ଏବେ ସୁଧାର ଗୃହରେ ରହିବେ ମନ୍ଦିରର ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ସାଧୁସନ୍ୟାସୀ ।
ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।
ବରୁଣ ଧାୱନଙ୍କ ଉପରେ ଭାରି ପଡୁଛନ୍ତି ଅଜୟ ଦେବଗନ୍। 'ଭେଡିୟା'ର ରୋଜଗାର କମି କମି ଯାଉଥିବା ବେଳେ 'ଦୃଶ୍ୟମ୍ ୨' ଆଗେଇ ଚାଲିଛି। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।
ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।
ଏମାନଙ୍କ ବୟସ ହେଲାଣି ୭୦ ଉପରେ। ଆଜି ବି ଏମାନେ ପରଦାରେ ଯୁବ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ଦର୍ଶକମାନେ ଏମାନଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ବଲିଉଡର ଏପରି ୬ଟି ତାରକାଙ୍କ ଉପରେ ନଜର ପକେଇ ନେବା।
ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।
ପେଟ ଭିତରେ କଏନ୍ ଗଦା । ଅପରେସନ୍ କଲା ତିନି ଜଣିଆ ଡାକ୍ତରୀ ଟିମ୍ ।
ଜିଲ୍ଲାପାଳ ସାର୍ ଏବେ ମୋର ସ୍ତ୍ରୀ ଗୋଟେ ଦରକାର । ଦୟାକରି କିଛି କରନ୍ତୁ ।
ପ୍ରଖ୍ୟାତ ଲେଖକ ଚେତନ୍ ଭଗତ ଏବଂ ନିଜର ଅଜବଗଜବ ପରିଧାନ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ ମଧ୍ୟରେ ଚାଲିଛି ସୋସିଆଲ୍ ମିଡିଆ ଓ୍ୱାର୍
ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।
ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ସାନିଆ ଓ ସୋଏବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଆଉ ଏସବୁ ପଛର କାରଣ ପାକ୍ ଅଭିନେତ୍ରୀ ଆୟେସା ଓମାର ବୋଲି ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାକୁ ନେଇ ଆୟେସା ମୁହଁ ଖୋଲିଛନ୍ତି।
କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍ଅପ୍ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।
ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍ସାଇଟ୍- www.kvsangathan.nic.in କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।
ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍।
ସରକାରୀ ଚାକିରି ତାହା ପୁଣି କେନ୍ଦ୍ର ସରକାରରେ, କିଏ ବା ଖୁସି ନ ହେବ। ଦଶମ ପାଶ୍ କରିଥିଲେ ବି ଆବେଦନ କରିପାରିବେ। BPNL ଏନେଇ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କ ପ୍ରେମରେ ପଡିଥିଲେ। ସେ ତାଙ୍କୁ ୫ ବର୍ଷ ଧରି ଡେଟ୍ କରୁଛନ୍ତି। ସମସ୍ତେ ଜାଣିଥିଲେ ଉଭୟ ବିବାହ କରିବେ। ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକେଇ ଦେବ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କାର୍ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।
ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।
ସାବତ ଝିଅକୁ ମାରିବା ପାଇଁ ଏକ ବାକ୍ସରେ ବନ୍ଦ କରିଦେଇଛି ମାଆ । ଆଉ ସେହି କୁନି ଝିଅକୁ ମାତ୍ର ୯ ବର୍ଷ ।