ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ମୋଦିଙ୍କ ସହ କଥା ହେଲେ ନବୀନ ।
୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଆଇଏଏସ୍ଙ୍କ ଘରେ ପଡିଥିଲା ହୋମଗାର୍ଡଙ୍କ ଡ୍ୟୁଟି । ରାସ୍ତା ଉପରେ ଡ୍ୟୁଟି କରିବାକୁ ଅଫିସର ଦେଲେ ନିର୍ଦ୍ଦେଶ । ହେଲେ ମାନିଲେନି ହୋମଗାର୍ଡ଼...ବାସ୍ ରାଗିଗଲେ ଅଫିସର, ମାରିଲେ ମାଡ । ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଅଛନ୍ତି ହୋମଗାର୍ଡ
ଭାରତୀୟ ରେଳବାଇ କୋଚ୍ ଫ୍ୟାକ୍ଟ୍ରି (ICF) ଅଧୀନରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଅନ୍ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୨ ପଦବୀ ପୂରଣ ହେବ।
ISRO ମୁଖ୍ୟ ଏସ୍ ସୋମନାଥଙ୍କ କହିବାନୁଯାୟୀ, ମହାକାଶଚାରୀଙ୍କୁ ମିଶନ ସମୟରେ ଭାରତୀୟ ଖାଦ୍ୟ ପରଷାଯିବ । ହେଲେ ଧିରେ ଧିରେ ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ଏହାର ବିକଳ୍ପ ଚିନ୍ତା ମଧ୍ୟ କରାଯାଉଛି ।
କୁହାଯାଏ ବିପଦ ଯେତେବେଳେ ଆସେ, ତାର ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ ଓ ପୀଡ଼ିତଙ୍କୁ ଚାରିଆଡୁ ମାଡ଼ି ବସେ ।
ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।
ପ୍ରତିବର୍ଷ ୩ ଜୁନ୍କୁ ‘ବିଶ୍ୱ ସାଇକେଲ୍ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?
କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।
ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।
କଥାଟି ଯେତିକି ସରଳ ତା’ଠାରୁ ହଜାରେ ଗୁଣ ଅଧିକ ଯନ୍ତ୍ରଣାଦାୟକ...ବୀଭତ୍ସ। କାରଣ ଜଣେ ବାପା-ମା’ଙ୍କ କୋଳ ଖାଲି ହୋଇଯାଇଛି । ଜଣେ ଭଉଣୀ ତା’ର ମାତ୍ର ୯ ବର୍ଷର କୁନି ଭାଇକୁ ବାରମ୍ବାର ଛୁରୀ ଭୁସି ଭୁସି ହତ୍ୟା କରିଛି ।
ଆଜି ଅନ୍ତର୍ଜାତୀୟ ଯୌନ କର୍ମୀ ଦିବସ। ଲୋକେ ତ ନିଜର ଯୌନ ତୃଷ୍ଣାକୁ ଶାନ୍ତ କରିବା ପାଇଁ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଥା ହେବା ପାଇଁ ମଧ୍ୟ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ଆଉ ଟଙ୍କା ବି ଦିଅନ୍ତି। ଏହାର କାରଣ କ’ଣ…
ଭାରତୀୟ ବାୟୁସେନାରେ ଯୋଗ ଦେଇ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏୟାରଫୋର୍ସ କମନ୍ ଆଡମିଶନ ଟେଷ୍ଟ୍(AFCAT) ୨୦୨୩ ପାଇଁ ବିଜ୍ଞପ୍ତି ଜାରି ହୋଇଛି। AFCAT II ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।
ବିଶ୍ୱରେ ଶାନ୍ତି ଓ ମୈତ୍ରୀର ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।
ସଞ୍ଜୟ ଦତ୍ତ ଏୟାର୍ପୋର୍ଟରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଞ୍ଜୁ ବାବା ବଡ଼ ଷ୍ଟାଇଲ୍ରେ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସାଇଡ୍କୁ ଠେଲିଦେଇଥିଲେ। ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ଏହି ଭିଡିଓ।
'ଦ କେରଳ ଷ୍ଟୋରୀ' ଉପରେ ମତ ଦେଇ ମନୋଜ ତିୱାରୀଙ୍କ ଟାର୍ଗେଟ୍କୁ ଆସିଛନ୍ତି ନାସିରୁଦ୍ଦିନ ଶାହା। ଅଭିନେତା ଏହି ଫିଲ୍ମକୁ ବିପଜ୍ଜନକ କହିବାରୁ ମନୋଜ ତାଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି କିଛି ଅସୁବିଧା ଥିଲେ ସେ କୋର୍ଟକୁ ଯାଇପାରିବେ।
ତତ୍କ୍ଷଣାତ୍ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।
ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା।
ରାସ୍ତା କଡରେ ନୁହେଁ ବରଂ ଅଡି କାର୍ରେ...ବୁଲିବୁଲି ବିକୁଛନ୍ତି ଚା’...ଏତେ ଟେଷ୍ଟି ପିଇବା ପରେ ଜାଣିବେ
ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍ଅପ୍ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର।
ଏହି ବନାନ ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୧୧ ନିୟୁତ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୧ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୧ଜଣଙ୍କ ମଧ୍ୟରେ ଦେବ ଥିଲେ।
ସମୁଦ୍ର ପଥରେ ଶ୍ରୀଲଙ୍କାରୁ ଭାରତକୁ ସୁନା ଚୋରା ଚାଲାଣର ମହାଖୁଲାସା ହୋଇଛି। ମାଛଧରା ଡଙ୍ଗାରୁ ୩୨ କେଜି ୬ ଶହ ଗ୍ରାମର ସୁନା ମିଳିଛି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା ! କାରଣ ଅଳ୍ପ କିଛି ଦଶନ୍ଧି ପରେ ହୁଏତ ରାତି ଆକାଶରେ ଆଉ ତାରା ଦେଖାଯିବନି। ଗବେଷକମାନେ ଏଭଳି ଆକଳନ କରିବା ପଛର କାରଣ ହେଉଛି ଆଲୋକ ପ୍ରଦୂଷଣ।