RBI ଲିଗାଲ୍ ଅଫିସର୍, ମ୍ୟାନେଜର୍(ଟେକ୍ନିକାଲ୍ ସିଭିଲ୍), ଆସିଷ୍ଟାଣ୍ଟ ମ୍ୟାନେଜର୍(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପାନ୍-ଆଧାର ଲିଙ୍କ୍ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍-ଆଧାର ଲିଙ୍କ୍ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।
ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍ର ପ୍ରତିଟି ବଲ୍ ଫ୍ୟାନ୍ସଙ୍କ ଛାତିକୁ ଧଡ଼ଧଡ଼ କରୁଥିଲା । ଚାମ୍ପିଅନ୍ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ହିଁ ନିର୍ଣ୍ଣାୟକ ହେଲା।
ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ।
ପାଣି ଶୁଖାଇବା ଘଟଣା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେ ଅପଚୟ କରିଥିବା ପାଣିର ମୂଲ୍ୟ ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।
ନାବାଳିକା ପ୍ରେମିକାକୁ ନିର୍ମମ ହତ୍ୟା କରିବା ପରେ କିଲର୍ ବୟଫ୍ରେଣ୍ଡ୍ ମନରେ କୌଣସି ଅନୁତାପ ନାହିଁ ।
୭ଟି କୃତ୍ରିମ ଉପଗ୍ରହ ବା ସାଟେଲାଇଟର ପ୍ରଣାଳୀ ହେଉଛି ନାଭିକ୍ ।
ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।
ମ୍ୟାଚ୍ ଜିତିବା ପରେ ରବୀନ୍ଦ୍ର ଜାଡ଼େଜା ଭାବପ୍ରବଣ ହୋଇଯାଇଥିଲେ। ଦୌଡ଼ି ଯାଇ ସେ ଏମ୍ଏସ୍ ଧୋନିଙ୍କୁ ଆଲିଙ୍ଗନ କରିଥିଲେ। ଏହାସହ ଇମୋସନାଲ୍ ହୋଇ ଜାଡ଼େଜା ପତ୍ନୀ ରିଭାବାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଆଲିଙ୍ଗନ କରିଥିଲେ।
୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସହରାଞ୍ଚଳରେ ସର୍ବାଧିକ ସଂଖ୍ୟାରେ ଚାକିରି ଆଶାୟୀ ଚାକିରି ଅନୁସନ୍ଧାନ କରିଥିବା ବେଳେ ସେହି ଅନୁପାତରେ ଚାକିରି ଆଶାୟୀମାନେ କର୍ମ ନିଯୁକ୍ତି ମଧ୍ୟ ପାଇବାରେ ସଫଳ ହୋଇଛନ୍ତି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ପରେ ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଚାମ୍ପିୟନ ଓ ରନର୍-ଅପ୍ ଟିମ୍କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆୱାର୍ଡ ମଧ୍ୟ ଦିଆଯାଇଥିଲା।
ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD ।
ଅମୃତସରରୁ ବୈଷ୍ଣୋ ଦେବୀ(କଟରା) ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି।
୫ମ ଥର ପାଇଁ ଆପିଏଲର ତାଜ୍ ପିନ୍ଧିଲା ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା ଗୁଜରାଟ ଟାଇଟନ୍ସ।
ତାଙ୍କର ମୃତଦେହ ଏବେ ଆମେରିକାର ଆର୍ଲିଙ୍ଗଟନ୍ ନାସନାଲ ସିମେଟ୍ରୀରେ ରଖାଯାଇଛି ।
ଚୋରମାନଙ୍କ ଆଖି ଚେନ୍ ଉପରେ ରହିଥିବା ବେଳେ ବିବାହିତା ମହିଳାଙ୍କ ବେକରେ ପଡ଼ିଥିବା ମଙ୍ଗଳସୂତ୍ର ଉପରେ ମଧ୍ୟ ରହିଛି ।
ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ଘଟିବା ସମୟରେ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ । ସାଧାରଣ ଭାବେ ଲୋକେ ଯେମିତି ସବୁବେଳେ ଯାଆନ୍ତି ସେମିତି ଯାଆ ଆସ କରୁଥିଲେ ।
ଯେଉଁ ଜୁଇରେ ସାଙ୍ଗକୁ ପୋଡ଼ା ହେଉଥିଲା, ସେହି ଜୁଇକୁ ଡେଇଁ ସାଙ୍ଗ ପ୍ରାଣ ହରାଇଲା । ଏହି ଘଟଣା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ବି ସତ ।
ପିକ୍ଅପ୍ ଟ୍ରକ୍କୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏସ୍ୟୁଭି ଗାଡ଼ି । ଏଥିରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ଏମିତି ସ୍ୱାମୀ କ’ଣ ସତରେ ମିଳିବେ. . .ପ୍ରେମିକ ସହ ଫେରାର ମାରିଥିବା କନ୍ୟାକୁ ବିବାହ କରିବାକୁ ବେଦିରେ ବସିରହିଲା ବର ।
ପାଇଲଟ୍ ଜଣକ ସିଢ଼ିରେ କକ୍ପିଟ୍ ଝରକା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହାପରେ ସେହି ଛୋଟ ଝରକା ଦେଇ ବିମାନ ମଧ୍ୟକୁ ପ୍ରବେଶ କରୁଛନ୍ତି ।