• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର, ତିଥି – ୮ମୀ ରାତ୍ରି ୦୮/୩୧ ଗତେ ୯ମୀ, ଚନ୍ଦ୍ର – ମୀନ ଅହୋରାତ୍ରି, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ରି, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ।

ଶୁଭ ସମୟ:-

ପ୍ରାତଃ ୦୫/୧୨ ରୁ ୦୬/୫୧

ଦିବା ୦୯/୩୬ ରୁ ୧୨/୧୪

ସନ୍ଧ୍ୟା ୦୪/୪୫ ରୁ ୦୫/୩୧

ରାତ୍ରି ୦୨/୨୪ ରୁ ୦୭/୦୭

ରାତ୍ରି ୦୬/୦୬ ରୁ ୧୦/୦୦

ରାତ୍ରି ୧୨/୧୦ ରୁ ୦୨/୧୯

ଅଶୁଭ ସମୟ:-

ରାହୁକାଳ- ଦିବା ୦୩/୦୬ ରୁ ୦୪/୪୫

କାଳବେଳା- ଦିବା ୦୧/୨୭ ରୁ ୦୩/୦୬

ବାରବେଳା – ପ୍ରାତଃ ୦୬/୫୧ ରୁ ୦୮/୩୦

କାଳରାତ୍ରି- ରାତ୍ରି ୦୫/୪୫ ରୁ ୦୯/୦୬

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ :- 

Aries
  • ଅଶ୍ୱନୀ – ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ
  • ଦ୍ୱିଜା – ଧୈର୍ଯ୍ୟ କରି କାମ କରନ୍ତୁ ଶିଘ୍ର ସଫଳତାର ସିଡି ଚଢିବେ
  • କୃତିକା – ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ

ପ୍ରତିକାର - ଗାଧୋଇ ସାରି ଗାଈକୁ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ ।

ବୃଷ :-

Taurus
  • କୃତିକା - ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ
  • ରୋହିଣୀ – ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି
  • ମୃଗଶିରା – ଅତୀତ କଥାକୁ ପାସୋରୀ ନୂଆ କାମ ଆରମ୍ଭ କରିବେ

ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ ।

ମିଥୁନ :-

Gemini
  • ମୃଗଶିରା - ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ
  • ଆଦ୍ରା - ଜମିକୁ ନେଇ ଲାଗିରହିଥିବା ବିବାଦ ସମାପ୍ତ ହେବ
  • ପୁନର୍ବସୁ - ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ

ପ୍ରତିକାର – ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ ।

କର୍କଟ :-

Cancer
  • ପୁନର୍ବସୁ - ସାରା ଦିନ କାମରେ ବ୍ୟସ୍ତ ରହିବେ
  • ପୁଷ୍ୟା – କାରବାରରେ ପୁଞି ଲଗାଇବା ପୂର୍ବରୁ ବଡଙ୍କ ସମ୍ମତି ନିଅନ୍ତୁ
  • ଅଶ୍ଳେଷା – ଆପଣଙ୍କ ବିଚାରକୁ ସକାରତ୍ମକ ରଖନ୍ତୁ

ପ୍ରତିକାର – ସକାଳୁ ଉଠି ସ୍ନାନସାରି ନିଜ ମା ଙ୍କର ପାଦ ସ୍ପର୍ଶ କରନ୍ତୁ ।

ସିଂହ :-

Leo
  • ମଘା – ଚାକିରିରେ ଅପଦସ୍ତ ହୋଇପାରନ୍ତି
  • ପୂ , ଫାଲଗୁନୀ - ପାରିବାରିକ ଜୀବନରେ ଦିଗଭ୍ରନ୍ତା ଭଳି ପ୍ରଭାବ ଦେଖାଦେବ
  • ଉ ,ଫାଲଗୁନୀ – ବିଦ୍ୟାର୍ଥୀ ପଢାରେ ତୃଟି କରିପାରନ୍ତି

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

କନ୍ୟା :-

Virgo
  • ଉ , ଫାଲଗୁନୀ - ବ୍ୟବସାୟରେ ଉତରୋତର ଉନ୍ନତି ରହିବ
  • ହସ୍ତା - ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ
  • ଚିତ୍ରା – ଯୋଜନା ଭିତିକ କର୍ମ କରି ସଫଳତା ପାଇବେ

ପ୍ରତିକାର - ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ ।

ତୁଳା :-

Libra
  • ଚିତ୍ରା – ମହିଳା ମାନେ ଆତ୍ମ ନିର୍ଭର ଶୀଳ ହେବେ
  • ସ୍ୱାତୀ – କଠିନ ପରିଶ୍ରମର ଫଳ ପାଇ ପାରନ୍ତି
  • ବିଶାଖା – ଉତମ ସମୟର ଲାଭ ଉଠାଇ ପାରିବେ

ପ୍ରତିକାର – ମକାଳୁ କିଛି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ ।

ବିଛା :-

Scorpio
  • ବିଶାଖା – ଜୀବନରେ ଭାରାକ୍ରାନ୍ତ ମନ ଦେଇ ଗତି କର୍ମ ହେବ
  • ଅନୁରାଧା - ଅପ୍ରିୟ ସତକଥା କହି ଦୋଷାରୋପ ହେବେ
  • ଜ୍ୟେଷ୍ଠା – ପାରିବାରିକ ଜୀବନ ରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି

ପ୍ରତିକାର - ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ :-

Sagittarius
  • ମୂଳା – କୌଣସି କାର୍ଯ୍ୟରେ ବଡ ଦାୟିତ୍ୱ ନେଇପାରନ୍ତି
  • ପୂ , ଷାଢା – ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ
  • ଉ , ଷାଢା – ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

ମକର :-

Capricorn
  • ଉ , ଷାଢା - ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ
  • ଶ୍ରବଣା – ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ
  • ଧନିଷ୍ଠା – କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ

ପ୍ରତିକାର – ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ :-

Aquarius
  • ଧନିଷ୍ଠା - ବ୍ୟବସାୟରେ ହାନି ଓ ବ୍ୟଥିତ ହୋଇ ପାରନ୍ତି
  • ଶତଭିଷା – ଭୁଲ କାର୍ଯ୍ୟ କରି ଅପମାନିତ ହୋଇପାରନ୍ତୁ
  • ପୂ , ଭାଦ୍ରପଦ – ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି

ପ୍ରତିକାର – ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ ।

ମୀନ :-

Pisces
  • ପୂ , ଭାଦ୍ରପଦ - ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି
  • ଉ , ଭଦ୍ରପଦ - ଆପଣ ଚିନ୍ତା ମୁକ୍ତ ରହିବେ
  • ରେବତୀ – ଅଫିସ କାମରେ ମନ୍ଥର ଗତିରେ ପୂରା ହେବ

ପ୍ରତିକାର – ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)

OTV is now on Whatsapp

Join and get latest news update delivered to you via whatsapp

Join Now