କମିଛି ସୁନା-ରୂପା ଦର । ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ...
ମୋନିକାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମଝି ଆକାଶରେ ଏମିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ୧୮୫ ଜଣଙ୍କ ଜୀବନ...ଜାଣନ୍ତୁ ବିମାନରେ ନିଆଁ ଲାଗିଥିବା କଥା ମୋନିକା ଜାଣିଲେ କେମିତି?
ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି
ନ୍ୟାସନାଲ ହେରାଲ୍ଡ଼ ଅର୍ଥ ହେରଫେର ମାମଲାରେ ଆଜି ପଞ୍ଚମ ଥର ଲାଗି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର, ତିଥି – ୮ମୀ ରାତ୍ରି ୦୮/୩୧ ଗତେ ୯ମୀ, ଚନ୍ଦ୍ର – ମୀନ ଅହୋରାତ୍ରି, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ରି, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ।
ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।
ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଆହୁରି ବଢିବା ଆଶଙ୍କା
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…
ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।
ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬ ହଜାର ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଏ
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
୧୦ ପାଶ୍ ପିଲାଙ୍କ ପାଇଁ ବି ସରକାରୀ ଚାକିରି। ଭାରତୀୟ ସେନାରେ ଅଛି ଚାକିରି। ୧୫୫ ପୋଷ୍ଟ୍ରେ ହେବ ନିଯୁକ୍ତି।
ରୁଟ୍ କେନାଲ ପରେ ଅଭିନେତ୍ରୀଙ୍କ ଚେହେରାର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯାଇଛି। ଯିଏ ଦିନେ ଅତି ସୁନ୍ଦରୀ ଦେଖାଯାଉଥିଲେ ଆଜି ହୋଇଗଲେ ପୂରା ଅସୁନ୍ଦର। କାହାକୁ ଦେଖେଇ ପାରୁ ନାହାନ୍ତି ମୁହଁ।
ଆସୁଛି ଅଲୁ ଅର୍ଜ୍ଜୁନଙ୍କ ‘ପୁଷ୍ପା ୨’। ସୁଟିଂ ପୂର୍ବରୁ କାହାଣୀ ହେଲା ଲିକ୍। କ’ଣ ହେବ ଶ୍ରୀଭଲ୍ଲୀଙ୍କ ଅବସ୍ଥା ଜାଣନ୍ତୁ…
ଶୃଙ୍ଖଳିତ ଏବଂ ଦକ୍ଷତା ସମ୍ପନ୍ନ ଅଗ୍ନିବୀରଙ୍କୁ RPG ଗ୍ରୁପ୍ ଅଫ୍ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଆହୁରି କହିଛନ୍ତି ଯେ, ଆଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକରୁ ଅଧିକ କମ୍ପାନୀ ଆଗକୁ ଆସନ୍ତୁ ।
ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ମହିସାଲ୍ ସହରରେ ଚାଞ୍ଚଲ୍ୟକର ଘଟଣା
ବାପା ମାଆ କିମ୍ବା ଗୁରୁଜନ ପିଲାମାନଙ୍କୁ କୁହନ୍ତି ଯାହାର ପାଠ ପଢ଼ିବାର ଇଚ୍ଛା ଥିବ, ଷ୍ଟ୍ରିଟ୍ ଲାଇଟ୍ ତଳେ ବି ପାଠ ପଢ଼ିପାରିବ । ଆଉ ନିଶ୍ଚିତ ଭାବେ ଜୀବନରେ ଆଗକୁ ବଢ଼ିବ ।
ଭାଇରାଲ ହେଉଛି ଇସ୍ତଫା ପତ୍ର। ଏମିତି ଇସ୍ତଫା ପତ୍ର ଆପଣ କେବେ ବି ଦେଖି ନଥିବେ। ଏହି ଇସ୍ତଫା ପତ୍ର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।
ଆଜି ପୁଲୱାମା ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିପାତ ହୋଇଥିବା ସୂଚନା...
ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା
ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ।
ଇଞ୍ଚେ ବି ଘୁଞ୍ଚୁନି ଗାଡ଼ି, ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର