• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Navjot Sidhu's Special Diet - Pecans, Sauteed Veggies
ସିଦ୍ଧୁ ଖାଇବେ ନାହିଁ ଜେଲ୍ ରୁଟି; ଖାଇବେ କାଜୁ, ଅଖରୋଟ୍ ସହିତ ଆହୁରି ଅନେକ…

ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ଜେଲ୍‌ରେ। ଜେଲ୍ ନୁହେଁ ତ, ତାଙ୍କ ପାଇଁ ଏହା ବୋଧେ କୌଣସି ପଞ୍ଚ ତାରକା ହୋଟେଲ୍। ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଡାଏଟ୍ ଚାଟ୍। ଜାଣନ୍ତୁ କେତେବେଳେ କ’ଣ ଖାଇବେ…

Liquor
ଗତ ୨-୩ ବର୍ଷ ମଧ୍ୟରେ ଯେତେ ମଦ ଜବତ ହୋଇଥିଲା ସବୁ ନଷ୍ଟ

ହରିଆଣାର ଅମ୍ବାଲା ପୋଲିସ ଅମ୍ବାଲା ଜିଲ୍ଲା ଶାହଜାଦପୁର ଥାନାରେ ଗଛିତ ରଖାଯାଇଥିବା ପ୍ରାୟ ୪୦ ହଜାର ଲିଟର ମଦକୁ ନଷ୍ଟ କରିଦେଇଛି । ଏହି ମଦର ମୂଲ୍ୟ ପାଖାପାଖି ଏକ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Shah Rukh Khan Says He Owns TVs Worth ₹ 30-40 Lakh, Social Media Users Say
ଶାହାରୁଖ୍‌ଙ୍କ ଘରେ ୪୦ ଲକ୍ଷ ଟଙ୍କାର ଟିଭି, ଫ୍ୟାନ୍ସ କହିଲେ...

କିଙ୍ଗଖାନଙ୍କ ଘରେ ୪୦ ଲକ୍ଷର ଟିଭି, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ, କହିଲେ କିଛି ଏମିତି...

SBI sco recruitment 2022,  needs 32 specialist officers
SBIରେ ଚାକିରି ସୁଯୋଗ : ପୂରଣ ହେବ ୩୨ ପଦବୀ

SBIରେ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍‌ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।

Vinay Saxena
ଶପଥ ନେଲେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା

ଦିଲ୍ଲୀ ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଖଦୀ ଓ ଗ୍ରାମୋଦ୍ୟୋଗର ପୂର୍ବତନ ଅଧ୍ୟକ୍ଷ ବିନୟ ସାକ୍ସେନା ।

Japanese Man Spends Rs 12 Lakh To
ଚର୍ଚ୍ଚାରେ ‘କୁକୁର ମଣିଷ’: କୁକୁର ଭଳି ଦିଶିବାକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ, ଭିଡିଓ ଭାଇରାଲ୍‌

ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର।

navjot-singh-siddhu
ଜେଲରେ କିରାଣୀ କାମ କରିବେ ସିଦ୍ଧୁ : ଦକ୍ଷତା ଅନୁସାରେ ମିଳିବ ଦରମା

୩ ମାସ ପର୍ଯ୍ୟନ୍ତ ପ୍ରଥମେ ତାଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯିବ ।

IAS Sanjeev Khirwar Walk The Dog Controversy In Thyagraj Stadium
ବାବୁଙ୍କ କୁକୁର ପାଇଁ ସନ୍ଧ୍ୟା ହେଉ ହେଉ ଷ୍ଟାଡିୟମ୍‌ ଖାଲି !

ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ(ରେଭେନ୍ୟୁ) ସଞ୍ଜୀବ ଖିରଓ୍ୱର ତାଙ୍କ କୁକୁର ବୁଲାଇବେ ବୋଲି ଷ୍ଟାଡିୟମ ଖାଲି କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। 

Video Viral Of Cricketer Shikhar Dhawan Beating With Kcks And Punches
ଏମିତି କ’ଣ କଲେ କି କ୍ରିକେଟର ଶିଖର ଧୱନ ? ଚାପୁଡ଼ା ଉପରେ ଚାପୁଡ଼ା ଆଉ ଗୋଇଠା ମାଡ଼ ଖାଇଲେ...

ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି।  ଫ୍ଲେଅଫ୍‌ ପୂର୍ବରୁ ଆଇପିଏଲ୍‌(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

LSG vs RCB
ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ; ଲକ୍ଷ୍ନୌକୁ ହରାଇ ଫାଇନାଲର ନିକଟତର ଆରସିବି

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୧୪ ରନ୍‌ରେ ହରାଇ ଫାଇନାଲର ନିକଟତର ହୋଇଛି ଆରସିବି ।

Amreen Bhat
କଶ୍ମୀରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଟିଭି କଳାକାର ଆମରିନ୍ ଭଟ୍ଟ ନିହତ

ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ।

Pakistan
ପାକିସ୍ତାନରେ ବିଗୁଡୁଛି ସ୍ଥିତି; ପୁଣି ନିର୍ବାଚନ କରିବାକୁ ଇମ୍ରାନ୍‌ଙ୍କ ଦାବି

ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍‌ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

Texas school shooting
ଆମେରିକା ସ୍କୁଲରେ ପୁଣି ଗର୍ଜିଲା ବନ୍ଧୁକ; ଗୁଳିମାଡ଼ରେ ୧୯ କୁନି ପିଲାଙ୍କ ସହ ୨୧ ମୃତ

କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ?

RCB vs LSG
ଆଇପିଏଲ୍‌ ୨୦୨୨ ଏଲିମିନେଟର୍‌; ବର୍ଷା ଯୋଗୁଁ ଟସ୍‌ ବିଳମ୍ବ

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ୍ ଗାର୍ଡେନ୍‌ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବର୍ଷା ହେତୁ ଟସ୍‌ରେ ବିଳମ୍ବ ହୋଇଛି ।

Monkeypox
୧୯ରୁ ଅଧିକ ଦେଶକୁ ବ୍ୟାପିଲାଣି ‘ମଙ୍କିପକ୍ସ’, ଭାରତକୁ କରାଗଲା ସତର୍କ

କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

Umran Malik
ଜମ୍ମୁ କଶ୍ମୀରର ଯୁବ କ୍ରିକେଟର୍‌ ଉମ୍ରାନ୍‌ ମଲିକ୍‌ଙ୍କୁ ମିଳିବ ସରକାରୀ ସହାୟତା

ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର ।

Cursed by accident
ଇଚ୍ଛାଶକ୍ତିର ଅନନ୍ୟ ଉଦାହରଣ : ଗୋଟିଏ ଗୋଡ଼ରେ ସ୍କୁଲ ଯାଉଛି କୁନି ଝିଅ

ଦିବ୍ୟାଙ୍ଗ ଝିଅ ସୀମା ଏବେ ସମାଜ ପାଇଁ ଉଦାହରଣ । ଦୁର୍ଘଟଣାରେ ଗୋଟେ ଗୋଡ଼ ସିନା କଟିଯାଇଛି, ତା’ର ସ୍ୱପ୍ନର ଉଡ଼ାଣରେ କିନ୍ତୁ ଡେଣାଟିଏ ଲାଗିଯାଇଛି । ଗୋଟିଏ ଗୋଡ଼ରେ କୁନି ଝିଅ ସ୍କୁଲ୍ ଯାଉଛି..। ଆଉ ପାଠପଢ଼ା ପାଇଁ କଠିନ ପରିଶ୍ରମ କରୁଛି ।

Hardik Patel
ବିଜେପିରେ ଯୋଗ ଦେବେ କି ହାର୍ଦ୍ଦିକ ? ନିର୍ବାଚନ ପୂର୍ବରୁ କରିବେ ଖୁଲାସା

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି ।

India US Ties
ଭାରତ ଓ ଆମେରିକାର ସଂପର୍କ ଅଦ୍ୱିତୀୟ : ବାଇଡେନଙ୍କୁ ଭେଟି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Sri Lanka
ଶ୍ରୀଲଙ୍କାରେ ତେଲଦରରେ ନିଆଁ : ପେଟ୍ରୋଲ୍ ଲିଟର ୪୨୦କୁ ଡିଜେଲ୍ ୪୦୦ ଟଙ୍କା

ଗତ ୧୬ ତାରିଖରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଦେଶରେ ପେଟ୍ରୋଲ ସଂକଟ ଦେଖା ଦେଇପାରେ ବୋଲି ଚେତାଇ ଦେଇଥିଲେ ।

Gold Price Today
ସୁନା ଶସ୍ତା...ରୂପା ମହଙ୍ଗା

ଭାରତୀୟ ସର୍ରାଫା ବଜାରରେ ଆଜି ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ବୃଦ୍ଧି ଘଟିଛି। ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇଛି।

Prime Minister Narendra Modi with (from left) Australia Prime Minister Anthony Albanese, US Presiden
କ୍ୱାଡର ବଳ, ଚୀନକୁ କାଳ : ଜିନପିଙ୍ଗଙ୍କ ଦାଦାଗିରି ରୋକିବାକୁ ପଣ କଲେ ୪ ରାଷ୍ଟ୍ରମୁଖ୍ୟ

କ୍ୱାଡ୍ ସମ୍ମିଳନୀରେ ୪ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି ।

Rajasthan
ପତି ପରମେଶ୍ୱରଙ୍କୁ ପତ୍ନୀଙ୍କ ନିସ୍ତୁକ ମାଡ଼ : ଭୟରେ ଘରସାରା ଦଉଡ଼ିଲେ ସ୍ୱାମୀ, ତଥାପି ତ୍ରାହି ନାହିଁ . .

ହାତରେ ବ୍ୟାଟ ଧରି ଗୋଡ଼ାଉଛନ୍ତି । ସ୍ତ୍ରୀର ଉଗ୍ରରୂପ ଦେଖି ଭୀତତ୍ରସ୍ତ ହୋଇ ନିଜକୁ ରକ୍ଷା କରିବାକୁ ଦଉଡ଼ୁଛନ୍ତି ସ୍ୱାମୀ ।