• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Amravati MP Navneet Rana, her MLA husband
ଜେଲ୍‌ରୁ ବାହାରି ପୁଣି ରାଣା ଦମ୍ପତ୍ତି ଚର୍ଚ୍ଚାରେ ! ଅଦାଲତ କଥା ମାନିଲେନି ନବନୀତ

ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।

Airlift
ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଝିରୁ ଏୟାରଲିଫ୍ଟ, ଦେଖନ୍ତୁ ଭିଡିଓ..

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।

Puri Srimandir
ସାଂଘାତିକ ! ଶ୍ରୀମନ୍ଦିରକୁ ନେଇ ASIର ରିପୋର୍ଟ, ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ..

NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।

Brajarajnagar
କିଶୋର ପଟେଲ ହେଲେ ବ୍ରଜରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ଅନୁମତି ଦେଇନଥିବା କହିଲା ASI

ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Baripada Jagannath Temple
ଜଗା ଜମି ହଡ଼ପ ଅଭିଯୋଗ ! କୁଆଡ଼େ ଗଲା ହରିବଳଦେବଜୀଉ ମନ୍ଦିରର ଭୂ ସଂପତ୍ତି ?

ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।

Jenamani Cyclone Update
Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Amit Shah
ସୌରଭ ଗାଙ୍ଗୁଲିଙ୍କ ଘରେ ଶାହା, ଖାଇଲେ ଭାତ-ରୁଟି-ବାଇଗଣ ଭଜା-ଡାଲ ମଖନି

ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।

Bonded Labor
କି ଦୁଃଖ ! ଝିଅ ଦଶମ ପରୀକ୍ଷା ଦେଉଛି, ସେପଟେ ମାଆର ଶବ ରଖି ରାଜରାସ୍ତାରେ ଆନ୍ଦୋଳନ ଚାଲିଛି

ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ ।

Umashankar Das
Cyclone Update: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ କହିଲା ପାଣିପାଗ ବିଭାଗ

 ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Water Scarcity
ପାଣି ପାଇଁ ଡହଳ ବିକଳ ! ପାଇପ୍‌ରେ ଆସୁନି କି ନଳକୂପ ଚାଲୁନି..

କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି ।

Cyclone Update
Cyclone Update: ବାତ୍ୟା ମୁକାବିଲା ପାଇଁ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି କହିଲେ ଅଗ୍ନିଶମ ଡିଜି

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

vegetable Price
ଲେମ୍ବୁ ପରେ ଟମାଟୋ ମହଙ୍ଗା, କିଲେ ବଦଳରେ ଅଧ କିଲୋ କିଣା

ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।

Daily Horoscope
Daily Horoscope 7th May 2022: ସାବଧାନ ! ବୃଷ-ସିଂହ-କନ୍ୟା ରାଶିର ବ୍ୟକ୍ତିଙ୍କ ଘାତ ବାର, ହୋଇପାରେ ଏହି ସବୁ କ୍ଷତି

ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି...

Rovman Powell
IPL 2022ର ଚର୍ଚ୍ଚିତ ଚେହେରା ପାୱେଲଙ୍କ ଦୁଃଖ କାହାଣୀ, ମାଆ ଘର ଘର ବୁଲି...

ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍‌ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।

Petrol From Plastic
ପ୍ଲାଷ୍ଟିକ୍‌ ଆବର୍ଜନାକୁ ଅଢ଼େଇ ଘଣ୍ଟା ତରଳାଇଲେ ବାହାରୁଛି ପେଟ୍ରୋଲ ! ଦେଖନ୍ତୁ ଭିଡିଓ..

ଆପଣ ଭାବୁଥିବେ ସେ କ’ଣ ଏମିତି କଲେ କି ? ଯେଉଁଥିରେ ପେଟ୍ରୋଲ ସମସ୍ୟା ଦୂର ହୋଇଯିବ । ଆଜ୍ଞା ହଁ ଅଜୟ ଏମିତି କିଛି କାମ କରିଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

Kalahandi SP
SPଙ୍କୁ ଗ୍ରାଣ୍ଡ ଫେରୱେଲ୍‌ ! ଡିଜେ, ବାଇକ୍‌ ରାଲି ସହ କାନ୍ଧରେ ବସାଇ ବୁଲାଇଲେ

ପୁରା ଜିଲ୍ଲାର ପୋଲିସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

arrest
ବେଆଇନ ଲୋନ୍ ଆପ୍ ମାମଲାରେ ୟୁପିରୁ ଜଣେ ଗିରଫ

ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

Cyclone
ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।

visut
VISUTରେ ଛାତ୍ର ଅଶାନ୍ତି, ରାତି ତମାମ ଧାରଣା

ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।