• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

IND vs PAK
ସୁପରସଣ୍ତେରେ ହାଇଭୋଲଟେଜ୍‌ T20; ପାକିସ୍ତାନ ବିପକ୍ଷରେ ଆଜି ‘ପ୍ରତିଶୋଧର ଲଢ଼େଇ’

ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍‌ଟେଜ୍‌ T20 ମ୍ୟାଚ୍ ।

Ekan Anekan prisoner writes movie script from jail
ଜେଲ୍‌ରେ ବସି ବସି ଲେଖିଦେଲେ ଫିଲ୍ମର କାହାଣୀ

ଖୁବ ଶୀଘ୍ର ରିଲିଜ୍ ହେବ ‘ଏକନ ଅନେକନ’। ଯିଏ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ସେ ଜଣେ କଏଦୀ। କୌଣସି ଏସି ରୁମ୍‌ରେ ବସି ନୁହେଁ ବରଂ ଜେଲ୍‌ର ଚାରିକାନ୍ଥ ଭିତରେ ରହି ସେ ଏହି ଫିଲ୍ମର କାହାଣୀ ଲେଖି ଦେଇଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା…

Stray animals second biggest reason for road accidents
‘ସଡକ ଦୁର୍ଘଟଣାର ଦ୍ୱିତୀୟ ମୁଖ୍ୟ କାରଣ ବୁଲା ପଶୁ’

ଅଧିକାଂଶ ସଡକ ଦୁର୍ଘଟଣା 'ଅନ୍ୟ ଡ୍ରାଇଭର' ଯୋଗୁଁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣାର କାର୍ଣ ହେଉଛନ୍ତି ବୁଲା ପଶୁ। କୁକୁର ଏବଂ ମଇଁଷି ଯୋଗୁଁ ୨୫.୪% ଦୁର୍ଘଟଣା ହୋଇଥାଏ।

Sonali Phogat
ସୋନାଲି ଫୋଗଟ୍ ମୃତ୍ୟୁ ମାମଲା: CBI ତଦନ୍ତ ପାଇଁ ଦାବି ରଖିବେ ହରିୟାଣା ସରକାର

ସୋନାଲି ଫୋଗଟ୍‌ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ। 

jharkhand cm hemant soren wife Kalpana Soren
ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ଓଡ଼ିଆ ଝିଅ ?

ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି। 

Anupam Kher says bollywood selling stars
ସାଉଥ୍ କାହାଣୀ ତିଆରି କରୁଛି, ବଲିଉଡ୍ ଷ୍ଟାର୍ ବିକୁଛି : ଅନୁପମ ଖେର୍

ଏବେ ସାଉଥ୍ ଓ ବଲିଉଡ୍‌କୁ ନେଇ ଚାଲିଛି ଟଣା ଓଟରା। ଏହାରି ଭିତରେ ଅନୁପମ ଖେର୍‌ଙ୍କ ମତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

During Trial Vande Bharat Train Runs At 180 Kmph
୧୮୦ କି.ମି. ସ୍ପିଡ୍‌ରେ ଦୌଡ଼ିଲା ବନ୍ଦେ ଭାରତ ଟ୍ରେନ୍‌, ଗ୍ଲାସ୍‌ରୁ ଢାଳିଲାନି ପାଣି..

ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍‌ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍‌ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍‌ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍‌ରେ ବନ୍ଦେ ଭାରତ ଟ୍ରେନ୍‌ ଦୌଡ଼ିଛି।

Special story
କଂଗ୍ରେସ ମଙ୍ଗ ଧରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ : ମଲ୍ଲିକାର୍ଜୁନ ଖଡ଼ଗେ

କଂଗ୍ରେସ ମୁଖିଆ ହେବାକୁ ରାଜି ହେବେ କି ରାହୁଲ ଗାନ୍ଧୀ ? ସଭାପତି ପଦ ପାଇଁ ତାଙ୍କୁ ବାଧ୍ୟ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା।

Asia Cup 2022: India to face Pakistan tomorrow
Asia Cup 2022: ସୁପର୍‌ସଣ୍ଡେରେ ହେବ ସୁପର୍‌ ମୁକାବିଲା, କାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆସନ୍ତାକାଲି ସୁପର୍‌ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

gold price today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୦୦୦ ରହିଛି ।

Special story
ପୁଅକୁ ଜନ-ଗଣ-ମନ ଶିଖାଇଲେ କୋରିଆନ୍‌ ମହିଳା

ଭାରତର ସଂସ୍କୃତି, ପରମ୍ପରା ପ୍ରେମରେ ବିଦେଶୀ ।

 Supertech Twin towers
କାହିଁକି ଭଙ୍ଗାଯାଉଛି ନଭଶ୍ଚୁମ୍ବି ଟ୍ୱିନ୍‌ ଟାୱାର ? ଖେଳ କରିଛି ବିଲ୍ଡର . .

ଟ୍ୱିନ୍‌ ଟାୱାର ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିୟମ ଉଲ୍ଳଂଘନ ହୋଇଥିବା ଜଣାପଡିବା ପରେ ସୁପ୍ରିମକୋର୍ଟଙ୍କ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି

Special story
ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି , ୭୫ ପ୍ରତିଶତ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ

Man Kills 5 Family Members Dies By Suicide In Haryana
ପରିବାରର ୫ ଜଣଙ୍କ ତଣ୍ଟି ଚିପି ନିଜେ ଆତ୍ମହତ୍ୟା କଲେ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ୨ ଜଣଙ୍କ ନାଁ...

ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍‌ ନୋଟ୍‌ ଜବତ କରି ପୋଲିସ୍‌ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

Sonali Phogat
ସୋନାଲି ଫୋଗଟ୍‌ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ୍‌ : କ୍ଲବ୍‌ ମାଲିକ ଗିରଫ, ବାଥରୁମରୁ ଡ୍ରଗ୍ସ ଜବତ

ପୂର୍ବରୁ ସୋନାଲିଙ୍କ ଦୁଇ ସହଯୋଗୀ ସୁଖବିନ୍ଦର ଓ ସୁଧୀରକୁ ଗିରଫ କରିଥିଲା ଗୋଆ ପୋଲିସ ।

EC may disqualify Jharkhand CM Hemant Soren as MLA
ରଦ୍ଦ ହେବ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ !

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଧାରରେ ଝାଡ଼ଖଣ୍ଡର ରାଜ୍ୟପାଳଙ୍କୁ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ ଆୟୋଗ ସୁପାରିଶ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଖୁବ୍‌ଶୀଘ୍ର ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ଜଣାଇବେ

Neeraj Chopra Creates Another History Wins Lausanne Diamond
ଭାରତ ପାଇଁ ଗର୍ବ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା

ପ୍ରଥମ ଭାରତୀୟ ଜାଭଲିନ୍ ଥ୍ରୋୟର ଭାବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିଛନ୍ତି। ଟାଇଟଲ୍‌ ଜିତି ସେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି। 

Special story
କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍ : ଦଳ ଛାଡ଼ିଲେ, ରାହୁଲଙ୍କ ଉପରେ ଧୁମ୍ ବର୍ଷିଲେ

ଇସ୍ତଫାପତ୍ରରେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ କଡ଼ା ସମାଲୋଚନା

Special story
ରହସ୍ୟ ଘେରରେ ସୋନାଲି ଫୋଗଟ୍ ମର୍ଡର : ହତ୍ୟା ମାମଲା ରୁଜୁ କଲା ଗୋଆ ପୋଲିସ୍

ସୋନାଲିଙ୍କ ଦୁଇ ସହଯୋଗୀ ଗିରଫ , ସିସିଟିଭି ଫୁଟେଜରୁ ମିଳିବ କି ସୁରାକ ?

Special story
ନୂଆ ନେତା ଖୋଜୁଛି କଂଗ୍ରେସ : ମଙ୍ଗ ଧରିବେ କି ଗେହଲୋଟ୍ ?

ଗେହଲୋଟ୍ ଗାନ୍ଧୀ ପରିବାରର ଅତି ବିଶ୍ୱସ୍ତ ହୋଇଥିବା ବେଳେ ଦଳର ବି ଜଣେ ସର୍ବମାନ୍ୟ ନେତା । ତେଣୁ ତାଙ୍କୁ ଆଗରେ ରଖି ଦଳ ପରିଚାଳନା ଲାଗି ଗାନ୍ଧୀ ପରିବାର ଚିନ୍ତା କରୁଥିବା କୁହଯାଉଛି ।

benefits of green apple
ଫୁସଫୁସ ପାଇଁ ଉପକାରୀ ଗ୍ରୀନ୍ ଆପଲ୍

ସାଧାରଣତଃ ଲୋକମାନେ ଲାଲ୍ ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।

Special story
ସ୍ତ୍ରୀକୁ ଏମିତି ଭୟ ! ୧୦୦ ଫୁଟ ଉଚ୍ଚ ତାଳ ଗଛ ଉପରେ ସ୍ୱାମୀ . . . ଖାଇବା, ପିଇବା, ଶୋଇବା ସବୁ ସେଇଠି

ଘରକୁ ଆସିଲେ ଗାଳିଗୁଲଜ କରିବା ସହିତ ମାରପିଟ୍‌ କରୁଛି ସ୍ତ୍ରୀ । ଭୟରେ ଗଛ ଉପରେ ରହୁଛନ୍ତି ସ୍ୱାମୀ ।