• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

bright colours on Holi
ରଙ୍ଗରେ ମସଗୁଲ ରାଜନେତା; ଦଳ ମତ ନିର୍ବିଶେଷରେ ପାଳନ କଲେ ହୋଲି...

ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।

ଚଳନ୍ତା ସ୍କୁଟିରେ ‘ଅଶ୍ଳୀଳ’ ଷ୍ଟଣ୍ଟ...
ହୋଲି ଖେଳି ଚଳନ୍ତା ସ୍କୁଟିରେ କରୁଥିଲେ ‘ଅଶ୍ଳୀଳ’ ଷ୍ଟଣ୍ଟ; ୩୩ ହଜାର ଦେଲେ ଫାଇନ୍‌,ଦେଖନ୍ତୁ ଭିଡ଼ିଓ...

ରିଲ୍ସ କରିବା ପାଇଁ ଆଜିକାଲିର ଯୁବପିଢି କିଛି ବି କରୁଛନ୍ତି । ସେମିତି ଏକ ଭିଡ଼ିଓ ଆଜି ଭାଇରାଲ ହେଉଛି । ୩ ଜଣ ହୋଲି ଖେଳି ଚଳନ୍ତା ସ୍କୁଟିରେ କରୁଛନ୍ତି ‘ଅଶ୍ଳୀଳ’ ଷ୍ଟଣ୍ଟ । ଦେଖନ୍ତୁ ଭିଡ଼ିଓ...

 ହୋଲି ଖେଳ ନେଲା ଜୀବନ !
ହୋଲିରେ ବଡ଼ ଅଘଟଣ; ପୋଖରୀରେ ବୁଡି ତିନି ଜଣଙ୍କର ମୃତ୍ୟୁ...

ହୋଲିରେ ଅଘଟଣ । ହୋଲି ଖେଳ ସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ।

Dola Purnima
କାଲି ରାଜ୍ୟରେ ପାଳନ ହେବ ରଙ୍ଗର ପର୍ବ ହୋଲି, ଫଗୁ ଅବିରରେ ରଙ୍ଗିନ ହେବ ଗାଁଠୁ ସହର

କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।

Balasore
ବାଲେଶ୍ବରରେ ବଢୁଛି ବେଆଇନ ନିଶା କାରବାର; କିଙ୍ଗପିନକୁ ଧରିବା ପାଇଁ ପୋଲିସର ଉଦ୍ୟମ...

ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି ।

ଭିଡ଼ିଓ କଲ୍‌ରେ ପ୍ରେମିକକୁ ପୂଜା
ଡିଜିଟାଲ୍‌ ଯୁଗର ପ୍ରେମ: ଭିଡ଼ିଓ କଲ୍‌ରେ ପ୍ରେମିକକୁ ପୂଜା କଲା ପ୍ରେମିକା, ଦେଖନ୍ତୁ ଭିଡ଼ିଓ...

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଝିଅ ନିଜ ପ୍ରେମିକାର ଦୀର୍ଘ ଜୀବନ କାମନା ପାଇଁ ଭିଡ଼ିଓ କଲ୍‌ରେ ପୂଜା କରୁଥିବା ଦେଖିବାକୁ ମିଳୁଛି ।

Digital Beggar
'ଡିଜିଟାଲ୍ ଭିକାରୀ': ଫୋନ୍ ପେ’ QR କୋଡ୍ ଧରି କରୁଛନ୍ତି ଭିକ୍ଷା ବୃତ୍ତି, ଦେଖନ୍ତୁ ଭିଡ଼ିଓ...

ଫୋନ୍ ପେ’ରେ ଭିକ୍ଷା ବୃତ୍ତି । ଆଶ୍ଚର୍ଯ୍ୟ କଲେ ବି ସତ ! ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

 Water Crisis
କଠୋର ହେଲେ ସରକାର; ପାଣି ନଷ୍ଟ କରି ୨୨ଟି ପରିବାର ଦେଲେ ୫୦୦୦ ଫାଇନ୍‌...

ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା । 

LIC Kanyadan Policy
LICର ବମ୍ପର ସ୍କିମ୍‌: ଝିଅ ବିବାହର ଚିନ୍ତା ଗଲା; ଜମା କରନ୍ତୁ ୧୨୧ ଟଙ୍କା, ମିଳିବ ୨୭ ଲକ୍ଷ !

LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।

 Lunar eclipse on Holi
ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; କେମିତି ରହିବ ପ୍ରଭାବ ? କାହା ପାଇଁ ଶୁଭ, କାହା ପାଇଁ ଅଶୁଭ...ଜାଣନ୍ତୁ...

ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।

 arun govil
୧୧୧ ଜଣଙ୍କ ପ୍ରାର୍ଥୀ ତାଲିକା ଜାରି କଲା BJP... ମିରଟରୁ ଅରୁଣ ଗୋଭିଲ, ମଣ୍ତିରୁ ଲଢିବେ କଙ୍ଗନା

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।  ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି...

BJD thrashing out game plan for Sambalpur
ସମ୍ବଲପୁର ଲୋକସଭା କ୍ଷେତ୍ରରେ ହେବ କି ହେଭିୱେଟ୍ ଲଢ଼େଇ ? ଧର୍ମେନ୍ଦ୍ର-ବବି ଟକ୍କର !

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି । 

Political parties
ବିଜେଡିକୁ ଘାରିଛି କି ନୂଆ ଭୋଟର୍ ? ମୋଦି କ୍ରେଜ୍ ଆଗରେ ମଳିନ ପଡ଼ିଯାଉଛି କି ନୂଆ ଓ’ ?

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ ।

General Election 2024
ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । 

BJD
ତେଜୁଛି ଅସନ୍ତୋଷ, ବଢୁଛି ବିଦ୍ରୋହ; ଆମଦାନୀ ନେତାଙ୍କୁ ନେଇ ଅକଳରେ ପଡ଼ିବ କି ବିଜେଡି ? 

ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା ।

Retired Army Jawan
ଗିରଫ ହେଲେ ପୂର୍ବତନ ସେନା କର୍ମଚାରୀ; ପୋଲିସକୁ ଅନେକ ଥର କରିଥିଲେ ଆକ୍ରମଣ...

ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ । 

IPL 2024
IPL 2024: LIVE ମ୍ୟାଚ୍‌ରେ ରୋଚକ ଦୃଶ୍ୟ; ଛିଡ଼ିଲା କ୍ୟାମେରା ତାର, ବନ୍ଦ ରହିଲା ଖେଳ...

ଆଇପିଏଲ୍‌ ୨୦୨୪ର ୪ର୍ଥ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଜାରି ରହିଛି । କିନ୍ତୁ ମ୍ୟାଚ୍‌ ଆରମ୍ଭରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ପାଖାପାଖି ୭ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ୍‌ ।

Migrant labourer
ସରୁନି ଦାଦନ ଦୁଃଖ; ଅନ୍ୟରାଜ୍ୟକୁ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଶିବ...

ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ ।

Defense Minister Rajnath Singh
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ରାଜନାଥ ସିଂ

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ। 

Harshit Rana Fined
Watch: ପଡ଼ିଆ ମଝିରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇ ଫସିଲେ ହର୍ଷିତ; କଟିଲା ମ୍ୟାଚ୍‌ ଫି’ର ୬୦%...

IPL 2024 Harshit Rana: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରୱାଲଙ୍କୁ ପଡ଼ିଆ ମଝିରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇ ଫସିଲେ ହର୍ଷିତ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।