• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

anil kapoor
ଇମୋସ୍‌ନାଲ୍ ପୋଷ୍ଟ୍‌ ଶେଆର୍‌ କଲେ ଅନୀଲ୍‌ କପୁର୍‌

ମୁମ୍ବାଇ: ଅନୀଲ କପୁର ବଲିଉଡ୍‌ର ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଅନେକ ଫିଲ୍ମ ସୁପରହିଟ୍‌ ହୋଇଛି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍‌ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ହିଟ୍ ଫିଲ୍ମ ପାଇଁ ଝୁରି ହେଉଥିଲେ। ଆଉ ସେ ଦିନର କଥାକୁ ମନେ ପକାଇ ଅନୀଲ ଏକ ଟ୍ୱିଟ୍ […]

  • Wednesday, 21 July 2021
Mohammed Zahur Khayyam
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍‌ ହାଶ୍‌ମୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଖୟାମଙ୍କ ପରଲୋକକୁ ନେଇ ବଲିଉଡ୍‌ ସମେତ ସଙ୍ଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ବଲିଉଡର ବହୁ ପ୍ରମୁଖ ବ୍ୟକ୍ତି ମେଡିକାଲ୍‌ ଯାଇ ଖୟାମଙ୍କ ଶେଷ […]

  • Wednesday, 21 July 2021
vart
ସଫଳତା ପାଇଁ ଫିଟ୍‌ ଓ ପତଳା ହେବା ଆବଶ୍ୟକ ନୁହେଁ: ଭାରତୀ ସିଂହ

ମୁମ୍ୱାଇ: ଟେଲିଭିଜନ୍‌ ଦୁନିଆର କମେଡି କୁଇନ୍‌ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବଡ଼ ହୋଇଥିବା ଭାରତୀ ଆଜି ସାରା ଦେଶର ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି। ଭାରତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ […]

  • Wednesday, 21 July 2021
rdburman_647_062717015640
ଆଜି ଆର୍‌ଡି ବର୍ମନଙ୍କ ଜନ୍ମଦିନ

ମୁମ୍ବାଇ: ଭାରତୀୟ ସଂଗୀତ ଯାଦୁଗରଙ୍କ ଦୁନିଆରେ ରାହୁଲ ଦେବ୍‌ ବର୍ମନ୍‌ ବା ଆରଡି ବର୍ମନ୍‌ ଓରଫ ପଞ୍ଚମ ଦା’ଙ୍କ ନାମ ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଇ ପଞ୍ଚମ ଦା’ ଡାକଟି କେମିତି ତାଙ୍କ ନାଁ ସହ ଯୋଡ଼ି ହେଲା? କେଉଁଠୁ ଆସିଲା ଏ ନାଁ। ଆଜି ଆରଡି ବର୍ମନ୍‌ଙ୍କ ୮୦ତମ ଜନ୍ମ ଦିବସ ଆଉ ଏଇ ଅବସରରେ ଆମେ ଆପଣଙ୍କୁ କହିବୁ ସେହି ‘ପଞ୍ଚମ’ ନାମ ସହିତ ଜଡ଼ିତ କିଛି ମନଛୁଆଁ କାହାଣୀ। ସଂଗୀତ ଦୁନିଆରେ […]

  • Wednesday, 21 July 2021
744323-rohman-sush
ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହ ବ୍ରେକଅପ୍‌ କଲେ ସୁସ୍ମିତା ସେନ୍‌ !

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍‌ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମାନ୍‌ ଶଲ୍‌ଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ […]

  • Wednesday, 21 July 2021
tbn-1-1
ଆସୁଛି ଲଭ୍‌ ଓ ରୋମାନ୍ସକୁ ନେଇ ଫିଲ୍ମ ‘ପ୍ରେମ ଏଟିଏମ୍‌’

ଭୁବନେଶ୍ୱର : ଆପଣ ଏଟିଏମ୍‌ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍‌ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍‌ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ। ଏହା ଏକ କାହାଣୀ, ବାସ୍ତବ ନୁହେଁ। ଆଉ ଏପରି ଏକ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍‌ର ଫିଲ୍ମ ‘ପ୍ରେମ ଏଟିଏମ୍‌’। ପିଲ୍ମର ସୁଟିଂ […]

  • Wednesday, 21 July 2021
maxresdefault
ଆଜି ରିଲିଜ୍‌ ହେଉଛି ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଆଜି ପରଦାକୁ ଆସୁଛି ‘ଗୋଲ୍‌ମାଲ୍‌ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’। ‘ଗୋଲ୍‌ମାଲ୍‌ ଲଭ୍‌’ରେ ନୂଆ ଯୋଡ଼ି ବାବୁସାନ ଓ ତମନ୍ନା ଥିବା ବେଳେ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ି ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ‘ଗୋଲ୍‌ମାଲ୍‌ ଲଭ୍‌’ ଫିଲ୍ମରେ ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ […]

  • Wednesday, 21 July 2021
sugandha
ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯: ସୁଗନ୍ଧା ଚାମ୍ପିଅନ

ମୁମ୍ବାଇ : ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍‌ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନରସ୍‌ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନରସ୍‌ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି। ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୁର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର […]

  • Wednesday, 21 July 2021
5
ଜିତେନ୍ଦ୍ରଙ୍କର ଏହି ସର୍ତ୍ତ ଯୋଗୁ ବିବାହ କରିନାହାନ୍ତି ଏକତା କପୁର

ମୁମ୍ୱାଇ: ଟେଲି ଜଗତର କୁଇନ୍‌ କହିଲେ ଜିତେନ୍ଦ୍ର ତନୟା ଏକତା କପୁରଙ୍କୁ ହିଁ ବୁଝାଇଥାଏ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ। ବହୁ ହିଟ୍‌ ଟିଭି ସିରିଏଲ ଏକତାଙ୍କ ନାମରେ ରହିଛି। ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ ପ୍ରସ୍ପୁଟିତ କରି ପାରୁଥିବା ଏକତାଙ୍କର କିନ୍ତୁ ବିବାହ ଉପରେ ଭରସା ନାହିଁ। ଏଥିଲାଗି ଏଯାଏ ସିଙ୍ଗଲ ଥିବା ଏକତା କିଛି ଦିନ ହେବ ସରୋଗେସି ଜରିଆରେ ଏକ […]

  • Wednesday, 21 July 2021
222
ପ୍ରଥମ ଦିନରେ ବକ୍ସ ଅଫିସରେ ହିଟ୍‌ ହେଲା ‘ଭାରତ’

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍‌ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ […]

  • Wednesday, 21 July 2021
122
ନିଜ ସିକ୍ୟୁରିଟି ଗାର୍ଡକୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍

ମୁମ୍ୱାଇ: ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଦବଙ୍ଗଗିରି। ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହୋଇଛି। ସୂଚନା ଅନୁସାରେ, ଫିଲ୍ମ ‘ଭାରତ’ର ପ୍ରମୋସନ୍ ପାଇଁ ମୁମ୍ବାଇର ଏକ ମଲ୍‌ରେ ପହଞ୍ଚିଥିଲେ ସଲମାନ୍। ଏହି ସମୟରେ ସଲମାନ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ସେଠାରେ ଥିବା କିଛି ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ନିକଟରେ ଥିବା ଛୋଟ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହା ସଲମାନ୍‌ଙ୍କ […]

  • Wednesday, 21 July 2021
know-about-Neha-Kakkar-Life-Style-and-Biography-644x362
ଆଜି ନେହାଙ୍କ ଜନ୍ମଦିନ

ମୁମ୍ବାଇ: ‘ମିଲେ ହୋ ତୁମ୍‌ ହମ୍‌ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍‌ମତ୍‌ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍‌ ହିଟ୍‌ ଗୀତ ସହ ହିପ୍‌ହପ୍‌ ଗୀତ ଗାଇ ଫ୍ୟାନ୍‌ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ। ୧୯୮୮ ମସିହା ୬ ଜୁନ୍‌ ଅର୍ଥ ଆଜିର ଦିନରେ ଋଷିକେଶରେ ବଲିଉଡ୍‌ର କ୍ୟୁଟ୍‌ ସିଙ୍ଗର୍‌ ନେହା ଜନ୍ମ ହୋଇଥିଲେ। ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, […]

  • Wednesday, 21 July 2021
1
ହିନ୍ଦୀ ଫିଲ୍ମ ‘ଅନ୍ଧାଧୁନ୍‌’ରେ ହେବ ତାମିଲ ରିମେକ୍‌

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ୍‌ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ୍‌ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ, ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା। ସୂଚନା ଅନୁୟାୟୀ, ସେ […]

  • Wednesday, 21 July 2021
susmitha_sen
ପୋଷ୍ୟ ସନ୍ତାନ ବୋଲି ଜାଣିବା ପରେ ଅଭିନେତ୍ରୀ ସୁସ୍ମିତାଙ୍କୁ ଏମିତି କହିଲେ ଝିଅ ରେନେ

ମୁମ୍ବାଇ: ବଲିଉଡ୍‌ରେ ଗୋଟେ ସମୟ ଥିଲା ଯେଉଁ ସମୟରେ କି ପରଦା ଉପରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଲୋକଙ୍କ ମନ ଜିଣୁଥିଲେ। ତାଙ୍କ ଜିରୋ ଫିଗରରେ ସେ ସମସ୍ତଙ୍କୁ ଦିୱାନା ମଧ୍ୟ କରିଛନ୍ତି। ଏବେ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ କଥା ଶେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ସୁସ୍ମିତା ତାଙ୍କ ୨ ଝିଅଙ୍କ ସହ ବହୁତ ମେଳାପି। ତାଙ୍କର ରେନେ ଏବଂ ଅଲିଷା ନାମରେ ଦୁଇଜଣ ଝିଅ ଅଛନ୍ତି। ସୁସ୍ମିତା ରେନେଙ୍କୁ […]

  • Wednesday, 21 July 2021
riteish-deshmukh_5cf2163322-750x430
ଜେନେଲିଆଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାର ଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍‌ଦାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି। ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍‌ […]

  • Wednesday, 21 July 2021
Kangana Ranaut
କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।

chhavi_0
ପ୍ରସବ ସମୟର ଅନୁଭୂତି କହିଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଛବି ମିତ୍ତଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ମା’ ହେବା ଏକ ସୁନ୍ଦର ଅନୁଭବ। କିନ୍ତୁ ଦ୍ୱିତୀୟ ଥର ମା’ ହେବା ଅନୁଭବ ଛବିଙ୍କ ଲାଗି ବହୁତ ଭୟାନକ ଥିଲା ବୋଲି ସେ ବଖାଣିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସେବା ଓ ସାନ୍ତ୍ୱନା ରୋଗୀକୁ ଠିକ୍‌ କରି ଦେଇଥାଏ। କିନ୍ତୁ ଛବିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରି ପକାଇଥିବା ଓ ଏହା ଏକ ଦୁଃସ୍ୱପ୍ନ […]

  • Wednesday, 21 July 2021
salman
ସଲମାନ୍‌ଙ୍କ ଖୁଲାସା, ଆଜିଯାଏଁ କାହିଁକି ରହିଛନ୍ତି ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚ୍‌ଲର୍‌ ଭାବେ ଜଣାଶୁଣା ସଲମାନ୍‌ ଖାନ୍‌। ଭାଇଜାନ୍‌ ସଲ୍‌ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍‌ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି। କେବଳ ବଲିଉଡ୍‌ ନୁହେଁ, ସାରା ଦୁନିଆ ମଧ୍ୟ ତାଙ୍କ ବାହାଘର କେବେ ହେବ ସେହି ଦିନକୁ ଚାହିଁ ବସିଛନ୍ତି। ଏବେ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ସଲ୍‌ମାନ୍‌ ଏହି […]

  • Wednesday, 21 July 2021
saklman
ସଲ୍‌ମାନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ଏଇ ବଲିଉଡ୍‌ ସୁନ୍ଦରୀ

ମୁମ୍ବାଇ: ବଲିଉଡ୍‌ରେ ଯଦି ସବୁଠୁ ଅଧିକ କେଉଁ ବଲିଉଡ୍‌ ଷ୍ଟାର ଚର୍ଚ୍ଚାରେ ରୁହନ୍ତି, ସେ ହେଉଛନ୍ତି ଦବଙ୍ଗ ଖାନ୍‌ ସଲ୍‌ମାନ୍। ଫିଲ୍ମ ହେଉ କି ବିବାହ କିମ୍ବା ଅନ୍ୟ କୌଣସି କାରଣ ହେଉ,  ତାଙ୍କୁ ନେଇ ଚର୍ଚ୍ଚାରେ ସବୁବେଳେ ଲାଗି ରହିଥାଏ । ଏବେ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟୁପୁରୁ ଟାପୁରୁ ଆରମ୍ଭ ହୋଇଯାଇଛି। ସଲ୍‌ମାନ୍‌ ସାରାଦୁନିଆ ପାଇଁ ଭାଇଜାନ୍‌ ହୋଇଥିଲେ ବି କ୍ୟାଟ୍ରିନାଙ୍କ ଲାଗି ସେ ‘ମେରି ଜାନ’। ଏକଥା ନିଜେ କହିଛନ୍ତି […]

  • Wednesday, 21 July 2021
Karan-Johar
ଆଜି କରନ୍‌ ଜୋହରଙ୍କ ଜନ୍ମଦିନ

ମୁମ୍ବାଇ: ୪୭ବର୍ଷରେ ପାଦ ଥାପିଛନ୍ତି ଫିଲ୍ମ ମେକର କରନ ଜୋହର୍‌। ୧୯୭୨ ମସିହା ମେ ୨୫ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ। କରନଙ୍କ ପାଠପଢା ଆରମ୍ଭ ହୋଇଥିଲା ଗ୍ରୀନ୍ ଲନ୍ସ ହାଇସ୍କୁଲ୍‌ରେ। ଏହାପରେ ସେ ଏଚ୍‌ ଆର କଲେଜ ଅଫ୍‌ ଇକୋନୋମିକ୍ସରେ ପାଠ ପଢିଥିଲେ । ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କରନଙ୍କ ପାଖରେ ଫ୍ରେଞ୍ଚ ଭାଷାରେ ମାଷ୍ଟର ଡିଗ୍ରୀ ରହିଛି। ୧୯୮୯ରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସିରିଏଲ୍‌ ଇନ୍ଦ୍ରଧନୁସ୍‌ରେ ସେ ଶ୍ରୀକାନ୍ତ […]

  • Wednesday, 21 July 2021
a22-3
ଏଥର ବିଗ୍‌ବସ୍‌ରେ ଆସିବେନି କମନ୍‌ ମ୍ୟାନ୍‌

ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଖୁବ୍‌ଶୀଘ୍ର ଆସୁଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି। ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା। ଶୋ’ରେ ସାଧାରଣ ଲୋକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ […]

  • Wednesday, 21 July 2021
sonam
ରେଡ୍‌ କାର୍ପେଟ୍‌ରେ ଚମକିଲେ ସୋନମ୍‌

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ଆହୁରି ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ  ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍‌ ହୋଇଯାଇଛନ୍ତି ବଲିଉଡ୍‌ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର। ରେଡ୍‌ କାର୍ପେଟ୍‌ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍‌ ଭାଇରାଲ୍‌ ହୋଇଛି। […]

  • Wednesday, 21 July 2021
22-7
ପ୍ରତିଶୋଧ ମୁଡ୍‌ରେ ଏହି ତିନି ଅଭିନେତା, କାହିଁକି ପଢ଼ନ୍ତୁ

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ସୋଶାଲ୍‌ ମିଡିଆରେ ମିମ୍ସ ଶେଆର୍‌ କରି ବିବାଦ ଘେରକୁ ଚାଲି ଆସିଛନ୍ତି ବିବେକ ଓବରୟ। ଐଶ୍ଚର୍ଯ୍ୟା ବିବାହ କରି ନିଜ ଲାଇଫ୍‌ରେ ସେଟେଲ୍‌ ହୋଇ ସାରିଛନ୍ତି। ହେଲେ ତାଙ୍କ ପୁରୁଣା ସମ୍ପର୍କକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏଥିରେ କିନ୍ତୁ ତାଙ୍କର କିଛି ଭୁଲ ନ ଥିବା ଯୁକ୍ତି ବାଢ଼ିଛନ୍ତି ବିବେକ। ସେ କହିଛନ୍ତି ଯେ, ‘ଲୋକମାନେ ମୋତେ ଭୁଲ୍‌ ମାଗିବାକୁ କହୁଛନ୍ତି। କ୍ଷମା […]

  • Wednesday, 21 July 2021
vivek-oberoi
କ୍ଷମା ମାଗିଲେ ବିବେକ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି। ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, […]

  • Wednesday, 21 July 2021
2.42988126
‘କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

କାନ୍ (ଫ୍ରାନ୍ସ): ୭୨ତମ ‘କାନ୍ ଫିଲ୍ମ ଫେଷ୍ଟିଭାଲ୍‌’ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍‌ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ‘କାନ୍‌ ଫେଷ୍ଟିଭାଲ୍‌’ରେ ସେଲିବ୍ରେଟିଙ୍କ ଲୁକ୍‌ରେ ଏବେ ଚାର୍‌ ଚାନ୍ଦ ଲଗାଇ ଦେଇଛନ୍ତି। ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗ ଦେଇଛନ୍ତି। ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି। ରେଡ୍‌ କାର୍ପେଟ୍‌ରେ ଗୋଲ୍‌ଡେନ୍‌ ଗ୍ରୀନ୍‌ ରଙ୍ଗର ଏକ […]

  • Wednesday, 21 July 2021