• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Weather Update Odisha
Weather Update: ୧୯ ଓ ୨୦ରେ କାଳବୈଶାଖୀ; ୪୦ରୁ ୫୦ କିମି ବେଗରେ ବହିପାରେ ପବନ !

Weather Update Odisha: ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ ।

Senior Citizens Marriage
Senior Citizens Marriage: ପିଲାଏ କଲେ ବାପାମାଆଙ୍କ ବିବାହ

ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି...

Groundwater depletion
ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ?

ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି...

Poltical Party prepared for elections
ବାଜିଲା ନିର୍ବାଚନୀ ବିଗୁଲ୍ ତେଜିଲା ଟିକେଟ୍ କସରତ

ନିର୍ବାଚନ ତାରିଖ ଘୋଷଣା ସହ ଜୋର୍ ଧରିଲା ଟିକେଟ୍ କସରତ୍। ହାତରେ ସମୟ କମ୍, ଏଣେ ବିଦ୍ରୋହୀଙ୍କୁ ମ୍ୟାନେଜ୍ ଟେନ୍ସନ୍। ତାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଯୋଦ୍ଧା ବଛା ପ୍ରକ୍ରିୟା। ଟିକେଟ ଅଙ୍କ ଛିଡାଇବାକୁ ଶୀର୍ଷ ନେତୃତ୍ବ ତନ୍ନ ତନ୍ନ କରି ଆଲୋଚନା...

Model Code Of Conduct
ଗଣତନ୍ତ୍ରର ମହାପର୍ବ ପାଇଁ ରାଜ୍ୟରେ ଆରମ୍ଭ ହେଲା ପ୍ରସ୍ତୁତି 

ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟ ଡାଉନ୍ ଷ୍ଟାର୍ଟ ହେବା ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି। ନିର୍ବାଚନ ସୁପରିଚାଳନା ପାଇଁ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ SPମାନେ କରିଛନ୍ତି ପ୍ରସ୍ତୁତି ବୈଠକ। ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ...

Groundwater depletion
ଖସୁଛି ରାଜ୍ୟର ଭୂତଳ ଜଳସ୍ତର; ସଂକଟମୁହାଁ ଭୁବନେଶ୍ବର !

ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର ।  ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର !

Bapi Sarkhels Wife Joins BJD
ପାରାଦୀପ ବିଜେଡି ଟିକେଟ୍ ରେସରେ ମିସେସ୍ ସର୍ଖେଲଙ୍କ ଏଣ୍ଟ୍ରି

ଶଙ୍ଖ ଧରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର...

Two Fake ED Officers
କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ

ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ...

Two Fake ED Officers
କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଭାଇ; ରେଡ୍ ଭୟ ଦେଖାଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା...

ନକଲି ED ଅଧିକାରୀ ସାଜି ୨ ଭାଇଙ୍କ କଳାକାରନାମା  । ରେଡ୍ ଭୟ ଦେଖାଇ ଲଗାଇଛନ୍ତି ଲକ୍ଷାଧିକ ଟଙ୍କାର ଚୂନା ।ଛତ୍ରପୁର ଏସଡିଏମଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ED ବାବୁ ଗିରଫ ।

Puri Ratna Bhandar
ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ମାଗିଲେ ହାଇକୋର୍ଟ

କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ? ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି ଜାଣିବାକୁ ଚାହିଁଲେ ହାଇକୋର୍ଟ । 

cyber fraud
ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ? ହୋଇପାରନ୍ତି ସାଇବର ଠକଙ୍କ ଶିକାର...

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ । 

 ବଡ଼ ଅଘଟଣରୁ ବର୍ତ୍ତିଗଲେ ପ୍ରସନ୍ନ
ବଡ଼ ଅଘଟଣରୁ ବର୍ତ୍ତିଗଲେ ପ୍ରସନ୍ନ; କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? 

କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ ।

RSS Changes Of  Training
ବାର୍ଷିକ ‘ଶିକ୍ଷା ବର୍ଗ’ର ନାମ ଓ ଫର୍ମାଟ୍ ବଦଳାଇଲା RSS; ଜାଣନ୍ତୁ ପୂରା...

ଆଜି ନାଗପୁରରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ ଅଖିଳ ଭାରତୀୟ ପ୍ରତିନିଥି ସଭାର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ବାର୍ଷିକ ‘ଶିକ୍ଷା ବର୍ଗ’ରେ ନାମ ଓ ଫର୍ମାଟ୍ ବଦଳାଇଲା RSS...

Actor Arindam Roy
ପଦ୍ମ ଶିବିରରେ ଅରିନ୍ଦମ...କିଛି ସମୟ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ ।

Arindam Roy quits BJD
BJDକୁ ଅରିନ୍ଦମଙ୍କ ବାଏ ବାଏ...କହିଲେ ‘ମୋ କାମକୁ ଦଳରେ ମିଳୁନି ମର୍ଯ୍ୟାଦା’...

ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । 

violation of wildlife act
ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା; ନିୟମ ଉଲ୍ଲଂଘନ କଲେ ୭ ବର୍ଷ ଜେଲ୍...

ମହଙ୍ଗା ପଡ଼ିବ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ କରିବା । ଧରା ପଡ଼ିଲେ ଭୋଗିବାକୁ ପଡ଼ିବ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ । 

ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...
ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର୍‌ ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...

ପୁଣି ଥରେ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ । ପୁଣି ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ କରାଯାଉଛି ।

new election commissioners
୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ

ନିଯୁକ୍ତ ହେଲେ ୨ ନିର୍ବାଚନ କମିଶନର  । ୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ। ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ନୂଆ ନିର୍ବାଚନ କମିଶନର । 

Petrol, Diesel Prices
Petrol Diesel Prices: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍...

ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍ । ଲିଟର ପିଛା ୨ ଟଙ୍କା ଶସ୍ତା କଲେ କେନ୍ଦ୍ର ସରକାର । ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୂଚନା ।

Electoral bonds data
ଇଲେକ୍ଟୋରାଲ ବଣ୍ଡ୍‌ ଡାଟା ପ୍ରକାଶ କଲେ ECI

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ସାର୍ବଜନୀନ କଲା ଭାରତୀୟ ନିର୍ବାଚନ କମିଶନ। SBI ପକ୍ଷରୁ ଦାଖଲ ହୋଇଥିବା ଡାଟା ପ୍ରକାଶ କଲେ...

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।