• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

World’s first AI software engineer Devin
ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍

ମାନବ ଇଞ୍ଜିନିୟରମାନଙ୍କ ସହିତ ହାତରେ କାମ କରିବା, ରିଅଲ୍-ଟାଇମ୍ ଅପଡେଟ୍ ଦେବା, ମତାମତ ଗ୍ରହଣ କରିବା ଏବଂ ଡିଜାଇନ୍ ପସନ୍ଦ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ତେଣୁ, ମଣିଷକୁ ବଦଳାଇବା ପରିବର୍ତ୍ତେ ଡେଭିନ୍ ସେମାନଙ୍କର କାମକୁ ସହଜ କରିଦିଏ।

Decomposed body of woman found
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ଡ୍ରଗ୍ସ ଦେଇ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।

Blast In China
ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ; ଜଣେ ଜୀବନ୍ତ ଦଗ୍ଧ, ଜଳିଗଲା କାର୍ ସହ କୋଠା

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି।

Bus Driver Shot At During Robbery
ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ ଜୀବନ

ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।

Honey Bee Attack
ବିବାହ ଶୋଭାଯାତ୍ରା ବେଳେ ଅଘଟଣ, ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି

ଡେରା ଅଞ୍ଚଳରୁ ଏକ ବାହାଘର ଭୁବନ ଥାନା ଭୂଶଳ ଗାଁକୁ ଯାଉଥିଲା ଶୋଭାଯାତ୍ରା। ଗାଁରେ ଡିଜେ ବଜାଇ ପ୍ରସେସନ ବେଳେ ମହୁମାଛି ଦଂଶନ କରିଥିଲା। ସେହିପରି ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲା ଦୁର୍ବୃତ୍ତ।

Lemon Sold For ₹ 35,000 At Auction In Tamil Nadu Temple
ମହାଶିବରାତ୍ରୀରେ ନିଲାମ ହେଲା ଲେମ୍ୱୁ; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

World's Oldest Bread
ଦୁନିଆର ସର୍ବ ପୁରାତନ ପାଉଁରୁଟି; ୮୬୦୦ବର୍ଷ ପରେ ବି ରହିଛି ସତେଜ, ଜାଣନ୍ତୁ କାରଣ...

ତୁର୍କୀ ରାଜ୍ୟ ସମ୍ବାଦପତ୍ର ଆନାଡୋଲୁ ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଆନାଡୋଲୁ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ପ୍ରତ୍ନତତ୍ତ୍ୱବିତ୍ ଅଲି ଉମୁତ୍ ତୁର୍କାନ୍ କହିଛନ୍ତି, ଏହା ହେଉଛି ବିଶ୍ୱର ସର୍ବ ପୁରାତନ ପାଉଁରୁଟି।

Proddesor brutally murdered daughter
ପ୍ରଫେସରଙ୍କ ନାରକୀୟ କାଣ୍ଡ; ବ୍ଲେଡରେ ଝିଅର ତଣ୍ଟି କାଟି ନିଜେ କଲେ ଆତ୍ମହତ୍ୟା

ଗୋୟଲ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଥିଲେ। ଡିପ୍ରେସନ ପାଇଁ ସେ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ। ତାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଦେଇଥିଲା।

Electoral bonds
ନିର୍ବାଚନୀ ବଣ୍ଡ ଜରିଆରେ ଅର୍ଥ ପ୍ରଦାନ ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Accident in Haryana
ପାର୍କିଂ ହୋଇଥିବା ଗାଡ଼ିକୁ ଧକ୍କା ଦେଲା କାର୍; ଚାଲିଗଲା ୬ଜୀବନ

କାରରେ ଥିବା ଲୋକମାନେ ଖାତୁ ଗାଁରୁ ଦିଲ୍ଲୀ ଫେରୁଥିଲେ। ତେବେ ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।

Opium cultivation in shimilipal
ଶିମିଳିପାଳରେ ଅଫିମ ଚାଷ; କୋର୍ ଏରିଆରେ ନଷ୍ଟ ହେଲା ୧୦କୋଟିର ଅଫିମ

ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି।

Oscars 2024
ଓସ୍କାର ମଞ୍ଚରେ ଚମକାଇ ଦେଲେ ଜନ୍ ସିନା, ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା ପାଇଁ ଉଲଗ୍ନ ହୋଇ ଆସିଲେ

ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରବଳ ହସିଥିଲେ। ଏହାପରେ ସେ ହୋଷ୍ଟ କିମେଲଙ୍କୁ କହିଲେ, ‘ପୋଷାକ ଏତେ ଗୁରୁତ୍ୱପୂର୍ଣ୍ଣ । ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ’।

Customer Hilarious Request To Zomato
ଜୋମାଟୋକୁ ଗ୍ରାହକଙ୍କ ରିକ୍ୱେଷ୍ଟ; ‘ଘରକୁ ଚିକେନ ଆଣିବା ମନା, ଦୟାକରି ବିଲ୍ ଦେବେନି’

ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।

Murder
ନୃଶଂସ ‌ଭାଇ! ନାଚିବାକୁ ବାରଣ କରିବାରୁ ବଡ଼ ଭାଇକୁ କୁରାଢିରେ ହାଣିଦେଲା

ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।

PM Modi picks ‘Trishul’
ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ... ହାତରେ ତ୍ରିଶୂଳ ଧରି ଜଣାଇଲେ ଅଭିବାଦନ

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ସାରା ଉତ୍ତରପ୍ରଦେଶ ଯେପରି ବାରଣାସୀରେ ଏକାଠି ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମୋଦିଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।

Miss World 2024
କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ, ମିସ୍ ଲେବାନନର ୟାସ୍ମିନା ପ୍ରଥମ ରନର ଅପ୍

ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା ।

Woman chew neighbour ear & eat
ଝଗଡ଼ାର ସବୁ ସୀମା ପାର୍...ଯୁବକଙ୍କ କାନ କାମୁଡ଼ି ଛିଣ୍ଡାଇଲେ, ପ୍ରମାଣ ନଷ୍ଟ ପାଇଁ ଚୋବାଇ ଖାଇଦେଲେ ମହିଳା

ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।

Brave Lady Doctor
ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା।

Heat Wave
କଲବଲ କରିବ ତାତି; ଟୁଇନସିଟି ସମେତ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ।

ib-river drowning
ଇବ୍ ନଦୀରେ ଭାସି ୩ ନିଖୋଜ ଘଟଣା; ମିଳିଲା ୨ମୃତଦେହ

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।