• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୩.୨୪ ଗତେ ମୀନ,ତିଥି – ୧୦ମୀ ରାତ୍ରି ୦୨.୪୬ ଗତେ ୧୧ଶୀ,ଘାତ ଚନ୍ଦ୍ର – ମିଥୁନ, ମୀନ ରାତ୍ରି ୦୩.୨୪ ଗତେ ଧନୁ,ଘାତ ବାର – ମେଷ,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ ଦିବା ୧୦.୧୬ ଗତେ ୨ ପାଦ-କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ।

ଶୁଭ ସମୟ:

ପ୍ରାତଃ ୦୫.୧୫ ରୁ ୦୯.୩୩

ଦିବା ୦୧.୨୦ ରୁ ୦୧.୫୨

ସନ୍ଧ୍ୟା ୦୬.୫୫ ରୁ ୦୯.୦୭

ରାତ୍ରି ୧୨.୦୫ ରୁ ୦୧.୦୫

ରାତ୍ରି ୦୨.୨୮ ରୁ ୦୩.୦୨

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୩୩ ରୁ ୦୬.୧୦

କାଳବେଳା – ଦିବା ୧୧.୪୩ ରୁ ୦୧.୨୦

ବାରବେଳା – ଦିବା ୧୦.୦୬ ରୁ ୧୧.୪୩

କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୨୮

OTV is now on Whatsapp

Join and get latest news update delivered to you via whatsapp

Join Now