/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722563540.jpg)
Panchanga
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ରାତ୍ରି ୦୭.୫୪ ଗତେ ମେଷ। ତିଥି-୪ର୍ଥୀ ଦିବା ୧୦.୩୯ ଗତେ ୫ମୀ। ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୭.୫୪ ଗତେ ମେଷ। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ- ୦୫.୩୨ ରୁ ୦୬.୨୨
ପ୍ରାତଃ- ୦୭.୧୩ ରୁ ୦୮.୪୦
ଦିବା- ୧୨.୧୪ ରୁ ୦୨.୪୪
ଦିବା- ୦୪.୨୫ ରୁ ୦୬.୦୫
ରାତ୍ରି- ୦୭.୩୭ ରୁ ୦୮.୫୭
ରାତ୍ରି- ୦୧.୪୩ ରୁ ୦୪.୦୧
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
Advertisment
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୫ ରୁ ୧୧.୪୯
କାଳବେଳା- ଦିବା ୧୦.୧୫ ରୁ ୧୧.୪୯
ବାରବେଳା-ଦିବା ୦୮.୪୦ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୮.୫୭ ରୁ ୧୦.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)