ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ଭାଇରାଲ୍ ହେଇଛି ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ ହେବାର ଭିଡିଓ। ଜଣେ ଧରିଛି ଚପଲ, ଆଉ ଜଣେ ବୋତଲ। ପରସ୍ପରଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଲୋକେ କହିଲେ “ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।”
ଗୁଗୁଲ କ୍ଲାଉଡ୍ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍ଫର୍ମ ।
ଦ୍ୱାଦଶ ପାଶ୍ କରି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରର କ୍ୟାବିନେଟ୍ ସଚିବାଳୟରେ ଚାକିରି ଅଛି। ତୁରନ୍ତ ଆବେଦନ କରନ୍ତୁ। ଚୟନ ହେଲେ ମାସକୁ ୯୨ ହଜାର ଟଙ୍କା ଦରମା ମିଳିବ।
ଅଭିନେତ୍ରୀ ସ୍ୱରା ଭାସ୍କର ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ଫେବୃଆରୀରେ ସେ ରେଜେଷ୍ଟ୍ରୀ ମ୍ୟାରେଜ୍ କରିଛନ୍ତି। ଏହି ମାସରେ ପ୍ରଥମ ଶିଶୁକୁ ଜନ୍ମ ଦେବେ ବୋଲି କହିଲେ ସ୍ୱରା।
ଶିକାର ହେଉଥିଲେ ନୀରିହ...ଅନଲାଇନ୍ ଗେମିଂ ଆପ୍ 'ଫୋର୍ଟନାଇଟ୍' ରେ ଜାଲ ବିଛାଇଥିଲା ଅଭିଯୁକ୍ତ ।
ଏତେ ବର୍ଷର କ୍ୟାରିଅରରେ ଐଶ୍ୱର୍ଯ୍ୟା ରାୟ ନିଜର ଏକ ଶକ୍ତିଶାଳୀ ନେଟ୍ୱର୍ଥ କରି ଦେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କଠାରୁ ବି ଅଧିକ। ତାଙ୍କ ମୋଟ ସମ୍ପତ୍ତି ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।
ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି।
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଚକୋଲେଟ୍, ଖେଳନା ପାଇଁ ଜିଦ୍ କରୁଥିଲା ଝିଅ। ସବୁବେଳେ ଝିଅର ଏଭଳି ଡିମାଣ୍ଡ୍କୁ ନେଇ ବିରକ୍ତ ହୋଇଯାଇଥିଲା ବାପା। ପରିସ୍ଥିତି ଏମିତି ହୋଇଥିଲା ଯେ, ୩୭ ବର୍ଷୀୟ ବ୍ୟକ୍ତି ଜଣକ ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ।
ନିଷ୍ଠୁର ଏକଛତ୍ରବାଦୀ ଶାସକମାନଙ୍କ ମଧ୍ୟରେ ହିଟ୍ଲର୍ଙ୍କୁ ଗଣନା କରାଯାଏ। ଏକ ନିଲାମ ପ୍ରତିଷ୍ଠାନ ହିଟଲରଙ୍କ ପେନ୍ସିଲ୍କୁ ନିଲାମ କରିବାକୁ ଘୋଷଣା କରିଛି। ଲକ୍ଷାଧିକ ଟଙ୍କାରେ ହୋଇପାରେ ବିକ୍ରି।
ଶୁବମନ୍ ୧୫ଟି ଟେଷ୍ଟ ଖେଳିଥିବା ବେଳେ ଆଭରେଜ୍ ରନ୍ରେଟ୍ ୩୪.୨୩ ରହିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଟି ଲେଖାଏଁ ଚେଷ୍ଟ ମ୍ୟାଚ ଖେଳିଛନ୍ତି।
ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ ହେବ। ଏହାପୂର୍ବରୁ ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଯାଇଛି।
ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ୍ ହୋଇଯାଇଥିଲା। ଏହାକୁ କମେଇବା ପାଇଁ ଆପଣେଇ ନେଲେ ଅଜବ ଉପାୟ। ୭ ମାସ ପାଇଁ ଘରୁ ଫେରାର୍ ହୋଇଗଲେ। ଯେତେବେଳେ ଫେରିଲେ ୬୩ କିଲୋ ଓଜନ କମିଯାଇଥିଲା। ଏହା କିପରି ହେଲା ସମ୍ଭବ? ଜାଣିବା ପାଇଁ ପଢନ୍ତୁ…
୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।
୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।
ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କର୍ଣ୍ଣାଟକର ଏକ ରେଲ୍ୱେ ଟ୍ରାକ୍ରେ ଜଣେ ନାବାଳକ ଛୋଟ ଛୋଟ ପଥର ରଖିଥିବା ଘଟଣା ସାମ୍ନାକୁ ଆସିଛି।
ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଏହି ଜେଡ ପଟ୍ ।
ଏମାନେ ଚୋରି କରିବା ପୂର୍ବରୁ ଯୋଜନା କରନ୍ତି। ପ୍ରଥମେ ବାପା, ମା ଘର ଚାରିପାଖେ ବୁଲନ୍ତି, ଇସାରା ଦେବା ପରେ ଦୁଇ ପୁଅ ଘର ଭିତରେ ପ୍ରବେଶ କରି ଚୋରି କରନ୍ତି।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆପଲ୍ ୧୫ ଇଞ୍ଚ ମ୍ୟାକ୍ବୁକ୍ ଏୟାର ଲଞ୍ଚ୍ କରାଯାଇଛି। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ୧୫ ଇଞ୍ଚ୍ର ଲାପ୍ଟପ୍। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ)
ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।