• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର ଚନ୍ଦ୍ର – ବୃଷ ଅହୋରତ୍ର ତିଥି- ୨ୟା ସନ୍ଧ୍ୟା ୦୬/୩୩ ଗତେ ୩ୟା ଘାତ ଚନ୍ଦ୍ର- ବିଛା ଅହୋରତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬/୩୩ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ ୦୫/୫୫ ରୁ ୦୭/୨୫

ସନ୍ଧ୍ୟା ୦୫/୫୬ ରୁ ୦୯/୨୨

ରାତ୍ରି ୦୧/୦୭ ରୁ ୦୩/୨୨

ରାତ୍ରି ୦୪/୧୩ ରୁ ୦୫/୫୬

 

ଅଧିକ ପଢ଼ନ୍ତୁ: Daily Horoscope 10th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନତିର ଯୋଗ ରହିଛି

ଅଶୁଭ ସମୟ:

ଋାହୁକାଳ - ଦିବା ୧୨/୫୪ ରୁ ୦୨/୧୭

କାଳବେଳା – ଦିବା ୦୨/୧୭ ରୁ ୦୩/୪୧

ବାରବେଳା –ଦିବା ୦୩/୪୧ ରୁ ୦୫/୦୪

କାଳରାତ୍ରି – ରାତ୍ରି ୧୧/୩୦ ରୁ ୦୧/୦୭