'ତାରକ ମେହେଟ୍ଟା କା ଉଲ୍ଟା ଚଷ୍ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଏବେ ସେ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି
ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି
ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ଜେଲ୍ରେ। ଜେଲ୍ ନୁହେଁ ତ, ତାଙ୍କ ପାଇଁ ଏହା ବୋଧେ କୌଣସି ପଞ୍ଚ ତାରକା ହୋଟେଲ୍। ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଡାଏଟ୍ ଚାଟ୍। ଜାଣନ୍ତୁ କେତେବେଳେ କ’ଣ ଖାଇବେ…