ଭାରତରେ ୧ରୁ ଅଧିକ ବିବାହ ଆଇନ ସମ୍ମତ ନୁହେଁ ବୋଲି ବ୍ୟବସ୍ଥା ରହିଥିବା ବେଳେ ଦେଖାଦେଇଛି ଏକ ଅଜବ ବିବାହ। ଦୁଇ ଭଉଣୀ ଗୋଟିଏ ପୁଅକୁ ବିବାହ କରିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଆଉ ଥାଳିର ଦର ଶୁଣିଲେ ମୁଣ୍ଡ ଚକ୍କର ଖାଇଯିବ । ମାତ୍ର ୫ ପଇସା । ହଁ, ଠିକ୍ ଶୁଣିଛନ୍ତି ୫ ପଇସାରେ ପେଟ ଭର୍ତ୍ତି ଖାଦ୍ୟ ।
୨୫୦ ୱାର୍ଡ, ୩ ହଜାର ୬୩୮ ପୋଲିଂ ବୁଥ୍ । ଦିଲ୍ଲୀ ମହାନଗର ନିଗମ ବା MCD ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଚାଲିଥିଲା ଭୋଟ୍ ଗ୍ରହଣ ।
ମଣ୍ଡପରେ ଥିବା ବରଙ୍କୁ ଭେଟି କହୁଛନ୍ତି, ‘ଆପଣ କିଏ, ଆପଣଙ୍କ ନାଁ କ’ଣ ଆମେ ଜାଣୁନା।
ସାଧାରଣ କଥା ବା ବସ୍ତୁ କିମ୍ବା କୌଣସି ପରିସ୍ଥିତିକୁ ନେଇ ଅଯଥା, ଅହେତୁକ କିମ୍ବା ମାତ୍ରାଧିକ ଭୟ କରିବା ମାନସିକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ, ଯାହାକୁ ଡାକ୍ତରି ଭାଷାରେ "ଫୋବିଆ (Phobia)" କୁହାଯାଏ। ତେବେ ଫୋବିଆ କେତେ ପ୍ରକାର, କିପରି କରିବେ ଚିକିତ୍ସା ଆସନ୍ତୁ ଜାଣିବା।
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା।
ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତା ନାଦବ ଲାପିଡ୍ 'ଦ କାଶ୍ମୀର ଫାଇଲ୍ସ'କୁ ଏକ ପ୍ରଚାରଧର୍ମୀ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରିଥିଲେ। ସେବେଠାରୁ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ ଲାପିଡ୍ଙ୍କ ସାଥୀ ଜୁରୀ ସଦସ୍ୟ ମଧ୍ୟ ତାଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି।
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ଅଳିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଜାତୀୟ ରାଜଧାନୀର ଆବର୍ଜନାର ପାହାଡକୁ ପରିଦର୍ଶନ କରିଛନ୍ତି। ବିଜେପିରୁ ନାଗରିକ ସଂସ୍ଥାର ନିୟନ୍ତ୍ରଣକୁ ମୁକାବିଲା କରିବା ପାଇଁ ଆପ୍ ଏକ ସର୍ବଦଳୀୟ ଅଭିଯାନ ଆରମ୍ଭ କରିଛି।
ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍କଟ୍ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର।
ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।
୨୦୨୩କୁ ନେଇ ବାବା ଭେଙ୍ଗା ଦେଇଛନ୍ତି ଭୟଙ୍କର ଭବିଷ୍ୟବାଣୀ। ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ନିଜ ପସନ୍ଦ ଅନୁସାରେ ବାପାମାଆ ପିଲା ଜନ୍ମ କରିପାରିବେ ଭଳି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଓ ବିପଦଜନକ ଭବିଷ୍ୟବାଣୀ।
ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ ଓ ଚଳିତ ବର୍ଷର ଥିମ୍ ଉପରେ ନଜର ପକେଇନେବା।
ଦେବ ଆନନ୍ଦ ବଲିଉଡ୍କୁ ଦେଇଛନ୍ତି ଅନେକ ରୋମାଣ୍ଟିକ୍ ଫିଲ୍ମ। ତାଙ୍କ ଫିଲ୍ମ ଦେଖି ଅନେକ ପ୍ରେମୀ ଉତ୍ସାହିତ ହେଉଥିଲେ। ଏହି ରୋମାଣ୍ଟିକ୍ ହିରୋଙ୍କର କିନ୍ତୁ ରୋମାଣ୍ଟିକ ଜୀବନ ଖୁବ ଦୁଖଦଃ ଥିଲା। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ତାଙ୍କ ସହ ଜଡିତ ପ୍ରେମ କାହାଣୀ ଉପରେ ନଜର ପକେଇ ନେବା।
ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି ବିଶ୍ୱମୁକୁଟ?
ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍। ଖୁବ୍ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି।
ଏକ ମେସିନ୍କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।
ମନ୍ଦିରର ପବିତ୍ରତା ବଜାୟ ରଖିବାକୁ ଏହି ପଦକ୍ଷେପ ।
ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି।
୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।
ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।
ତାଇୱାନ୍ର ଜଣେ ବ୍ୟକ୍ତି ଯିଏ କି ଏତେ ଅଳସୁଆ ଯେ, ସାଙ୍ଗରେ ମୋବାଇଲ ନେବାକୁ ବି ତାଙ୍କୁ କଷ୍ଟ ଲାଗେ ।
ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।