ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ କିଛି ବି କରୁଛନ୍ତି । ରିଲ୍ସ କରିବା ପାଇଁ ବିନା ଡର ଓ ଭୟରେ କୌଣସି ବି ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ...
ଜଣେ ବ୍ୟକ୍ତି ନିଜ ପରିଶ୍ରମ ଆଧାରରେ ବଡ଼ ବଡ଼ ସମସ୍ୟାରୁ ରକ୍ଷା ଓ ସଫଳତା ମଧ୍ୟ ପାଇଥାଏ । ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଏଣିକି ‘ଏକ୍ସ’ରେ ମାଗଣାରେ ମିଳିବ ବଡ଼ ଫିଚର୍ । ଏଲନ୍ ମସ୍କ ‘ଏକ୍ସ’ର ଦାୟିତ୍ୱ ନେବା ପରେ, ଏହି ପ୍ଲାଟଫର୍ମରେ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ କରି ଆସୁଛନ୍ତି ।
ନିର୍ବାଚନ ଲଢିବେନି ଦେଶର ଅର୍ଥମନ୍ତ୍ରୀ । କାରଣ ନିର୍ବାଚନ ଲଢିବାକୁ ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଟଙ୍କା ନଥିବା ଯୋଗୁଁ ବିଜେପିର ଟିକେଟ୍ ନେବାକୁ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।
ପରଲୋକରେ ଏମ୍ଡିଏମ୍କେ ସାଂସଦ । ଟିକେଟ ନ ମିଳିବାକୁ ତିନି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି ତାଙ୍କର ମୃତ୍ୟୁ ହୋଇଛି ।
ରାୟଗଡ଼ା ବିଜେଡିରେ ଅନ୍ତର୍କନ୍ଦଳ ! ଅନସୂୟା ମାଝୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିବାଦ । ପଦରୁ ଇସ୍ତଫା ଦେଲେ ରାୟଗଡ଼ା ମ୍ୟୁନିସିପାଲିଟିର ୨୧ ବିଜେଡି କାଉନସିଲର ।
ନୃଶଂସ ନାତିର ଅକଥନୀୟ ନିର୍ଯାତନା । ନିଷ୍ଠୁର ଭାବେ ମାଡ଼ ମାରିଲା ନାତୁଣୀ ବୋହୂ । ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼ ମାରିଛନ୍ତି ।
୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ ।
କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଦୃଶ୍ୟ । କନେଷ୍ଟବଳ ସ୍ବାମୀର ଶବ ନେବାକୁ ଟଣାଓଟରା । ପତ୍ନୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା ।
ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର ।
ଏସ୍ବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) କିଛି ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜରେ ବଡ଼ ପରିବର୍ତ୍ତନ କରିଛି ।
ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ ।
ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର ।
ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।
ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ ।
ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।