• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

broken vehicle
ମଝି ରାସ୍ତାରେ ଖରାପ ହେଲା ଗାଡ଼ି : ଗଧ ଡାକି ସୋ'ରୁମ୍‌ରେ ଗାଡ଼ି ଛାଡି ଦେଇ ଆସିଲେ ମାଲିକ

ନୂଆ କିଣୁକିଣୁ ଖରାପ । ବାରମ୍ବାର ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବାରୁ ରାଗିଗଲେ ମାଲିକ । ଗଧ ଡାକିଲେ, ଟାଣିଟାଣି ନୂଆ ଗାଡିକୁ ସୋ’ରୁମ୍‌ରେ ଛାଡିଲେ

Salman Khan On Getting Death Threats
‘ମୋ ଚାରିପାଖେ ଏତେ ବନ୍ଧୁକ ଅଛି ଯେ...’ ଜୀବନରୁ ମାରିଦେବାର ଧମକ ନେଇ ଏମିତି କହିଲେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଥିବାବେଳେ ତାଙ୍କୁ ଜୀବନରୁ ମାରିଦେବାର ଧମକ ବାରମ୍ବାର ମିଳୁଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷରେ ସଲମାନ ମୁହଁ ଖୋଲିଛନ୍ତି।

murder
ବ୍ୟାଗ୍‌ରେ ମୁଣ୍ଡ, ଆଉ ସବୁ ଅନ୍ୟ ବ୍ୟାଗ୍‌ରେ : ନାବାଳିକା ସ୍ତ୍ରୀକୁ ଗଡ଼ ଗଡ଼ କରି ହାଣିଦେଲା ସ୍ୱାମୀ

ସ୍ୱାମୀ ନାଁରେ କଳଙ୍କ । ନିଜ ନାବାଳିକା ସ୍ତ୍ରୀକୁ ମାରି ପକାଇଲା . .

bride
ଅଧା ରାସ୍ତାରେ କାର୍‌ରୁ କନ୍ୟା ଫେରାର୍‌ । କାନମୁଣ୍ଡ ଆଉଁସି ଘରକୁ ଫେରିଲା ବର

ସ୍ୱାମୀ ବିରୋଧରେ ଅଜବ ଅଭିଯୋଗ ଆଣି ମଝି ରାସ୍ତାରୁ ଛୁ ମାରିଲା କନ୍ୟା

Gas Leak in Ludhiana
ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୧୧ ମୃତ, ୧୧ ଗୁରୁତର

ଗିୟାସପୁରାର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ଅଘଟଣ ଘଟିଛି ।

Gold Price Today
Gold Price Today 30th April 2023: ସୁନା ଦରରେ ପରିବର୍ତ୍ତନ, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।

mobile phone
ବସ୍‌ରେ ବିନା ହେଡ୍‌-ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ ! ୩ ମାସ ଜେଲ୍‌?

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

Rishi Kapoor death anniversary
Rishi Kapoor Death Anniversary: ୮୦ ଦଶକର ଚର୍ଚ୍ଚିତ ପ୍ରେମୀ ଋଷି-ନୀତୁ କପୁର

ଆଜି ସିନା ଏ ଦୁନିଆରେ ଋଷି କପୁର ନାହାଁନ୍ତି, କିନ୍ତୁ ତାଙ୍କ ଜୀବନସାଥୀ ନୀତୁ କପୁର ତାଙ୍କୁ ଆଜି ବି ଝୁରି ହୁଅନ୍ତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା। ଉଭୟଙ୍କୁ ବଲିଉଡର ରୋମାଣ୍ଟିକ୍ ଦମ୍ପତି ବୋଲି କୁହାଯାଉଥିଲା। ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା।

 panchanga
Today Panchang 30th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ରବିବାରରେ ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Man Ki Baat
ଆଜି ସେଞ୍ଚୁରୀ ମାରିବ ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ରେଡିଓରେ ପ୍ରସାରିତ ହେବ ଶହେତମ ଅଧ୍ୟାୟ

ଆଜି ଦେଶବାସୀଙ୍କୁ ମୋଦି କ’ଣ କହିବେ, ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ ।

Puducherry govt
ମହିଳା କର୍ମଚାରୀଙ୍କୁ ବଡ଼ ଭେଟି, ପୂଜାପାଠ ପାଇଁ ମିଳିବ ଛୁଟି

ଏଣିକି ମହିଳା କର୍ମଚାରୀଙ୍କୁ ପୂଜାପାଠ କରିବା ପାଇଁ ଅଫିସ୍‌ ପକ୍ଷରୁ ଛୁଟି ପ୍ରଦାନ କରାଯିବ ।

Mann Ki Baat
ସେଞ୍ଚୁରି ମାରିବ 'ମନ୍ କୀ ବାତ୍' ! ସେଦିନର ଅଭିନବ ପ୍ରୟାସ କାଲି ଐତିହାସିକ ପାଲଟିବ

ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ

IG shares important info on naxal attack
ଦାନ୍ତେୱାଡାରେ ନକ୍ସଲ ହମ୍‌ଲା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଆଇଜି

ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍‌ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

Twitter locks news agency ANI account
ନ୍ୟୁଜ୍‌ ଏଜେନ୍ସି ANIର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ବ୍ଲକ୍‌ ! ନାବାଳକ ଦର୍ଶାଇ କାର୍ଯ୍ୟାନୁଷ୍ଠାନ

ଏଲନ୍‌ଙ୍କର ଏ କି ପାଗଳାମୀ । ନ୍ୟୁଜ୍‌ ଏଜେନ୍ସି ANIକୁ ନାବାଳକ ଦର୍ଶାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Arjun rampal girlfriend gabriella demetriades announces second pregnancy
ପୁଣି ମା’ ହେବେ ଅର୍ଜୁନ ରାମପାଲ୍‌ଙ୍କ ମଡେଲ ଗାର୍ଲଫ୍ରେଣ୍ଡ୍ ଗାବ୍ରିଏଲା

ଅର୍ଜୁନ ରାଜପାଲଙ୍କ ଗର୍ଲଫ୍ରେଣ୍ଡ ତଥା ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡେମେଟ୍ରିଏଡସ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଅର୍ଜୁନ କିନ୍ତୁ ଅର୍ଜୁନ ଚତୁର୍ଥ ଥର ପାଇଁ ବାପା ହେବା ହେବେ। ଏହା କେମିତି ହେଲା ଜାଣିବା ପାଇଁ ପଢନ୍ତୁ।

Rajnath Singh
ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ରାଜନାଥଙ୍କ ଆହ୍ୱାନ

SCO ବୈଠକରେ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Who is Johnny lever guru
ସେ କିଏ, ଯିଏ ଜନି ଲିଭର୍‌ଙ୍କୁ ଶିଖେଇଛନ୍ତି ହସେଇବାର କଳା

ଯଦି କୌଣସି ଫିଲ୍ମରେ ଜନି ଲିଭର ଅଛନ୍ତି ତେବେ ଏହା ଗ୍ୟାରେଣ୍ଟି ଯେ ଚଳଚ୍ଚିତ୍ରଟି କମେଡିରେ ଭରପୂର ଥିବ। ଜନି ଲିଭର ସବୁଠାରୁ ଗମ୍ଭୀର ସମୟରେ ମଧ୍ୟ ଦର୍ଶକଙ୍କୁ ହସେଇଦେବାର କଳା ଜାଣନ୍ତି। ତାଙ୍କ ଗୁରୁ ମଧ୍ୟ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା। ଆସନ୍ତୁ ଜାଣିବା ସେ କିଏ?

Hydrogen energy Boats
ଦେଶର ପ୍ରଥମ ହାଇଡ୍ରୋଜେନ୍ ଏନର୍ଜି ବୋଟ୍, ଆବଶ୍ୟକ ନାହିଁ ପେଟ୍ରୋଲ-ଡିଜେଲ

କଲେଜର ‘ସି ଶକ୍ତି’ ଟିମ୍‌ର ୧୦ ଜଣିଆ ସଦସ୍ୟ ଏହି ବୋଟର ନିର୍ମାଣ ଓ ଡିଜାଇନ କରିଛନ୍ତି।

Tremendous opportunity job in NCERT
NCERTରେ ବାହାରିଲା ଚାକିରି; ଭୁବନେଶ୍ୱରରେ ବି ମିଳିବ ନିଯୁକ୍ତି

NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।

atiq ahmed shooters did call before shootout sit found details
ଅତିକ୍‌-ଅଶ୍ରଫଙ୍କୁ ମାରିବ ପୂର୍ବରୁ ସୁଟର କାହାକୁ କରିଥିଲେ ଶେଷ କଲ ! SIT ହାତରେ ଲାଗିଛି ତଥ୍ୟ...

ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।

Low Pressure Area Likely To Form Around May 5
ଆସୁଛି ଲଘୁଚାପ ! ହେବ କି ବାତ୍ୟା ? ଏମିତି କହିଲେ IMD ଡିଜି...

ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Business Idea, Carrier Tips
Career Tips: ଅତି ସହଜରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୯୦ ହଜାର ରୋଜଗାର

ଖୁବ୍‌ କମ୍‌ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍‌ ୱାସିଂ ବ୍ୟବସାୟକୁ ପ୍ରଫେସ୍‌ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି । 

fashion designer muskan narang found hanging in bedroom
‘ମୁଁ ବହୁତ ଚେଷ୍ଟା କଲି’...ଫ୍ୟାଶନ ଡିଜାଇନରଙ୍କ ମୃତ୍ୟୁର ପୂର୍ବର ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚା

ବେଡ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Sani Dev, Horoscope
ଶନିଙ୍କ ବିପରିତ ଗତି ଯୋଗୁଁ ୫ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆସିବ ବଡ଼ ସଂକଟ

ଲୋକେ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତି ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ।

9 Andhra School Students Die By Suicide After Exam Results
ରେଜଲ୍ଟ ବାହାରିବା ପରେ ଆତ୍ମହତ୍ୟା କଲେ ୯ ଛାତ୍ରଛାତ୍ରୀ ! 

ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।