• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Israeli attack
ରକ୍ତର ହୋଲି ଖେଳୁଛି ଇସ୍ରାଏଲ୍; ଗାଜାର ଦୁଇଟି ସ୍କୁଲରେ ଏୟାରଷ୍ଟ୍ରାଇକ୍, ୩୦ମୃତ

ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି...

VIGILANCE
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।

Third Monday Of Shravan Month
ଶ୍ରାବଣ ତୃତୀୟ ସୋମବାର: ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, ଶିବ...ଶିବ ଧ୍ୱନୀରେ ପ୍ରକମ୍ପିତ ପରିବେଶ

ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।

hit and run
ଯୋଡ଼ାରେ ହିଟ୍ ଆଣ୍ଡ ରନ୍; ସ୍କୁଲ ଯିବାବେଳେ ଚାପିଦେଲା ଟ୍ରକ୍, ୩ମୃତ

ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି।

Wayanad landslides
ସର୍ବଗ୍ରାସୀ ଭୂସ୍ଖଳନରେ ଛାର୍‌ଖାର୍‌ ୱାୟନାଡ୍‌; ସପ୍ତାହେ ପରେବି ସରୁନି ଉଦ୍ଧାର କାର୍ଯ୍ୟ

କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା।ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ଉଦ୍ଧାରକାରୀ ଟିମ୍।

Suicide
ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।

Kanwariya Drowning
ଅଧାରେ ରହିଲା ମାନସିକ; ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ।

Rain
କାଲିଠୁ ପ୍ରବଳ ବର୍ଷିବ! ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Storm
କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’।

Hirakud Dam
ଖୋଲିଲା ହୀରାକୁଦର ଆଉ ୪ ଗେଟ୍; ବନ୍ୟା ପରିସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ।

Plane
ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଜରୁରୀ ଅବତରଣ କଲା ବିମାନ !

ଜଣେ ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ଜରୁରୀ ଅବତରଣ କରିଛି। ଆମେରିକା ଏୟାରଲାଇନ୍ସର ଏକ ବିମାନ ଫିନିକ୍ସରେ ଏକ ଜରୁରୀ ଅବତରଣ କରିଥିବା ଜଣାପଡିଛି।

temple-wall-collapses
ଶ୍ରାବଣରେ ଅଘଟଣ; ଭୁଶୁଡ଼ିଲା ମନ୍ଦିର କାନ୍ଥ, ଚାଲିଗଲା ୯ ଶିଶୁଙ୍କ ଜୀବନ

ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ ଓ ଶାହପୁର ପୋଲିସ । ଧ୍ବଂସାବଶେଷକୁ ସଫା କରାଯାଇଛି। ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ।

korba-visakhapatnam-express-catch-fire
ଚାହୁଁଚାହୁଁ ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌; ପ୍ଲାଟ୍‌ଫର୍ମରେ ଭରିଗଲା ଧୂଆଁ...ଦେଖନ୍ତୁ ଭିଡିଓ

ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌। କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ। ବିଶାଖାପଟ୍ଟନମ୍‌ ରେଳ ଷ୍ଟେସନର ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ତିନୋଟି ଏସି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତାହତ ନେଇ ସୂଚନା ମିଳିନି।

Accident
ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ମୁହାଁମୁହିଁ; ହୁତୁହୁତୁ ହୋଇ ଜଳିଗଲା କାର୍‌

ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ l ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିଗଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।

Doctor removes patient’s lung tumor
ରୋଗୀଠାରୁ ୫ହଜାର କିମି ଦୂରରେ ଥିଲେ ଡାକ୍ତର, ମେସିନ୍‌ ଚଳାଇ କଲେ ଟ୍ୟୁମର ଅପରେସନ୍‌....ଦେଖନ୍ତୁ ଭିଡିଓ

ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ।

BANK
ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଲା ଦେଢ ଲକ୍ଷରୁ ଅଧିକ ଟଙ୍କା; ଥାନାରେ ଏତଲା

ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।

BSKY
'ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ BSKY ଜାରି ରହିବ'

ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। 

Corruption in Drinking Water Scheme
ପାପଡ଼ାହାଣ୍ଡିରେ ପାପ !

ପାନୀୟ ଜଳ ଯୋଗାଣ ନାଁରେ ଦୁର୍ନୀତି। ନିମ୍ନମାନର କାମ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଡୋକ୍ରୋଗୁଡ଼ା ଗାଁରୁ ଆସିଛି ଏଭଳି ଅଭିଯୋଗ। PMAAGYରେ ୧୦ଲକ୍ଷ ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ବାସ୍ତବ ସ୍ଥିତି ପୂରା ଓଲଟା।

Apana Nuhanti Eka
ପିଲାବେଳୁ ରୋଗ ସହ ସଂଘର୍ଷ

ଦଶମ ଶ୍ରେଣୀ ପଢୁଛନ୍ତି, ହେଲେ ଫେଲ୍ ହୋଇଯାଇଛି ଦୁଇଟି କିଡନୀ ।

Sarbatra Jagannath
ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ନୀଳମାଧବ

ଶ୍ରୀମନ୍ଦିର ଢାଞ୍ଚାରେ ତିଆରି କଣ୍ଟିଲୋର ପ୍ରଭୁ ନୀଳମାଧବଙ୍କ ମନ୍ଦିର। ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟସ୍ୱରୂପ ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।