ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ।
ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।
ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନ୍ ରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର...
କେଉଁଠି ବ୍ରିଜ୍ ଉପରେ ପାଣି ଚାଲିଛି ତ କେଉଁଠି ରାସ୍ତା ଦେଖାଯାଉନି। ଏକର ଏକର ଚାଷ ଜମିରେ ଅଣ୍ଟାଏ ପାଣି। ଲଗାଣ ବର୍ଷାରେ ବେହାଲ କୋରାପୁଟ। ଜିଲ୍ଲାର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି। ସେପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ୨୪ ଘଣ୍ଟା...
ନିର୍ବାଚନ ବିପର୍ଯ୍ୟୟ ଓ ବିଜେଡିରେ ଦଳୀୟ କନ୍ଦଳ ବଢ଼ିବା ପରେ କମାଣ ପୁଣି ଧରିଲେ ନବୀନ।ନୂଆ ରଣନୀତି ଆପଣାଇ ଗଣେଶ ପୂଜାରୁ ଲୋକଙ୍କ ପାଖକୁ ଯିବାକୁ ଆରମ୍ଭ କରିଛନ୍ତି।ଯାହାକୁ ଦଳୀୟ ନେତା ପ୍ରଚାର ପ୍ରସାର କରି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି।...
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ 925 କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ...
ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି।
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ।
ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା।
ଅସହାୟ ଯୁବତୀଙ୍କୁ ନିୟମିତ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ଘଟଣା ।
ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ।
ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।
ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।
ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...
ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ।
ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।