• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Untitled-1
ଆପଣ ଘରେ ସଙ୍ଗରୋଧ କି? ତେବେ ମାନନ୍ତୁ ଏହି ନିୟମ

କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]

  • Wednesday, 14 July 2021
Untitled-1
ଯୋଗ ଦ୍ୱାରା ଆଣ୍ଠୁଗଣ୍ଠି ବାତ ଦୂର

ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ। ପଦାଙ୍ଗୁଳି ନମନ: ଆସନ ଉପରେ ଗୋଡ଼ ଲମ୍ବାଇ ବସ। ଦୁଇ ପାଦକୁ ସାମାନ୍ୟ ଛଡାରେ ରଖ, ଦୁଇ ହାତ ଦେହ କଡ଼ରେ ନିତମ୍ବର ଟିକେ ପଛରେ ରହିବ ହାତ […]

  • Wednesday, 14 July 2021
Untitled-1
ପୃଥିବୀର ସୁରକ୍ଷା ପାଇଁ ଗଛ ହିଁ ଜରୁରୀ

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ-ଜନ୍ତୁ ଓ ବୃକ୍ଷ-ଲତାକୁ ରକ୍ଷା କରିବା ନେଇ ସାରା ଦୁନିଆକୁ ପର୍ଯ୍ୟାବରଣ ବିଷୟରେ ଅବଗତ କରିବା ନେଇ ପ୍ରତି ବର୍ଷ ଏପ୍ରିଲ ୨୨ ରେ ପୃଥିବୀ ଦିବସ ପାଳନ କରାଯାଉଛି। ୧୯୭୦ରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ୧୯୨ ଦେଶ ଆପଣେଇ ଥିବା ବେଳେ ଆଜି ସାରା ବିଶ୍ଵ ଏହାକୁ ପାଳନ କରୁଛି। ଏହି ଅବସରରେ ପର୍ଯ୍ୟାବରଣକୁ ରକ୍ଷା କରିବା ନେଇ ସମସ୍ତେ ସଙ୍କଳ୍ପ ନେଇଥାନ୍ତି। ଯେପରି କରୋନା ମହାମାରୀକୁ ନେଇ […]

  • Wednesday, 14 July 2021
Untitled-1
ହୁ’ର ମତ : କରୋନା ବେଳେ କ’ଣ ଖାଇବେ କ’ଣ ନ ଖାଇବେ

ଦେଶସାରା କରୋନାର ଦ୍ଵିତୀୟ ଲହର ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ନୂଆ କୋଭିଡ୍ ଷ୍ଟ୍ରେନ୍ ଅଧିକରୁ ଅଧିକ ସଂକ୍ରାମକ ଓ ଆକ୍ରମକ ହେଉଛି। ବିଭିନ୍ନ ସ୍ଵାସ୍ଥ୍ୟ ସଂସ୍ଥା ଲୋକଙ୍କୁ ସଚେତନ ନେଇ ଉପଦେଶମାନ ଦେଇଚାଲିଛନ୍ତି। ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ’) ଲୋକମାନଙ୍କୁ ଖାଇବା ପିଇବାରେ ବିଶେଷ ଧ୍ୟାନ ଦେବା ନେଇ କହିଛି। ତେବେ ଏହି କରୋନାକୁ ମୁକାବିଲା କରିବା ନେଇ ଆମର ଖାଦ୍ୟ କ’ଣ ହେବ ସେ ବିଷୟରେ ହୁ’ କହିଛି। ମହାମାରୀ ସମୟରେ […]

  • Wednesday, 14 July 2021
2
ପେଣ୍ଟିଂ ରଖିବ ଆପଣଙ୍କୁ ଷ୍ଟ୍ରେସ୍ ଫ୍ରି

ଆଜିକାଲି କର୍ମମୟ ଜୀବନ ଯୋଗୁଁ ସମସ୍ତେ ଷ୍ଟ୍ରେସରେ ରହୁଛନ୍ତି। କେହି କେହି ନିଃସଙ୍ଗ ଜୀବନ ଜୀଉଥିବାରୁ ଅନେକ ସମୟରେ ମାନସିକଚାପରେ ରହୁଥିବା ଦେଖାଯାଏ। ତେବେ ପେଣ୍ଟିଂ ଏ ସବୁରୁ ମୁକ୍ତି ଦେବ। ଏହା ଜରୁରୀ ନୁହେଁ ଯେ ସୃଜନାତ୍ମକ ହେବା ନେଇ ଦକ୍ଷ ଚିତ୍ରକର ବନିବା। ଆପଣ ଚାହିଁବେ ଯଦି କିଛି ନ ଶିଖି ଏମିତି ରଙ୍ଗରେ ବା ପେନସିଲରେ କିଛି ବି ନୂଆ କରିବାରେ ଚେଷ୍ଟା କରିପାରିବେ। ଏଭଳି ଚେଷ୍ଟା ଆପଣଙ୍କୁ ବହୁତ ଖୁସି ଦେବା […]

  • Wednesday, 14 July 2021
a
ଏସବୁ ଆସନ କଲେ କମିବ ମୋଟାପଣ

ଦେଶରେ କରୋନାର ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିହେବା ଜରୁରୀ। ତେବେ ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଯୋଗ ନା କେବଳ ଦେହ ଓ ମନକୁ ସୁସ୍ଥ ରଖେ ବରଂ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରରୁ ମୋଟାପା ମଧ୍ୟ ହ୍ରାସ କରେ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଯୋଗାସାନ ବିଷୟରେ କହିବୁ ଯାହାକୁ ଆପଣ ଅଭ୍ୟାସ କରି ଆପଣଙ୍କ ମୋଟାପାକୁ କମ କରିପାରିବେ। ଏହିସବୁ […]

  • Wednesday, 14 July 2021
Corana
ସାମ୍ନାକୁ ଆସିଲା କୋଭିଡ୍ ସଂକ୍ରମଣର ନୂଆ ଲକ୍ଷଣ

ଏକ ବର୍ଷରୁ ଅଧିକ ସମୟ ଧରି ଆମେ କୋଭିଡ୍ ମହାମାରୀ ସହିତ ଲଢେଇକରି ଆସୁଥିବା ବେଳେ ଅନେକ ଲକ୍ଷଣ ବିଷୟରେ ଅବଗତ ହୋଇଚାଲିଛେ। ଏହା ଦ୍ୱାରା ଆମେ ସତର୍କ ହେବା ସହିତ ସଂକ୍ରମିତ ହେବା କ୍ଷଣି ଆବଶ୍ୟକୀୟ ପଦକ୍ଷେପ ନେଇପାରୁଛେ। ଜରହେବା, କ୍ଳାନ୍ତ ଲାଗିବା, ଆଘ୍ରାଣ ଶକ୍ତି କମିଯିବା ଆଦି ସାଧାରଣ ଲକ୍ଷଣ ଯାହା ଆମେ ପୂର୍ବରୁ ଜାଣିଛେ। ଯେହେତୁ ଏହି ମହାମାରୀ ଦୀର୍ଘଦିନ ଧରି ତାର କାଣ୍ଡ ଭିଆଇ ଚାଲିଛି ଏନେଇ ଅଧିକରୁ ଅଧିକ ଅଧ୍ୟୟନ […]

  • Wednesday, 14 July 2021
Weight
ମେସିନ୍ ବ୍ୟବହାର ନ କରି ଜାଣନ୍ତୁ ନିଜର ଓଜନ

ଆଜିକାଲି ସମସ୍ତେ ନିଜ ଓଜନକୁ ନେଇ ଚିନ୍ତିତ। ଏନେଇ ଏହାକୁ କମ୍ କରିବା ନେଇ କିଏ ଜିମ୍ ଯାଉଛି ତ ଆଉ କିଏ ଖାଦ୍ୟରେ ନିୟନ୍ତ୍ରଣ କରୁଛି। ଅନେକ ଅଛନ୍ତି, ଦିନକୁ ୨/୩ ଥର ନିଜକୁ ଓଜନ କରିବାରେ ବ୍ୟସ୍ତ ରହୁଛନ୍ତି। ଏହା କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପରିମାପକର ଠିକ୍ ଉପାୟ ନୁହଁ। ଯଦି ଜଣେ ନିୟମିତ ବ୍ୟାୟାମ କରିବା ସହିତ ସୁସ୍ଥକର ଖାଦ୍ୟ ଉପରେ ନିର୍ଭର କରୁଛି ତେବେ ତା ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। […]

  • Wednesday, 14 July 2021
yoa00000
କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି- “Yoga for Health – Yoga at Home”। କରୋନା କଟକଣା ଭିତରେ ସାମାଜିକ ଦୂରତା ବଜାୟ ରଖି କିଭଳି ଭାବେ ଯୋଗ ଦିବସ ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା। ଯୋଗ ଏପରି ଏକ ଅମୂଲ୍ୟ ଉପହାର ଯାହା ମନ ଓ ଶରୀରକୁ ଶକ୍ତି ଯୋଗାଇଥାଏ। ଯୋଗ ଦ୍ୱାରା ମଣିଷ ସୁସ୍ଥ ରହିବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ। […]

asana999
ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଙ୍କେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ […]

doctor-bad-handwriting
ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ କାହିଁକି ପଢି ହୁଏ ନାହିଁ ? ଜାଣନ୍ତୁ କାରଣ

ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ସମସ୍ତଙ୍କୁ ଯିବାକୁ ପଡ଼େ। ଡାକ୍ତର ରୋଗୀକୁ ଦେଖିବା ପରେ ପ୍ରେସ୍‌କ୍ରିପ୍‌ସନ ଲେଖି ଦିଅନ୍ତି। ହେଲେ ଡାକ୍ତରଙ୍କ ଏହି ପ୍ରେସ୍‌କ୍ରିପ୍‌ସନ ପଢିବା ପାଇଁ ୯୦ ପ୍ରତିଶତ କଷ୍ଟ ହୁଏ । ଏହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ- କାହିଁକି ଡାକ୍ତରମାନେ ଏପରି ଲେଖନ୍ତି କାହିଁକି ? ସବୁ ଡାକ୍ତରଙ୍କ ଅକ୍ଷର କ’ଣ ଖରାପ? ସେ ପୁଣି ଏତେ ଖରାପ ଯେ, ପଢିବା ବେଳେବେଳେ ଅସମ୍ଭବ ହୋଇଯାଏ । ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ […]

  • Sunday, 11 July 2021
65547789877
ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି। ଏମିତି  କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। […]

  • Saturday, 10 July 2021
12
ଖାଇବା ପରେ ଗାଧୋଇବା କାହିଁକି ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ ?

ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍‌ ରହିଲେ, ସ୍ୱାସ୍ଥ୍ୟ ଠିକ୍‌ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]

  • Saturday, 10 July 2021
liver-1
ଲିଭର୍‌ରେ ଅପରିଷ୍କାର ଜମିଲେ ଦେଖାଦେବ ଏଇସବୁ ଲକ୍ଷଣ

ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍‌ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍‌ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ ଖରାପ ଖାଦ୍ୟ ଓ ପାନୀୟ ଯୋଗୁ ଲିଭର୍‌ରେ ଅପରିଷ୍କାର ଜିନିଷ ଜମିଲେ ସମସ୍ୟା ଦେଖାଯାଏ। ଏହାଦ୍ୱାରା କେବଳ ଲିଭର୍‌ର କାର୍ଯ୍ୟଶୈଳୀ ପ୍ରଭାବିତ ହୋଇ ନଥାଏ, ତା’ସହ ଅନେକ […]

  • Saturday, 10 July 2021
white
ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍‌ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍‌ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍‌ ଯୁକ୍ତ ରଙ୍ଗକୁ […]

  • Monday, 05 July 2021
7
ଶରୀରରେ ଭିଟାମିନ୍‌ Dର ପୂରଣ କରିଥାଏ ଛତୁ, ଜାଣନ୍ତୁ ଏହାର ଫାଇଦା

ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଛତୁରେ କ୍ୟାଲୋରୀ କମ୍‌ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ…

  • Friday, 02 July 2021
corona
ମାର୍ଚ୍ଚରେ ବଜାରକୁ ଆସିବ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍‌ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ […]

  • Friday, 02 July 2021
ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ନୂଆଦିଲ୍ଲୀ: କୋଭିଡ୍‌ କଟକଣା ମଧ୍ୟରେ ଆଜି ୩ଟି ରାଜ୍ୟରେ ଖୋଲିଲା ସ୍କୁଲ୍‌। ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲା ଯାଇଛି।  ହେଲେ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିବା ବାଧ୍ୟତାମୂଳକ ନୁହେଁ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ସ୍କୁଲ୍‌ ଆସିବା ନେଇ ସ୍ୱୀକୃତିପତ୍ର ଆଣିଥିବେ ସେମାନଙ୍କୁ କେବଳ କ୍ଲାସ୍ ରୁମ୍‌କୁ ପ୍ରବେଶ ଅନୁମତି ମିଳିବ। ସମସ୍ତ କ୍ଲାସ୍‌ ବିଭିନ୍ନ ସିଫ୍ଟରେ ହେବ। ସ୍କୁଲ ଗୃହକୁ ପ୍ରବେଶ ପୂର୍ବରୁ ଚେୟାର, ଟେବୁଲ ଭଳି […]

  • Friday, 02 July 2021
corona
୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ ପାଖାପାଖି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍‌ ମାମଲା ସାମ୍ନାକୁ ଆସିଛି।  ସେହିପରି ମୃତକଙ୍କ ସଂଖ୍ୟାମ ମଧ୍ୟ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ହ୍ରାସ […]

  • Friday, 02 July 2021
icmr
କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି। ଏହାକୁ ଖୁବ୍‌ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ଏହି ଥେରାପି କେବଳ […]

  • Friday, 02 July 2021
coronavirus
ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ଚିହ୍ନଟ ହେଲେ...

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ […]

  • Friday, 02 July 2021
edappadi-palaniswami
ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍‌ ଦେବାକୁ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍‌ ଯୋଗାଇ ଦେବାକୁ  ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ୱାମୀ। ସେ କହିଛନ୍ତି “କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍ସିନ୍ ଦିଆଯିବ।” ପାଲାନିସ୍ୱାମୀଙ୍କୁ ପୂର୍ବରୁ ବିଜେପି ବିହାରରେ ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛି। ନିର୍ବାଚନୀ ଇସ୍ତାହାରରେ ମାଗଣା ଭ୍ୟାକ୍ସିନ୍ ବିତରଣକୁ ସାମିଲ କରିଛି ଦଳ। ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। “ କରୋନା ବିରୋଧୀ ଲଢ଼େଇରେ ଏନ୍‌ଡିଏ ସରକାର […]

  • Friday, 02 July 2021
cova
ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ନୂଆଦିଲ୍ଲୀ: ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଭିତରେ ଏହି ଟଙ୍କାର ବ୍ୟବସ୍ଥା ହେବ ଓ […]

  • Friday, 02 July 2021
vaccine
ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆଶ୍ୱସ୍ତିର ଖବର।  କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ […]

  • Friday, 02 July 2021
ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

ନୂଆଦିଲ୍ଲୀ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍ । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନ୍‌ଷ୍ଟ୍ରେସନ୍‌  ପକ୍ଷରୁ ରେମଡ୍‌ସିଭିରକୁ ଅନୁମତି ମିଳିଛି। ମେଡିକାଲ୍‌ରେ ଚିିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଆମେରିକାରେ ରେମେଡସିଭିର୍ ଦିଆଯିବ। ଆମେରିକାରେ ରେମେଡସିଭିରକୁ ଭେକ୍ଲୁରୀ ନାଁରେ ବିକ୍ରି ହେବ। ଆମେରିକାରେ ଗତ କିଛି ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରେମେଡସିଭିର୍ ପ୍ରୟୋଗ ନେଇ ହ୍ୟୁମନ୍ ଟ୍ରାଏଲ୍ କରାଯାଇଥିଲା।  କିଛି ପଯର୍ୟାୟରେ ଏହା ଫଳପ୍ରଦ ହେବା ପରେ ଏହାକୁ […]

  • Friday, 02 July 2021