OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।
ମନସ୍ତତ୍ୱବିତ ଓ ସ୍ନାୟୁ ରୋଗ ବିଭାଗ ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା' ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ ।
ପଞ୍ଜାବୀ ଫିଲ୍ମ ‘କ୍ୟାରୀ ଅନ୍ ଜଟ୍ଟା ୩’ପ୍ରମୋସନ୍ ବେଳେ କପିଲ୍ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଆମୀର ।
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।
ଅଲ୍ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି ।
ଜୁନ୍ ୧ ରୁ ଘର ପିଛା ଶହେ ୟୁନିଟ୍ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍ ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ।
ମେଡିକାଲ୍ କଲେଜରେ ତ୍ରୁଟି ଦେଖିବାକୁ ମିଳିଲେ ତ୍ରାହି ନାହିଁ . . .ମାନ୍ୟତା ରଦ୍ଦ କରୁଛନ୍ତି ସରକାର . .
ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା। ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା।
ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ବସ୍ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା।
ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍ ଖୋଲି ସିଧା ପ୍ଲାଟ୍ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚଳନ୍ତା କାର୍ର ଛାତ ଉପରେ ପୁଶ୍-ଅପ୍ ମାରିଲେ ଯୁବକ। ଖାଲି ଏତିକି ନୁହେଁ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍ ରହିଥାଏ। ଏହି ବର୍ଷର ଥିମ୍ ରହିଛି We Need Food, Not Tobacco
ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।
ସେ ଟ୍ୱିଟ୍କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍ ଖୁସି ଓ ଆଶାବାଦୀ ।
ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ପରୀକ୍ଷାର୍ଥୀଙ୍କ କାନରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷାର୍ଥୀଙ୍କ କାନର କେନାଲରେ ଛୋଟ ବ୍ଲୁ-ଟୁଥ୍ ରଖାଯାଇଥିଲା।
LIC ଧନ ରେଖା ପ୍ଲାନ୍ ହେଉଛି ଏକ କ୍ୟାସ୍ ବ୍ୟାକ୍ ଯୋଜନା । ଯାହା ପଲିସିଧାରୀମାନଙ୍କୁ ବାରମ୍ବାର ରିଟର୍ଣ୍ଣ ପ୍ରଦାନ କରେ । ତାହାଛଡ଼ା ଏହି ପ୍ଲାନର ଶେଷ ବେଳକୁ ପଲିସିଧାରୀ ଭଲ ଲାଭ ପାଇପାରିବେ । ହିତାଧିକାରୀଙ୍କ ମୃତ୍ୟୁ ହେଲେ ମଧ୍ୟ LIC ଭଲ ରିଟର୍ଣ୍ଣ ଦେବ ।
ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।
ଜଣେ ବାପା ସାରା ଜୀବନ ଅନେକ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଛନ୍ତି । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ପାଠ ପଢ଼ାଇ ଡାକ୍ତର କରିଛନ୍ତି । ହେଲେ ସେହି ବାପା-ମା’ଙ୍କୁ ମିଳିଛି ନା ସାହା ନା ମିଳିଛି ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସୁଖ ।
ବିବାହ ଉପହାର ଦେଖି ନବଦମ୍ପତି କାବା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସରକାର ଏ କି ପ୍ରକାର ଉପହାର ଦେଲେ . . ?
ବ୍ୟକ୍ତି ଜଣକ ଭୁଲବଶତଃ ଏକ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିବା ପୋଲିସ ଅନୁମାନ କରୁଛି।
RBI ଲିଗାଲ୍ ଅଫିସର୍, ମ୍ୟାନେଜର୍(ଟେକ୍ନିକାଲ୍ ସିଭିଲ୍), ଆସିଷ୍ଟାଣ୍ଟ ମ୍ୟାନେଜର୍(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।