ଆଜି ସୋମବାର। ନନଭେଜ ନ ଖାଇ ଖାଆନ୍ତୁ ଭେଜ୍। ମାକେର୍ଟରୁ ପଣସକଠା ଆଜି ତିଆରି କରନ୍ତୁ ଏହି ସ୍ପାଇସି ଆଇଟମ୍...
Published: Pallipuspa Samal
Last updated: 07 March 2022, 10:55 AM IST
ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।