Advertisment

କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ

କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ରାସ୍ତା ଦୁର୍ଘଟଣାରେ ଗୁରୁତର ଅବା ବୋନ୍ ଟ୍ୟୁମର ଆକ୍ରନ୍ତଙ୍କଠାରେ ଏଣିକି ଆଉ କୃତ୍ରିମ ନୁହେଁ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼

author-image
Sarbeswar

କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ରାସ୍ତା ଦୁର୍ଘଟଣାରେ ଗୁରୁତର ଅବା ବୋନ୍ ଟ୍ୟୁମର ଆକ୍ରନ୍ତଙ୍କଠାରେ ଏଣିକି ଆଉ କୃତ୍ରିମ  ନୁହେଁ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼

Advertisment
Cuttack Scb Medical
Advertisment
Advertisment