• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Srimandir
ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର, ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ

କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।

Adapa Mandap Bije
ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; କାଲି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା

ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।

Yoga day
ଯୋଗମୟ ସାରା ଜଗତ: ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ମୋଦି

ସମୁଦ୍ରରୁ ଆରମ୍ଭ କରି ଉତ୍ତୁଙ୍ଗ ହିମାଳୟରେ ଦେଖିବାକୁ ମିଳିଛି ଯୋଗାଭ୍ୟାସ। ସାଧାରଣ ଲୋକଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସମସ୍ତେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ କରିଛନ୍ତି ଯୋଗାଭ୍ୟାସ ।

International Yoga Day 2023
ସାରା ବିଶ୍ୱରେ ପାଳନ ହେଉଛି ଯୋଗ ଦିବସ, ଏଥରର ଥିମ୍- ‘ବସୁଧୈବ କୁଟୁମ୍ବକମ୍

ଆଜି ସାରା ବିଶ୍ୱରେ ପାଳନ ହେଉଛି ଯୋଗ ଦିବସ। ଏଥର ଯୋଗ ଦିବସର ଥିମ୍ ରହିଛି- ‘ବସୁଧୈବ କୁଟୁମ୍ବକମ୍’ । ୨୦୧୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ପାଳନ ହେଉଛି ଯୋଗ ଦିବସ

  • Wednesday, 21 June 2023
International Yoga Day
ଯୋଗ ଏକ ଆନ୍ଦୋଳନ ପାଲଟିଛି- ମୋଦି

ଯୋଗ ପୂରା ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି।

Yogasana for thyroid
International Yoga Day 2023 : ଆପଣଙ୍କ ଥାଇରଏଡ୍ ସମସ୍ୟା ଅଛି କି ? ଜାଣନ୍ତୁ କେଉଁ ଯୋଗ କଲେ ଏହା ଦୂର ହେବ

ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।

International Yoga Day
ଯୋଗ ! ସାରା ବିଶ୍ୱକୁ ଭାରତର ଏକ ଅତୁଲ୍ୟ ଅବଦାନ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ

Yogasana for diabetes
International Yoga Day 2023: କିପରି ମଧୁମେହ ହେବ ଦୂର; କେଉଁ ଆସନ ହେବ ଉପକାରୀ ଜାଣନ୍ତୁ

ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।

International yoga day 2023 history significance theme of the day
International Yoga Day 2023: କିଏ ଆରମ୍ଭ କରିଥିଲେ ଯୋଗ; ଆଜି କାହିଁକି ପାଳନ ହେଉଛି ଯୋଗ ଦିବସ

ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା।

Ratha Jatra
ଗଡ଼ିଲା ରଥ, ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ

Chhera Panhara rituals
ରଥ ଉପରେ ସେବା ଦେଉଛନ୍ତି ଲକ୍ଷେ ରାଜାଙ୍କ ମଉଡ଼ମଣି

ରଥ ଉପରେ ସେବା ଦେଉଛନ୍ତି ଲକ୍ଷେ ରାଜାଙ୍କ ମଉଡ଼ମଣି । ରଥରେ ଛେରାପହଁରା ସାରି ବାହାରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ

  • Tuesday, 20 June 2023
chalk art
ଚକ୍ ଖଡ଼ିରେ ଘୋଷଯାତ୍ରା

ଚକ୍ ଖଡ଼ି ସାହାଯ୍ୟରେ ରଥଯାତ୍ରାର ଶୁଭେଚ୍ଛା । ଏଭଳି ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଭଦ୍ରକ ଧାମନଗରର ଗୋପାଳ ସାମଲ..

Lord Jagannath starts to ascend
ବଡ଼ଦାଣ୍ଡରେ କାଳିଆ ଠାକୁର

ଅନନ୍ତ କୋଟି ବ୍ରହ୍ମାଣ୍ଡ ଶାନ୍ତ ପଡ଼ିଯାଇଛି.. ଚାରିଆଡ଼କୁ ଦେଖି ଦେଖି ଆସୁଛନ୍ତି ମଣିମା ।

Auspiciopus Pahandi
ଏଇ କଳାବଦନ ମୁହଁକୁ ଦେଖିବାକୁ ଜଗତ ଚାହିଁଛି..

ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

food and recipe
ରଥଯାତ୍ରାରେ ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’

Rath Yatra
ବିଦେଶୀ ଭକ୍ତଙ୍କ ଓଡ଼ିଶୀନୃତ୍ୟ

କଲମ୍ବିଆରୁ ଆସିଛନ୍ତି କାଳିଆର ଭକ୍ତ । ବଡ଼ଦାଣ୍ଡରେ କରୁଛନ୍ତି ନୃତ୍ୟ ପରିବେଷଣ ।

President Droupadi Murmu
ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି

ପବିତ୍ର ଘୋଷଯାତ୍ରା ଅବସରରେ ଦିଲ୍ଲୀ ହଜ୍ ଖସସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rath Yatra
ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା

ଲୋକାରଣ୍ୟ ବଡ଼ଦାଣ୍ଡ । ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Rath Yatra
ସେ ଇଚ୍ଛାମୟ ଠାକୁର,ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ ସବୁକିଛି

ସେ ଇଚ୍ଛାମୟ ଠାକୁର ସବୁ ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । ମହାପ୍ରଭୁଙ୍କ ସରିଛି ମଙ୍ଗଳାଆଳତି । ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବାକୁ ସଜେଇ ହେଉଛନ୍ତି ଶ୍ରୀଜିଉ ।

Rath Yatra
ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ

ଆଜି କାଳିଆ ସାଆନ୍ତଙ୍କ ଯାତ୍ରା । ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ ।  ଜନ୍ମବେଦୀଙକୁ ଯାତ୍ରା କରିବା ପାଇଁ ରାତିରେ ଶୋଇନି କାଳିଆ । 

Rath Yatra 2023
ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର

ରଥଯାତ୍ରା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କୁ ଚାତକ ପରି ଚାହିଁରହିଛନ୍ତି ଭକ୍ତ ।

World Refugee Day 2023: history and importance
World Refugee Day 2023: ଆଜି ଶରଣାର୍ଥୀଙ୍କୁ ସମ୍ମାନ ଦେବାକୁ ସଂକଳ୍ପ ନେବାର ଦିନ

ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।

PM Narendra Modi
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।

Ratha Jatra
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଠାକୁରମାନଙ୍କ ପହଣ୍ଡି ସାଙ୍ଗକୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Nabajoubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।