ରାସ୍ତାରେ ପ୍ଲେନ୍ କମ୍ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍ ହେଉନି ରାସ୍ତା ଅବସ୍ଥା
Published By: Tanmay Kumar Mahalik
Last updated: 28 July 2023, 08:55 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।