ପାଣି ଆଖିଆ ମାଛର ବେସର ଫ୍ରାଏ... କେମିତି ଘରେ କରିବେ ଏହି ଷ୍ଟାଟର ଆଇଟମ? ଦେଖନ୍ତୁ ମୂଳରୁ ଶେଷ ଯାଏଁ...
ଆଜି ଖୁବ୍ ଜମିବ। ରବିବାରରେ ତିଆରି ହେବ ଚିକେନର ଦମଦାର୍ ରେସିପୀ। ଆଉ ଡେରି ନ କରି ଆରମ୍ଭ କରି ଦିଅନ୍ତୁ ଆଜିର ଏଇ ସ୍ପେଶାଲ୍ ଡିସ୍...
ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପିଆଜ ଶଣ୍ଢା ଚିକେନ୍ କଷା।’ ।
ଭାରି ସୁଆଦିଆ ଦେଶୀ କୁକୁଡ଼ା ବାଉଁଶ ପୋଡ଼ା। ପଖାଳ ହେଉ କି ଗରମ, କି ରୁଟି ଯାହାକୁ ଲଗାଇ ଖାଇଲେ ବି ଭାରି ଟେଷ୍ଟି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଆଦିଆ 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ
ଘରକୁ କୁଣିଆ ଆସିଲେ ଆମେ ସାଧାରଣତଃ ବାହାରୁ ମିଠା ଆଣିଥାଉ । କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ସୁଆଦିଆ ମିଠଆ ପ୍ରସ୍ତୁତ କରି ଘରେ ଅତିଥି ଚର୍ଚ୍ଚା କରିପାକିବେ । ସେଥିପାଇଁ ଆଜି ଆମେ ନେଇ ଆସିଛୁ ମିଠାର ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ସୁଆଦିଆ ‘କାଲାକନ୍ଦ’ ।
ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଦମ୍ ବିରିୟାନି’ ।
ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି ‘କାଜୁ ପନିର’ । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।
ଆପଣ ଲଞ୍ଚ୍ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ଶୁକ୍ରବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍ପଟା ‘ଆଚାରି ଚିକେନ୍’ ।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନୀର’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଗରମାଗରମ୍ ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ? ତେବେ ଏଥିପାଇଁ ଫୁଟପାଥ୍ର ଷ୍ଟଲ୍ ଅବା କୌଣସି ରେସ୍ତୁରାଁକୁ ନଯାଇ, ଘରେ ଆଜି ହିଁ ବନାନ୍ତୁ, ଚଟ୍ପଟା ଆଳୁ ଟିକ୍କି ଚାଟ୍।
ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆମେ ଘରେ ପନିରର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନିଆରା ଓ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଟ୍ୟାଙ୍ଗି ଆଚାରୀ ପନିର’ ।
ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗୋଟା ମସଲା ମଟନ୍ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚଟ୍ପଟା ମସ୍ରୁମ୍’ ।
ସକାଳ ହେଲେ ଘରେ ଜଳଖିଆ ପାଇଁ ପ୍ରସ୍ତୁତି ଚାଲେ । ତେବେ ସବୁବେଳେ ଏକା ପ୍ରକାର ଜଳଖିଆ ଖାଇ ବୋର୍ ଲାଗିଲାଣି କି ? ତାହେଲେ ଡେରି ନକରି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘କଞ୍ଚା କଦଳୀ ପୁରୀ’ । ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଛତୁରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରି ଖାଇଥିବେ । ଆପଣ କେବେ ଛତୁ ପତ୍ର ପୋଡ଼ା ରେସିପି ଖାଇଛନ୍ତି କି । ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘ଛତୁ ପତ୍ର ପୋଡ଼ା’ ।
ଆପଣ ଘରେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥିବେ । ଆପଣ ‘ମକାରେ ତିଆରି ପରଟା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ‘ମକା ପରଟା’ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବୁ।
ଆପଣ କେବେ ‘ଚିକେନ ଭୁନା ମସାଲା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଭୁନା ମସାଲା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ ଭୁନା ମସାଲା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।
ଶୀତଦିନେ ଆସିଲେ ଘରେ ବିଭିନ୍ନ ପ୍ରକାର ସୁଆଦିଆ ଗରମାଗରମ ରେସିପି ତିଆରି କରାଯାଏ । ଆପଣ ଆଗରୁ ଜଳଖିଆରେ 'ପୁରି'ର ରେସିପି ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ପ୍ରକାରର ‘ପୁରି’ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆଳୁ ପୁରି’ ।ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ଘରେ ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ ମିଠାର ରେସିପି ଘରେ ପ୍ରସ୍ତୁତ କରିଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ । ‘ଡ୍ରାଏଫ୍ରୁଟ୍ ଚକୋଲେଟ୍ ବର୍ଫି’ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ସଂଧ୍ୟା ଓ ସକାଳର ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ତେବେ ଚିନ୍ତା ନକରି ଆଜି ହିଁ ଘରେ ବନାନ୍ତୁ ‘ବ୍ରେଡ୍ ପିଜ୍ଜା’ । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ‘ବ୍ରେଡ୍ ପିଜ୍ଜା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଭାରି ସୁଆଦିଆ ମାଣ୍ଡିଆ ଲଡ଼ୁ। ଏମିତି ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡ଼ୁ, ନିଜେ ଖାଇବା ସହ ସାହିପଡ଼ିଶା ଲୋକଙ୍କୁ ବି ଖୁଆନ୍ତୁ..
ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।