କରୋନା କାଳରେ ଓଏଏସ ମେନ୍ ପରୀକ୍ଷା ହେଲେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବନି ତ ଆଶାୟୀ? ଯଦି ସେପରି ହୁଏ, ତାହେଲେ କିଏ ଦାୟୀ ରହିବେ?
ଗୋଟିଏ ଦିନର ପରୀକ୍ଷା ବାତିଲ ହେଉଛି ଆମର ୨୦ ଦିନର ପରୀକ୍ଷା କେମିତି ହେବ ? କିଛି ଏମିତି ଢଙ୍ଗରେ ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଓସିଏସ୍ ପରୀକ୍ଷାର୍ଥୀ ।
ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।
ଚଳିତ ଶିକ୍ଷାବର୍ଷ ପାଇଁ ଏମବିବିଏସ, ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଆରମ୍ଭ ହେଉଛି ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ
ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍ସାଇଟ୍ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ ।
ଏବେ ଯାହା ପରିସ୍ଥିତି ହେଲାଣି, ଆଉ ଶ୍ରେଣୀ ଗୃହରେ ପାଠପଢ଼ା କେବେ ହେବ ତାହା ଜଣା ନାହିଁ। ଏମିତି ଯଦି ଲାଗି ରହେ ତେବେ ମାଟ୍ରିକ୍ ପିଲାଙ୍କ ପାଇଁ ବଢ଼ିଯିବ ସମସ୍ୟା
କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା
NEET କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା ଆର୍ଥିକ ଅନଗ୍ରସର ବର୍ଗ ଓ ପଛୁଆବର୍ଗ ସଂରକ୍ଷଣ ଚାଲୁ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ସ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଶିଖରପୁରରେ ।
ଟେବୁଲ୍ ଉପରେ ପଡ଼ିଛି ଗଣିତ ବହି... ପାଖରେ ରହିଛି ପାଟି ସୁଆଦିଆ ସ୍ନାକ୍ସ ବିସ୍କୁଟ୍..ମନଭରି ଖାଇବେ ଆଉ ପାଠ ବି ପଢ଼ିବେ.. ତା'ପୁଣି ମାଗଣାରେ..ଆଶ୍ଚର୍ଯ୍ୟ ଲାଗୁଛି ନା ! କେଉଁଠି ରହିଛି ଏମିତି ବ୍ୟବସ୍ଥା ଆଉ ସେଠାରେ କଣ ସବୁ ହୁଏ ଦେଖନ୍ତୁ..
ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।
ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।
କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି କରାଯାଇଛି। ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ଜୟଦେବ ବିହାର,ଭୁବନେଶ୍ବର ସ୍ଥିତ (ଅପ୍ଟି ପ୍ଲସ୍ ଏକାଡେମୀ ଫର ସିଭିଲ ସଭିସକୁ) ଓଡ଼ିଆ ମିଡିଆ ନିବେଦିତ ଓଡ଼ିଶା ଶିକ୍ଷା ସମ୍ନାନ, ୨୦୨୧ ତରଫରୁ ଓଡିଶାର ଶ୍ରେଷ୍ଠ ଆଏସ୍ କୋଚିଙ୍ଗ ଏକାଡେମୀ ଭାବରେ ସମ୍ନାନିତ କରାଯାଇଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପୁନଃ ଖୋଲାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସ୍କୁଲ୍ ଖୋଲିବାର ଥିଲା।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସ୍କୁଲ୍ ଖୋଲିବାର ଥିଲା। ହେଲେ ଏବେ ଏହି ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି।
ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ।
ଓଡ଼ିଶାର ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି।
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
ସେ ଜନ୍ମରୁ ଦିବ୍ୟାଙ୍ଗ। ସଳଖ ହୋଇ ଚାଲି ପାରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ, ସେ ହଜାର ହଜାର ପିଲାଙ୍କୁ ସଳଖ ଭାବେ ଠିଆ ହେବାର ସୂତ୍ର ବତେଇଛନ୍ତି। ତାଙ୍କୁ ଏବେ ୭୨ ବର୍ଷ ବୟସ। ଦୀର୍ଘ ୫୮ ବର୍ଷ ଧରି ସେ ଏକ ଚାଟ୍ଟଶାଳି କରି ଶହ ଶହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କ ଚାଟ୍ଟଶାଳି ଏକ ସ୍କୁଲ ଭ୍ରମ ସୃଷ୍ଟି କରିଥାଏ। ଆସନ୍ତୁ ଭେଟିବା ଶିକ୍ଷାର ଆଲୋକ ବାଣ୍ଟୁଥିବା ଦିବ୍ୟାଙ୍ଗ ରାମ ସାରଙ୍କୁ।
ବାପା ବଢ଼େଇ କାମ କରି ବଡ଼ ପରିବାର ଚଳେଇଲା ବେଳକୁ ଟ୍ୟୁସନ ପଇସା ଦେବା ଟା ଭାରି କଷ୍ଟ। ସେଇଥିରେ ଇଂରାଜୀ ଦୁଇ ଅକ୍ଷର ଶିକ୍ଷିବା ପାଇଁ ରାଧାକାନ୍ତଙ୍କର ଭାରି ଇଛା ଥିଲେବି ସେତକ ସହଜ ନ ଥିଲା। ରାଧାକାନ୍ତ ନିପଟ ଗଧରୁ କେମିତି ହେଲେ ଇଂରାଜୀ ଶିକ୍ଷକ ଆଉ ଏବେ କେମିତି ଶହଶହ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ମାଗଣାରେ ଚାଲନ୍ତୁ ଦେଖିବା ରାଉରକେଲାରୁ ପୂରା କାହାଣୀ।