• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Terrorist Attack
ଆତଙ୍କୀଙ୍କ ଟାର୍ଟେଟ୍‌ରେ ଜମ୍ମୁ-କାଶ୍ମୀର; ସେନା ଗାଡ଼ି ଉପରେ ହମଲା, ୫ଯବାନ ସହିଦ

କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

SC
ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ; ମଡେଲ ନୀତି ପ୍ରସ୍ତୁତ କରିବାକୁ ଦେଲେ ନିର୍ଦ୍ଦେଶ

ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ୧୯୯୨ରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ମାସିକ ଛୁଟିର ନିୟମ ଆରମ୍ଭ କରିଥିଲେ। ନିକଟରେ, ଜାନୁଆରୀ ୧୯ରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରୀମାନଙ୍କ ପାଇଁ...

Olympics
ଅଲିମ୍ପିକ୍ସରେ ଚମକିବେ ୨ ଓଡ଼ିଆ; ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍‍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

father burying 15-day-old daughter alive
ବର୍ବରତାର ସୀମା ପାର୍‌; ୧୫ଦିନର କଅଁଳା ଛୁଆକୁ ଜିଅନ୍ତା ପୋତିଦେଲା ବାପା

ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।

pet dog
କୁକୁରର ବାର୍ଥ ଡେ’ ସେଲିବ୍ରେସନ; ମାଲିକାଣୀ ଦେଲେ ଅଢ଼େଇ ଲକ୍ଷର ସୁନା ଚେନ୍‌

ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍‌ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।

Ayushman Bharat coverage could be doubled
ଦୁଇ ଗୁଣା ହେବ ଆୟୁଷ୍ମାନ ଭାରତ ବୀମା ରାଶି ! ବଜେଟ୍‌ରେ ହୋଇପାରେ ବଡ଼ ଘୋଷଣା

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁୟାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା...

MODI
ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ; ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ

୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି।

Ratha Jatra
ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ୱଜ; ପଛରେ ଆସୁଛନ୍ତି ହଳଦୀ ମୁହିଁ..ଶେଷରେ କାଳିଆ ସାଆନ୍ତ

ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।

 Digital Arrest
ଚୂନା ଲଗାଇଲେ ସାଇବର ଠକ; ପୁଅର ମିଛ କାନ୍ଦ ଶୁଣାଇ ନେଇଗଲେ ୧.୨ଲକ୍ଷ

ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ଅଭିଯୁକ୍ତ ତାଙ୍କୁ ଫୋନରେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଥିଲେ। ଯେଉଁଥିରେ ତାଙ୍କ ପୁଅ କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ମହିଳାଜଣକ ଭୟଭୀତ ହୋଇଯିବା ସହ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ।

Ratha Jatra
ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ; ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ

କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..।

Paper Plate
ରୋଗୀଙ୍କ ରିପୋର୍ଟରେ ତିଆରି ହେଉଛି ପେପର ପ୍ଲେଟ୍, ପରସାଯାଉଛି ଖାଦ୍ୟ

ସୂଚନା ଅନୁଯାୟୀ, ରୋଗୀଙ୍କ ଡକ୍ୟୁମେଣ୍ଟ ଯେପରି କି ସିଟିସ୍କାନ ରିପୋର୍ଟ, ,ଏମ୍‌ଆର୍‌ଆଇ ରିପୋର୍ଟ ଆଦିରୁ ଏହି ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ତ ଗୋପନୀୟ ତଥ୍ୟ ରହିଥିବା ବେଳେ ନାଁ ମଧ୍ୟ ଉଲ୍ଲେଖ ରହିଛି।

Surat building collapse
ଭୁଶୁଡିଲା ୫ମହଲା କୋଠା; ମାଟିତଳେ ଚାପି ହୋଇ ୭ମୃତ, ଫସିରହିଛନ୍ତି ଅନେକ

ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।

Ratha Jatra
ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ...ଅପେକ୍ଷା କେବଳ ମହାପ୍ରଭୁଙ୍କୁ...ଦେଖନ୍ତୁ ବଡ଼ଦାଣ୍ଡର କିଛି ଝଲକ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା...

Same-Sex Marriage
ସମଲିଙ୍ଗୀ ବିବାହକୁ ମିଳିବ ଆଇନଗତ ମାନ୍ୟତା ! ଜୁଲାଇ ୧୦ରେ ସୁପ୍ରିମ ଶୁଣାଣି

ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରାଯିବ। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ରାୟ ଦେଇଥିଲେ। ତେବେ ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇ ୧୦ତାରିଖରେ ହେବ।

Hathras Tragedy
ହାଥରସ୍‌ ଟ୍ରାଜେଡି ନେଇ ମୁହଁ ଖୋଲିଲେ ‘ଭୋଲେ ବାବା’; କହିଲେ ଏମିତି...

ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ...

Dengue
ସଇଁତଳାରେ ମାଡ଼ିଚାଲିଛି ଡେଙ୍ଗୁ; ସ୍ଥିତି ଅନୁଧ୍ୟାନ କରିବ ରାଜ୍ୟସ୍ତରୀୟ ଟିମ୍

ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।

President
୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି; ପୁରୀ ରଥଯାତ୍ରାରେ ହେବେ ସାମିଲ୍

ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Robot Commits Suicide
ରୋବୋଟ୍‌ ଉପରେ ପଡ଼ିଲା କାମ ପ୍ରେସର୍; ସିଡିରୁ ଡେଇଁ କଲା ଆତ୍ମହତ୍ୟା !

ଡେଲି ମିରର୍‌ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍‌ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।

NEET-PG
NEET-PG ପାଇଁ ନୂଆ ତାରିଖ ଘୋଷଣା; ଦୁଇଟି ସିଫ୍ଟରେ ହେବ ପରୀକ୍ଷା

ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ।

Ratna Bhandara
'ପ୍ରଥମ ଦାୟିତ୍ୱ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନିଷ୍ପତ୍ତି'

ପ୍ରଥମ ଦାୟିତ୍ବ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ । ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।