Advertisment

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?

author-image
Tanmay Kumar Mahalik

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ। ସଭାସ୍ଥଳକୁ ବୟକଟ୍ କଲେ, ସରକାରଙ୍କ ଉପରେ ବର୍ଷିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜର ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ। ସରପଞ୍ଚମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା କେହି ଜଣେ ବି ସଭାକୁ ଯାଇନାହାନ୍ତି। ଜନ ପ୍ରତିନିଧିମାନଙ୍କୁ ଗୁରୁତ୍ୱ ମିଳୁନଥିବାରୁ ବିକାଶ କାମ ଠିକଣା ବାଟରେ ହେଉନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । 

Advertisment
BJP BJD Congress
Advertisment
Advertisment