• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି-୩ୟା ଦିବା ୦୧.୪୬ ଗତେ ୪ର୍ଥୀ। ଘାତଚନ୍ଦ୍ର-ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୫.୩୨ ରୁ ୦୭.୧୨
ଦିବା- ୧୦.୩୩ ରୁ ୦୧.୦୪
ରାତ୍ରି- ୦୨.୨୯ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ


ଅଶୁଭ ସମୟ
ରାହୁକାଳ- ଦିବା ୦୧.୨୩ ରୁ ୦୨.୫୭
କାଳବେଳା-ଦିବା ୦୨.୫୭ ରୁ ୦୪.୩୨
ବାରବେଳା-ଦିବା ୦୪.୩୨ ରୁ ୦୬.୦୬
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୫

OTV is now on Whatsapp

Join and get latest news update delivered to you via whatsapp

Join Now