• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Teacher
ବିରଳ ଏ ବନ୍ଧନ; ଶିକ୍ଷକଙ୍କ ବଦଳି ପରେ ଟିସି ନେଇଗଲେ ୧୩୩ ପିଲା

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଭାବପ୍ରବଣ ହୁଅନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଅସ୍ୱାଭାବିକ ଘଟଣା।"

Keir Starmer Profile
ବ୍ରିଟେନ୍‌କୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ; ସୁନକ୍‌ଙ୍କୁ ହରାଇଥିବା ଏହି ରାଜନେତା କିଏ ?

ନିର୍ବାଚନ ପ୍ରଚାର ସମୟରେ ଷ୍ଟାରମର୍ ବାରମ୍ବାର କହିଥିଲେ, 'ଆମକୁ ରାଜନୀତିକୁ ସେବାରେ ପରିଣତ କରିବାକୁ ପଡ଼ିବ। ପ୍ରଥମେ ଦେଶ ପରେ ପାର୍ଟି।' 

Bridge
ଦୁଇ ବର୍ଷ ହେଲା ସରୁନି ବଙ୍ଗଳାଗୁଡ଼ା ବ୍ରିଜ୍‌ କାମ, ଚୁପ୍ ବସିଛନ୍ତି NH କର୍ତ୍ତୃପକ୍ଷ

କୋରାପୁଟକୁ ରାୟଗଡ଼ା ସହ ସଂଯୋଗ କରୁଛି ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ବ୍ରିଜ୍। ୨୦୨୨ ଅଗଷ୍ଟ ୧୬ରେ ପ୍ରବଳ ବର୍ଷା ଯୋଗୁଁ ଏହି ବ୍ରିଜ୍ ଭାସି ଯାଇଥିଲା।

 Lack of Water in Canal
ବର୍ଷା ଅଭାବରୁ ଶୁଖିଲା ପଡ଼ିଛି ଡ୍ୟାମ୍, ୩ ଜିଲ୍ଲାରେ ସ୍ଥିତି ସଙ୍ଗିନ

ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।

NASA
ତାଜୁବ୍‌ କଲା ନାସାର ରିପୋର୍ଟ; ମହାକାଶରେ ଅଛି ଆଉ ଏକ ଜହ୍ନ.. ଦେଖନ୍ତୁ ଭିଡିଓ

ନାସାର ଡିପ୍ ସ୍ପେସ୍ ନେଟୱାର୍କର ଗୋଲ୍ଡଷ୍ଟୋନ୍ ପ୍ଲାନେଟାରୀ ରାଡାର ଏହି ଦୁଇଟି ଗ୍ରହକୁ ଟ୍ରାକ୍‌ କରିଛି। ଯାହାକି କ୍ଷୁଦ୍ରଗ୍ରହ ଅନୁସନ୍ଧାନ ଦିଗରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଛି। ବାସ୍ତବରେ ଏହି କ୍ଷୁଦ୍ରଗ୍ରହ ଚାରିପଟେ ଏକ ଛୋଟ ଚନ୍ଦ୍ର ଥିବା ବୈଜ୍ଞାନିକମାନେ ଗବେଷଣା ପରେ ସ୍ପଷ୍ଟ କରିଛନ୍ତି।

CM Mohan Majhi
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଏଣିକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ

ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ମୋହନ ମାଝୀ। କହିଛନ୍ତି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ।

gas cylinder exploded
ଘରେ ଶୋଇଥିଲେ, ନିଆଁ ଲାଗି ଫାଟିଲା ସିଲିଣ୍ଡର..ଉଡ଼ିଗଲା ଛାତ

ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Attack
ମରିଗଲା ମାନବିକତା; ପ୍ରେମୀ ଯୁଗଳଙ୍କୁ ଗୋରୁଗାଈ ଭଳି ଛେଚିଦେଇ ଗଲେ

ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।

Drone
କମାଲ୍‌ କଲେ ଓଡ଼ିଆ ପୁଅ; ତିଆରି କଲେ ଡ୍ରୋନ୍‌...ପାଣିରୁ ଛାଣିବ ଜୀବନ

ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍।

rain
ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି ବର୍ଷା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।

Rohit
ଟିମ୍‌ ଇଣ୍ଡିଆର ଘର ବାହୁଡ଼ା...ଦେଖନ୍ତୁ କିଛି ଝଲକ...

ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଆଉ ବିଶ୍ବ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି।

T20 World Cup trophy is home
ସ୍ୱଦେଶ ଫେରିଲା ଟିମ୍ ଇଣ୍ଡିଆ; ଆଜି ସଂଧ୍ୟାରେ ଗ୍ରାଣ୍ଡ୍ ସେଲିବ୍ରେସନ୍

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍।

Thermocol Flowers
‘୨୦ ବର୍ଷ ହେଲା କାଳିଆ ସେବା କରୁଛୁ’

ମହାପ୍ରଭୁଙ୍କ ସେବାରେ ଲାଗିବ ସୋଲଫୁଲ । ଫୁଲ ତିଆରି କାମରେ ଲାଗିଛନ୍ତି ପୂରା ପରିବାର । କିଏ ସୋଲକୁ କାଟି କଦମ୍ବ ଫୁଲ ତିଆରି କରୁଛନ୍ତି ତ ପୁଣି କିଏ ସେବତି ଫୁଲର ଆକାର ଦେଉଛନ୍ତି ସୋଲକୁ । ମହାପ୍ରଭୁଙ୍କ ସେବା ପାଇଁ ପୂରା ପରିବାର ହୋଇଯାଇଛି ଏକାଠି...

Skyrocketing Prices of Vegetables
ମଧ୍ୟାହ୍ନ ଭୋଜନ ଉପରେ ପରିବା ମାଡ

ବଜାରରେ ପନିପରିବା ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ପିଲାଙ୍କ ଉପରେ । ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି। ସ୍କୁଲ କ‌ର୍ତ୍ତୃପକ୍ଷ...

Divyang Man Begs By Singing
ମୁଁ ବି ବାଜିଗର

ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।

Panchang Today
Panchang Today 3rd July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଦ୍ୱାଦଶୀ । ପ୍ରାତଃ ୦୭.୧୦ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ...

Three new criminal laws
ନୂଆ ଆଇନ୍‌ ନେଇ ତେଜିଲା ରାଜନୀତି; ବିରୋଧ କଲା କଂଗ୍ରେସ, ଶାହ କହିଲେ...

ନୂଆ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଏନେଇ ସମସ୍ତ ଅଭିଯୋଗକୁ ନେଇ ସ୍ପଷ୍ଟତା ଆଣିଛନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

Lonavala waterfall mishap
ପିକ୍‌ନିକ୍‌ରେ ଯାଇଥିଲେ; ପୂରା ପରିବାର ଉଜାଡିଦେଲା ଫ୍ଲାସଫ୍ଲଡ୍, ଭାସିଗଲେ ୫ଜଣ

ପିଲାମାନେ ଭୂସି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିଲେ। ହଠାତ ବର୍ଷା ଯୋଗୁ ଫ୍ଲାସ ଫ୍ଲଡ୍ ଆସିବାରୁ ଏମାନେ ଭାସିଯାଇଥିଲେ । ଭାସି ଯାଇଥିବା ମହିଳା ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା।

Crocodile
ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର, ବେଧଡକ ବୁଲୁଛି; ଦେଖନ୍ତୁ ଭିଡିଓ...

ନଦୀରୁ ଏକ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି ।

Cancer causing chemicals found in Pani Puris
କ’ଣ ଆପଣ ବି ଖାଉଛନ୍ତି ଗୁପ୍‌ଚୁପ୍‌ ? ହୋଇପାରେ କ୍ୟାନସର...ରୁହନ୍ତୁ ସାବଧାନ...

ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବାକୁ ଯୋଜନା କରୁଛି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।