ଓଡ଼ିଶାରେ ବିଜେପି ସରକାର ନେଇ ପୁଣି ମୋଦିଙ୍କ ଦମ୍ଭୋକ୍ତି । ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ପକାଇବାକୁ ପ୍ରସ୍ତୁତ ବୋଲି କହିଲେ ମୋଦି ।
IPS ଡିଏସ୍ କୁଟ୍ଟେଙ୍କୁ ସସ୍ପେଣ୍ଡ କଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI ।
୪ ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଶେଷ ପର୍ଯ୍ୟାୟ ଭୋଟ୍ ଲଢ଼େଇର ତିନି ଦିନ ପୂର୍ବରୁ ଆଜି ତିନି ତିନିଟି ସ୍ଥାନରେ ମାରାଥନ୍ କ୍ୟାମ୍ପେନ କରି ସିଏମ୍ ନବୀନଙ୍କୁ ଜୋରଦାର ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।
ସରିଲା ଭୋଟ୍ ଏବେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ଭୁବନେଶ୍ୱର ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ୍...
ଗୁଜରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଛି SIT ତଦନ୍ତ। ନିଆଁ କେମିତି ଲାଗିଲା? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଏସମସ୍ତ ଘଟଣାର ଅନୁଧ୍ୟାନ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ...
ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ପୂର୍ବରୁ ଅଟକ ରଖିଥିଲା ପୋଲିସ ।
ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଛି। ଗତକାଲି ମଧ୍ୟରାତିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା।...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥି-୩ୟା ସନ୍ଧ୍ୟା ୦୬.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ମୁସଲମାନ ଶିଳ୍ପୀ ନିର୍ମାଣ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥ। ଦୀର୍ଘ ୪୦ ବର୍ଷ ପରେ ନିର୍ମାଣ ହେଉଛି ମହାବାହୁ ଜଗନ୍ନାଥଙ୍କ ରଥ।
ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ ।
ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ ।
ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି ।
କିଙ୍ଗ୍ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି ଯାତ୍ରା । ଏମିତି ଘଟଣା ଜଣାପଡ଼ିବା ପରେ ଏକ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ ।
ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଗଲାଣି ଜୀବନ । ପପୁଆ ନ୍ୟୁ ଗିନିରେ ବଡ଼ ଭୂସ୍ଖଳନ । ତାସ୍ ଘର ଭଳି ଭୁଶୁଡୁଛି କୋଠା ।
ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ ।
ଚୋରି ହେଲା ଜଜ୍ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
୨୬ରେ ମାଟ୍ରିକ ରେଜଲ୍ଟ । ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।
ଟଙ୍କା ବାଣ୍ଟିବାକୁ ଯାଇ ଅଡୁଆରେ ଅଙ୍ଗନବାଡ଼ି ଦିଦି। ପୋଲିସ ସଂପୃକ୍ତ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କୁ ଧରି ଥାନାରେ ଅଟକ ରଖିଛି।
ପ୍ରଚାର ବେଳେ ହଟହଟା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ନହେବାରୁ ଘେରିଲେ ଗ୍ରାମବାସୀ। ନରସିଂହପୁର ବ୍ଲକ କମଳାଡିହ ପଞ୍ଚାୟତରେ ଘଟିଛି ଘଟଣା ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।