• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦/୪୧ ଗତେ ୧୨ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୦/୪୧ ଗତେ ୨ ପାଦ

ଶୁଭ ସମୟ:

ପ୍ରାତଃ ୦୬/୪୫ ରୁ ୦୮/୫୭

ଦିବା ୧୨/୫୪ ରୁ ୦୨/୫୦

ଦିବା ୦୩/୩୪ ରୁ ୦୩/୩୯

ରାତ୍ରି ୧୧/୫୮ ରୁ ୦୧/୦୯

ରାତ୍ରି ୦୨/୪୭ ରୁ ୦୬/୦୨

ଅଶୁଭ ସମୟ:

ଋାହୁକାଳ - ଦିବା ୦୩/୩୯ ରୁ ୦୫/୦୨

କାଳବେଳା - ଦିବା ୧୧/୩୨ ରୁ ୧୨/୫୪

ବାରବେଳା –ଦିବା ୧୦/୦୯ ରୁ ୧୧/୩୨

କାଳରାତ୍ରି - ରାତ୍ରି ୦୧/୦୯ ରୁ ୦୨/୪୭