• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kargil War Hero

Kargil Vijay Diwas 2023 Martyr Srinibas Patra
Kargil Vijay Diwas 2023: ବିବାହର ୬ ଦିନ ପରେ ଚାଲିଗଲେ ଯୁଦ୍ଧଭୂମିକୁ; ୭ ଦିନ ପରେ ଆସିଲା ଦୁଃଖ ଖବର

ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍‌ ୭ ଦିନ ପରେ ଆସିଲା ଏମିତି ଦୁଃଖ ଖବର।

Kargil Vijay Diwas 2023
Kargil Vijay Diwas 2023: ଆଗେ ଆସିଲା ପୁଅ ସହିଦ ହେବା ଖବର, ପରେ ଆସିଲା ହାତ ଲେଖା ଚିଠି; ଲେଖାଥିଲା ରଜ ଆସୁଛି, ଘରକୁ ଯିବି...

ନୀଳଗିରି ବ୍ଲକ୍‌ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା, ଯିଏ କାର୍ଗିଲ୍‌ରେ ମାଟି ମା’ ପାଇଁ ଲଢ଼ି ଦେଶ ପାଇଁ ସହିଦ ହୋଇଛନ୍ତି।

3 unsung heroes of the 1999 kargil war
Kargil Vijay Diwas 2023: କାର୍ଗିଲ୍ ଯୁଦ୍ଧରେ ଭାରତମାତାକୁ ରକ୍ଷା କରିବା ପାଇଁ ବଳିଦାନ ଦେଇଥିବା ୩ ବୀରପୁତ୍ରଙ୍କ ଅମର କାହାଣୀ

ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Know name of some brave martyr who defeating Pakistan's conspiracy
Kargil Vijay Diwas 2023: ପାକିସ୍ତାରର ଷଡଯନ୍ତ୍ରକୁ ପଣ୍ଡ କରି ଭାରତକୁ ବିଜୟୀ କରିଥିବା କିଛି ବୀର ପୁତ୍ରଙ୍କ କାହାଣୀ

କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର ନିଜ ଜୀବନକୁ ବାଜି ଲଗାଇଥିଲେ।