ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...
ଭାକୁର ମାଛ ଦହି ବେସର। ଗରମ ଭାତକୁ ଜମିଯିବ ଜବରଦସ୍ତ ପାଗ...ଟିକିଏ କଂଚାଲଙ୍କା ଆଉ ପାଖୁଡ଼ାଏ ରସୁଣ। ଖାଲି ତ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଥିବେ...ମାଛ କଣ୍ଟାକୁ କାଢୁଥିବେ.....
ଆମ ମାଉସୀଙ୍କ ନାଁ ହରସ ମାଉସୀ। ମାଉସୀ ଏ ବୟସରେ ବି ପୂରା ଚାଙ୍ଗା ଅଛନ୍ତି। ପିଠୋଉ ବଟାବଟି କରି ମୂଳାପତ୍ର ଆଉ ନଡ଼ିଆ କୋରା ପକା ପିଠା ତିଆରୁଛନ୍ତି ମାଉସୀ। ପୂରା ଖାଣ୍ଟି ଗାଉଁଲି ଢଙ୍ଗରେ ଆଜି ପିଠା ନେଉଟେଇବେ। ଚଲାନ୍ତୁ ଦେଖିବା ଆଉ ଟିକେ ଚାଖିବା।