• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

income tax
୨୦୨୧-୨୨ରେ ଆୟକର ବିଭାଗର ସର୍ବକାଳୀନ ରେକର୍ଡ କର ସଂଗ୍ରହ

ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।

Prabeen Togadia
‘ହିନ୍ଦୁଙ୍କୁ ଦିଆଯିବ ସବୁ ପ୍ରକାର ସହଯୋଗ, ଜାରି ହେବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର’

ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।

Maoist
ବିପଦ ! ୪ ରାଜ୍ୟରେ ମାଓବାଦୀ ଆକ୍ରମଣ ଆଶଙ୍କା

ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍‌ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।

Odia Man Killed
ସୁରତରେ ପୁଣି ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା, ଅଳିଆ ଗଦାରୁ ମୃତଦେହ ଉଦ୍ଧାର

ହୋଟେଲର ବେସମେଣ୍ଟରେ ଏକ ଅଳିଆ ଗଦାରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।

Jeypore Airport
ଜୁନ୍‌ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ

ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ ।

Sura- Niranjan
ପୁଣି କଂଗ୍ରେସରେ ତୁତୁ- ମେଁମେଁ ! ଏଥର ସୁର-ନିରଞ୍ଜନ

କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର । 

BJP 2024
୨୦୨୪ ସାଧାରଣ ନିର୍ବାଚନରେ ବାଜିମାତ୍ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି

ବୁଥ୍ ସ୍ତରରୁ ସଙ୍ଗଠନକୁ ସୃଦୃଢ କରିବାକୁ ଆରମ୍ଭ ହୋଇଛି ରଣନୀତି । ୨୦୧୯ ନିର୍ବାଚନରେ ବିଜେପି ମୋଟ୍ ୭୪ ହଜାର ବୁଥ୍‌ରେ ଖରାପ ପ୍ରଦର୍ଶନ କରିଥିଲା ।

Covid 19
ଖୁସି ଖବର ! ୫ରୁ ୧୨ ବର୍ଷ ବର୍ଗଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି ଦେଲା DCGI

ହାଇଦ୍ରାବାଦ୍‌ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି ।

Crime
ମୁଥ ମାରି ଶିକ୍ଷାଧିକାରୀଙ୍କ ନାକ ଫଟାଇଦେଲେ ଦମ୍ପତି

DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।

weather-report-of-today
ଆହୁରି ତାତିବ ! ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ

BUS-TRUCK- BIKE
ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Aparajita Sarangi
ଅପରାଜିତାଙ୍କ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନକୁ ଝଟ୍‌କା, ମିଳିଲାନି ଜିଲ୍ଲାପାଳଙ୍କ ଅନୁମତି

ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । 

Vigilance Raid
ଗିରଫ ହେଲେ କୋଟିପତି GRS, ୫୯ ପ୍ଲଟ୍‌ ସହ ଆଖି ଟେରା ହେଲା ଭଳି ସମ୍ପତ୍ତି ରଖିଥିଲେ

ବାବୁଲି ପଢ଼ିଆରି ଜଣେ ଜିଆରଏସ୍‌ ହୋଇ ମଧ୍ୟ ୫୯ ପ୍ଲଟ୍‌ର ମାଲିକ । ତେବେ ଏହି ସମ୍ପତ୍ତି କେଉଁଠୁ ଆସିଲା, କିଏ ଦେଲା ? ବାବୁଲି ସତ କହୁଛନ୍ତି ନା ମିଛ ? ଏନେଇ ଭିଜିଲାନ୍ସ ତଦନ୍ତ ଚଳାଇଛି ।

Prashant Kishore
କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର

ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଦରକାର, ଦଳରେ ସାମିଲ୍ ହେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିଲେ

Chhela kumar
ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା, ଆଭାସ ଦେଲେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର

ଆଜି ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଏନେଇ ସୂଚନା ଦେବେ । ପରେ ହାଇକମାଣ୍ଡ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

Fire
ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।

SCB medical
ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।

Khelo India
ଖେଲୋ ଇଣ୍ଡିଆ ଗେମ୍‌ସରେ ଓଡ଼ିଶାକୁ ପୁଣି ଦୁଇଟି ସଫଳତା

ଓଡ଼ିଶାକୁ ଆଜି ମିଳିଲା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ । ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋ ଓଜନ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀତାରେ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଛନ୍ତି ।

Chhatrapur Murder Case
ଭାବି ସ୍ୱାମୀଙ୍କୁ ହତ୍ୟା ଦୁଃଖ ସହିପାରିଲେନି ଭାବିପତ୍ନୀ, ଶେଷରେ ବିଷ ପିଇଦେଲେ

ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।