• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

All govt and private schools in #Odisha to remain closed from tomorrow
ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ, ୯ଟାରେ ଛୁଟି

ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Justice Ramana
ନିଜ ସ୍ୱାର୍ଥ ପାଇଁ ବ୍ୟବହାର ହେଉଛି PIL, ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି

ରାଜନୈତିକ ଏବଂ କର୍ପୋରେଟ୍‌ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

Reserve Bank Of India
ବାଲେଶ୍ୱରରେ ହେବ ଟଙ୍କା ଛପା କାଗଜ କାରଖାନା !

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ ରେମୁଣା ଅଂଚଳର ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖାଇଥିଲେ ।

Puri Srimandir
ପୁରୀ ଗସ୍ତରେ ଯିବ ASI ଟିମ୍‌, କରିବ ତଦନ୍ତ !

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତାର ତଦନ୍ତ କରିବା ନେଇ ଏଏସ୍‌ଆଇ ଟିମ୍‌ ପୁରୀ ଯିବ

Bishweswar Tudu
‘୨୨ ବର୍ଷରେ ରାଜ୍ୟ ସରକାର ମହାନଦୀ ପାଇଁ କିଛି ବି ପଦକ୍ଷେପ ନେଇ ନାହାନ୍ତି’

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ।

Acharya Harihar Cancer Hospital
ଏମିତି ବିଶ୍ୱସ୍ତରୀୟ ବ୍ୟବସ୍ଥା ! ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ଆଗରେ ପ୍ରଚଣ୍ଡ ଖରାରେ ରୋଗୀ

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି ।

weather  today
ଏବର୍ଷର ରେକର୍ଡ ଭାଙ୍ଗିଲା ତାତି, ୪୫ ଡିଗ୍ରୀ ଛୁଇଁଲା ପାରଦ

ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Collector Ashish Thakare
ଜିଲ୍ଲାପାଳଙ୍କୁ ପୁଣି ସମନ, ଏଥର ହାଜର ନହେଲେ କାର୍ଯ୍ୟାନୁଷ୍ଠାନ !

ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା ।

Yellow Water Mellon
ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।

Balasore
ଏମିତି ପୁଅ କାହାକୁ ନଦିଅନ୍ତୁ ଭଗବାନ ! ଭଙ୍ଗାଦଦରା ପାଇଖାନା ଘରେ ବାପାକୁ ଫୋପାଡ଼ି ଦେଲା..

ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ ।

Kendrapada Collector
ଲାଞ୍ଚ ଦେବା ପରେ ବି କାମ ହେଲାନି ! ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କଲେ

ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।

surya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ, ବାଚସ୍ପତି କହିଲେ ରାଜନୀତି ସରୁ ତାପରେ..

ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।

Vigilance Raid
ଭିଜିଲାନ୍ସ ଜାଲରେ ନିଲମ୍ବିତ ASI ! ରେଡ୍‌ ବେଳେ ଧରାପଡ଼ିଲା ଅପର୍ଯ୍ୟାପ୍ତ ସମ୍ପତ୍ତି

ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।

Aparajita Sarangi - Jayanta Sarangi
ତେଜିଲା ରାଜନୀତି ! ଅପରାଜିତାଙ୍କ ସହ ସ୍ୱର ମେଳାଇଲେ ବିଧାୟକ ଜୟନ୍ତ ଷଢ଼ଙ୍ଗୀ

ଏଏସ୍‌ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ ।

Aparajita Sarangi Tomato Hurled
ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼

ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସର ଜଣେ କର୍ମୀ ବୋଲି ସୂଚନା ମିଳିଛି । 

Aparajita Sarangi
ହଟହଟା ପରେ ପୁରୀରେ ପହଞ୍ଚିଲେ ଅପରାଜିତା, ବଡ଼ଦାଣ୍ଡରେ କଲେ ପଦଯାତ୍ରା

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

Tamilnadu
ବିରାଟ ଅଘଟଣ ! ମନ୍ଦିର ଶୋଭାଯାତ୍ରା ବେଳେ ଲାଗିଲା କରେଣ୍ଟ, ୧୧ ମୃତ

ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।

Manoj Das
ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ରାଶି ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ବିଭିନ୍ନ ସ୍ତରରେ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇ ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

Ranapa Dance
ଓଡ଼ିଶାର ଲୋକ କଳା, ଯାହା କହେ ଓଡ଼ିଆଙ୍କ କଥା ଓ ଗାଥା

କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।