ବାର୍ବାଡସରେ ଅଟକିଛନ୍ତି ବିଶ୍ବବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟ । ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି ।
ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।
ଲଗାଣ ବର୍ଷାରେ ବେହାଲ୍ ସିକ୍କିମ। ସିକ୍କିମ-ପଶ୍ଚିମବଙ୍ଗ ରାସ୍ତା ଏନଏଚ୍-୧୦ରେ ପୁଣି ଭୂସ୍ଖଳନ ହୋଇଛି । ଫଳରେ ସିଲିଗୁରିରୁ ସିକ୍କିମ ରାସ୍ତାରେ ଯାତାୟତ ବନ୍ଦ ରହିଛି ।
ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ବ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି।
ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।
୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ।
ଆତ୍ମଘାତୀ ବିସ୍ଫୋରଣକାରୀମାନେ ଗ୍ୱାଜା ସହରର ଏକ ବିବାହ, ଅନ୍ତିମ ସଂସ୍କାର ଏବଂ ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଏଥିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ମୃତକଙ୍କ ବୟସ ପ୍ରାୟ ୨୭ରୁ ୨୮ବର୍ଷ। ପିଲାଦିନରୁ ତାଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇଯାଇଛି। ଘରେ ତାଙ୍କର ଭାଇ, ଭାଉଜ ଓ ପୁତୁରା ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ସୁଇସାଇଡ୍ ନୋଟ୍ ଛାଡି ନାହାଁନ୍ତି।
ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି।
ପୂର୍ବରୁ ନାଗେଶ୍ବର ରାଓ CRPF ଆଇଜି ଥିବା ବେଳେ ମାରିକ ଓଡ଼ିଶାରେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ । ସେହି ସମୟରେ ଭୁଲ ବଶତଃ CRPFଙ୍କୁ ନିୟୋଜିତ ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା ।
ବାଲ୍ୟ ବିବାହ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ବାଲ୍ୟ ବିବାହ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦ ମିଲିୟନରୁ ଅଧିକ ନାବାଳିକା ବାଲ୍ୟ ବିବାହ କରିଛନ୍ତି।
ଏଣ୍ଟେରୋବ୍ୟାକ୍ଟର ବଗାଣ୍ଡେନସିସ୍ ନାମକ ଏହି ବ୍ୟାକ୍ଟେରିଆ ଉପରେ ଅନେକ ଆଣ୍ଟିବାୟୋଟିକ ପ୍ରଭାବ ଦେଖାଉନଥିବାରୁ, ଏହାକୁ ସୁପରବଗ୍ ବୋଲି କୁହାଯାଉଛି। ଶ୍ବାସତନ୍ତ୍ରକୁ ସଂକ୍ରମିତ କରୁଥିବା ଏହି ବ୍ୟାକ୍ଟେରିଆ ସ୍ପେଶ ଷ୍ଟେସନର ଆବଦ୍ଧ ପରିବେଶରେ ଆହୁରି ଶକ୍ତିଶାଳୀ ହୋଇଥିବା ସୂଚନା ମିଳିଛି।
ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେଉଛି। ସ୍କୁଟି ଡିକି ଖୋଲିବା ପରେ ତେଲ ଟାଙ୍କି କ୍ୟାପ୍ରେ ଏକ ବିଷଧର ସାପ ଥିବା ଚାଳକ ଦେଖିବାକୁ ପାଇଥିଲେ।
କାର୍ଟି ପେଟ୍ରୋଲ ଟାଙ୍କି ଆଡ଼କୁ ଯିବା ବେଳେ ଭୁଲ୍ ଦିଗରେ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ MUV କାର୍ଟି ବ୍ୟାରିକେଡ୍ ଭାଙ୍ଗି ରସ୍ତାର ବାମ ପଟକୁ ଛିଟିକି ପଡିଥିଲା।
ଜଗାକୁ ୯ ପୁରି ୧୦ ବର୍ଷ ଚାଲିଲାଣି। ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବି ବଢ଼ୁଛି। ତେଣୁ ସେ କହୁଛି ବାପାଙ୍କ ସାଙ୍ଗେ ସେ ସ୍କୁଲ ଯିବ, ପାଠ ପଢିବ। ଏନେଇ ତା’ମନରେ ବହୁ ଆଶା ଓ ଉତ୍କଣ୍ଠା ।
ବୟସ ମାତ୍ର ୨୬, କଲେଜର ମାଟି ମାଡି ନାହାନ୍ତି କିନ୍ତୁ ସେ ଆଜି କୋଟିପତି। କମ୍ ବୟସରେ ବଡ଼ ସଫଳତା। ସେ ଯାହା କେବେ କଳ୍ପନା କରିନଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି। ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ ଅଧିକ ପଢିନାହାନ୍ତି ସତ...
ଅଲାର ନାଥ। କଳା କମନୀୟ ବିଷ୍ଣୁ ପ୍ରତିମା। ନିରିଖେଇ ଦେଖିଲେ ଦିଅଁଙ୍କ ଥୋଡ ଆଉ ହାତ ପୋଡିଯାଇଛି। ହେଲେ କେମିତି ଦିଅଁଙ୍କ ଓଠ ପୋଡିଗଲା। ଆସନ୍ତୁ ଶୁଣିବା ଏହା ପଛର କାହାଣୀ ।
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ବର୍ଷିବ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି ।